ବିମାନ ଟିକଟ ଉପରୁ ହଟିଲା କଟକଣା: ଆସନ୍ତା ମାସରୁ କମିବ ଭଡ଼ା
କରୋନା ମହାମାରୀ ସମୟରେ ୨୦୨୦ ମେ’ ୧ ତାରିଖରେ ବିମାନ ଟିକଟ ଦାମ୍ର ଯେଉଁ ସୀମା ନିର୍ଧାରଣ କରାଯାଇଥିଲା ତାହାକୁ ଅଗଷ୍ଟ ୩୧ରୁ ପ୍ରତ୍ୟାହାର କରାଯିବ ବୋଲି ଆଜି ଘୋଷଣା କରାଯାଇଛି। ଏହି କଟକଣା ହଟିବା ପରେ ବିମାନ ଟିକଟ ଦାମ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଦେଶ ଭିତରେ ବିମାନ ଚଳାଚଳ…
Read More...
Read More...