Webportal
Browsing Category

Public Interest

ଦେଶର ବହୁ କମ ଲୋକ ହିଁ ଅଦାଲତ ପହଞ୍ଚି ପାରୁଛନ୍ତି, ମାଧ୍ୟମ ଅଭାବରୁ ଅନେକ ନିରବ ରହି ପୀଡା ସହୁଛନ୍ତି: ପ୍ରଧାନ…

ଦେଶରେ ଲୋକଙ୍କ ଆର୍ଥିକ ସ୍ଥିତି ଓ ଚିନ୍ତାଧାରାରେ ଏବେ ବି ବହୁତ୍ ପାର୍ଥକ୍ୟ ରହିଛି । ଏବେ ବି ଲୋକମାନେ ନିଜକୁ ସମୟ ସହ ବଦଳାଇ ପରି ନାହାନ୍ତି । ଠିକ୍ ସେହିପରି କମ ଲୋକ ହିଁ ଅଦାଲତ ପହଞ୍ଚି ପାରୁଛନ୍ତି। ଅଧିକାଂଶ ଲୋକ ସଚେତନା ଏବଂ ଆବଶ୍ୟକ ମାଧ୍ୟମ ଅଭାବରୁ ନିରବ ରହି ପୀଡା ସହୁଛନ୍ତି।…
Read More...

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଖାଲିଥିବା ୬୫୪୯ ରୁ ପୁରଣ ହୋଇଛି କେଵଳ ୩୭୫ ପଦବୀ : ଧର୍ମେନ୍ଦ୍ର ପ୍ରଧାନ

ସେପ୍ଟେମ୍ବର ୨୦୨୧ରୁ ଆଜି ଯାଏ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଖାଲିଥିବା ୬୫୪୯ ପଦବୀରୁ ପୁରଣ ହୋଇଛି ୩୭୫ ପଦବୀ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ତଥ୍ୟ ଉପସ୍ଥାପନ କରିଛନ୍ତି। ତେବେ ଦେଶରେ ଥିବା ୪୫ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ମୋଟ ୬୫୪୯ ଟି ପଦବୀ ଖାଲି…
Read More...

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ରାଷ୍ଟ୍ରପତି ଦୌପତି ମୁର୍ମୁ

ଆଜି ଦେଶର ୧୫ଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପାର୍ଲାମେଣ୍ଟ୍‌ର ‌ସେଣ୍ଟ୍ରାଲ୍‌ ହଲ୍‌ରେ ଦେଇଥିବା ପ୍ରଥମ ଉଦ୍‌ବୋଧନରେ ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ଦେଶର ମହାନ୍‌ ସନ୍ଥକବି ଭୀମ ଭୋଇଙ୍କର କବିତାର କାଳଜୟୀ ପଙ୍‌କ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଉଦ୍ଧୃତ…
Read More...

ଭାରତରେ ପଢ଼ିବାକୁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନ୍-ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ଆବେଦନ

ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ଜୀବନ ନେଇ ଫେରିଥିବା ଭାରତୀୟ ମେଡିକାଲ ଛାତ୍ରମାନେ ଜୀବନ ତ ପାଇଲେ କିନ୍ତୁ ଯେଉଁ କ୍ୟାରିୟର ଗଢ଼ିବାକୁ ସେମାନେ ବିଦେଶ ଯାଇଥିଲେ ତାହା ଅଧା ବାଟରେ ଅଟକିଯାଇଛି। ଏଥିରେ ଅନେକ ଛାତ୍ର ମାନସିକ ଦୁଶ୍ଚିନ୍ତା ଓ ଅବସାଦଗ୍ରସ୍ତ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏହା…
Read More...

ଓଡ଼ିଶାରେ ପ୍ରତିଷ୍ଠା ହେବ ୧୨ଟି ନୂଆ ଇସ୍ପାତ କାରଖାନା

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ନୂଆ ଇସ୍ପାତ କାରଖାନା। ପ୍ରତିଷ୍ଠା ହେବାକୁ ଯାଉଥିବା ଇସ୍ପାତ କାରଖାନା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୩ଟି ରହିଥିବା ବେଳେ ଯାଜପୁରରେ ହେବ ୨ଟି କାରଖାନା। ସେହିପରି ଅନୁଗୁଳ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଜିଲ୍ଲାରେ…
Read More...

ରାଜ୍ୟରେ ୩୫୮ ଭେଷଜ ଡାକ୍ତର ଓ ୧୧୬ ହୋମିଓପାଥି ମେଡିକାଲ ଅଧିକାରୀଙ୍କ ନିଯୁକ୍ତି

ରାଜ୍ୟ ସରକାର ବିଭିିନ୍ନ ଡାକ୍ତରଖାନାରେ ୩୫୮ ଜଣ ଭେଷଜ ଡାକ୍ତର, ୧୧୬ ହୋମିିଓପାଥି ମେଡିିକାଲ ଅଧିକାରୀ ଓ ୩୬ ଜଣ ହୋମିଓପାଥି ଅଧ୍ୟାପକଙ୍କୁୁ ନିଯୁୁକ୍ତି ଦେଇଛନ୍ତିି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନବନିଯୁକ୍ତ ଡାକ୍ତର, ମେଡିକାଲ ଅଧିକାରୀ ଓ ଅଧ୍ୟାପକମାନେ କାମ କରିବେ। ଏ…
Read More...

ଭାରତରେ ଟୀକା ନେବା ଯୋଗ୍ୟ ୪ କୋଟି ଆଦୌ କୋଭିଡ୍‌ ଟିକା ନେଇନାହାନ୍ତି

ଦେଶରେ କରୋନା ଟିକାକରଣ ୨୦୦ କୋଟି ଟପିସାରିଛି। ଦେଶରେ ରେକର୍ଡ ଟିକାକରଣ ସତ୍ତ୍ବେ ୪ କୋଟି ଯୋଗ୍ୟ ହିତାଧିକାରୀ ଏବେ ବି କରୋନା ଟିକାର ଗୋଟିଏ ବି ଡୋଜ୍‌ ନେଇନାହାନ୍ତି। ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଭାରତୀ…
Read More...

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କଡା ନିୟମ, ଗ୍ରାହକ ହଇରାଣ ହେଲେ ନିଆଯିବ ଆକ୍ସନ

ବ୍ୟାଙ୍କ ସମ୍ପର୍କିତ କୌଣସି କାମ ପାଇଁ ବାରମ୍ବାର ବ୍ରାଞ୍ଚ ଯିବାକୁ ପଡିଥାଏ । ବ୍ୟାଙ୍କରେ କର୍ମଚାରୀଙ୍କ ବ୍ୟବହାରରେ ମଧ୍ୟ ଅତିଷ୍ଠ ହୋଇଯାଇଥାନ୍ତି କିଛି ଉପଭୋକ୍ତା । ଅନେକ ବ୍ୟାଙ୍କରେ କର୍ମଚାରୀମାନେ କହିଥାନ୍ତି କି ଲଞ୍ଚ୍ ପରେ ଆସ ।  ବେଳେବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି…
Read More...

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି

ଓଡ଼ିଶା ପାଇଁ ଗୌରବ ଆଣିଲେ ଦ୍ରୌପଦୀ ମୁର୍ମୁ । ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବହୁ ପଛରେ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡିଆ ଝିଅ । ୩ୟ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ସାମ୍ନାକୁ ଆସିଛ । ଦ୍ରୌପଦୀ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫, ୭୭, ୭୭୭ ଥିବା…
Read More...

ନିଜ ଘରଠାରୁ ୩୦୦ କିଲୋମିଟର ଭିତରେ ପରୀକ୍ଷା ଦେବେ ରେଳ ବିଭାଗରେ ଚାକିରି ଆଶାୟୀ ପ୍ରାର୍ଥୀ

ଭାରତୀୟ ରେଳର କୌଣସି ପଦବି ଲାଗି ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ଭଲଖବର । ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଯାହାଦ୍ବାରା ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିଯିବ। ଭାରତୀୟ ରେଳ ବିଭାଗ ନେଇଛି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ…
Read More...