ଅକ୍ଟୋବରରୁ ଦରଦାମ କମିବ : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର
ଦେଶରେ ଦରଦାମ ବୃଦ୍ଧି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଫଳ, ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଆଦିର ଦର ଉଚ୍ଚସ୍ତରରେ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଲୋକଙ୍କୁ ଆଗାମୀ ଦିନରେ ଦରଦାମ କମିବା ନେଇ ଆଶ୍ବାସନା…
Read More...
Read More...