Webportal
Browsing Category

Public Interest

ସରକାର କହୁଥିବା ମାଗଣା ଯୋଜନା ଗରିବଙ୍କ ଆବଶ୍ୟକତା: ଅର୍ଥନୀତିଜ୍ଞ ଅରବିନ୍ଦ ସୁବ୍ରମଣ୍ୟନ

ସରକାରଙ୍କ ମାଗଣା ଯୋଜନାକୁ ନେଇ ଚାରିଆଡ଼େ ଆରମ୍ଭ ହୋଇଛି ବିତର୍କ। ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ। ସେ କହିଛନ୍ତି ଯେ ଜଣଙ୍କ ପାଇଁ ଯାହା ମାଗଣା, ଅନ୍ୟ ଜଣକ ପାଇଁ ତାହା ହେଉଛି…
Read More...

୨୦୨୪ରେ ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ତାଳଚେର ସାର କାରଖାନା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି କାରଖାନାରୁ ୨୦୨୪ରେ ଉତ୍ପାଦନ ଆରମ୍ଭ ହେବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧୨.୭ ଏଲ୍‌ଏମ୍‌ଟିପି। ଏଥିରେ କୋଇଲା ବାଷ୍ପୀକରଣ ପ୍ରଯୁକ୍ତିକୁ ବ୍ୟବହାର…
Read More...

କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା ପାଇଁ କଡ଼ା ଆଦେଶ ଦେଲା DGCA

ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅର୍ଥାତ୍ ଡିଜିସିଏ କଡ଼ା ଆଦେଶ ଦେଇଛି। ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ୍ ଭାବରେ ମାସ୍କ ପିନ୍ଧିବା ଉଚିତ ବୋଲି ଡିଜିସିଏ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି। ଯଦି ସେମାନେ ଏହା କରନ୍ତି ନାହିଁ…
Read More...

ହୀରାକୁଦ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି; ଆହୁରି ଖୋଲିବ ୯ଟି ଗେଟ୍

ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ…
Read More...

ଜନସଂଖ୍ୟା ନିୟନ୍ତ୍ରଣ ଆଇନର କୌଣସି ଆବଶ୍ୟକତା ନାହିଁ : ନିତିଶ କୁମାର

ସମଗ୍ର ଦେଶରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧିନତା ଦିବସ। ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜଧାନୀ ପାଟନାସ୍ଥିତ ଐତିହାସିକ ଗାନ୍ଧୀ ମୈଦାନ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସରେ ତ୍ରିରଙ୍ଗା ଉତ୍ତୋଳନନ କରିଥିଲେ। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ…
Read More...

ବଳପୂର୍ବକ ଋଣ ଅସୁଲି କରିବା ମହଙ୍ଗା ପଡ଼ିବ, ନିୟମକୁ ଶକ୍ତ କଲେ ରିଜର୍ଭ ବ୍ୟାଙ୍କ

ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି। କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ ହରକତ ଓ ନିର୍ଯ୍ୟାତନା ନଦେବା ଲାଗି ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ…
Read More...

ଘରଭଡ଼ା ଉପରେ ୧୮% ଜିଏସ୍‌ଟି ଲାଗିବ

ଦେଶରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ସରକାର ଲୋକଙ୍କ ଉପରେ ଟିକସ ବୋଝ ଲଦିବାରେ ଲାଗିଛନ୍ତି। କିଛି ଦିନ ପୂର୍ବେ ଚୁଡ଼ା, ମୁଢ଼ି ଭଳି ଗରିବ ଲୋକ ଖାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବା ପରେ ଏବେ ଘର ଭଡ଼ା ଉପରେ ୧୮% ଭଳି ଚଢ଼ା ଦରର ଜିଏସ୍‌ଟି ଲାଗୁ କରାଯାଇଛି।…
Read More...

ଜଳସ୍ତର ବଢୁଥିବାରୁ ହୀରାକୁଦ ଡ୍ୟାମ୍‌ର ବଢୁଛି ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ, ସମ୍ବଲପୁରରେ ୧୦୦୫ ଲୋକଙ୍କୁ…

ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କ‌ାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଜି ପୂର୍ବାହ୍ନ ପରଠାରୁ ବିଳମ୍ବିତ ସନ୍ଧ୍ୟା ଯାଏଁ ପର୍ଯ୍ୟାୟକ୍ରମେ ୧୪ଟି ଗେଟ୍‌ ଖୋଲାଯାଇଛି। କାଲି ପର୍ଯ୍ୟନ୍ତ ଜଳଭଣ୍ଡାରରୁ ୨୦ଟି ଗେଟ୍‌ ଖୋଲି…
Read More...

ପ୍ରବଳ ବର୍ଷା ଓ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ରାଜ୍ୟରେ ବର୍ଷା ଜାରି ରହିଛି। ମହାନଦୀ ଓ ବୈତରଣୀରେ ବନ୍ୟାଜଳସ୍ତରବ ବଢ଼ିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହେଉଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଅବପାତ ପରେ ଛତିଶଗଡ଼ ମୁହାଁ ହେବ ଲଘୁଚାପ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା…
Read More...

ଅନୁଗୋଳ ବିଜେପି ପକ୍ଷରୁ ୩୦୦ ମିଟର ଲମ୍ବା ର ବିଶାଳ ତ୍ରିରଙ୍ଗା ଯାତ୍ରା

ଅନୁଗୋଳ ଜିଲ୍ଲା ବିଜେପି ପକ୍ଷରୁ ଆଜି ୩୦୦ ମିଟର ଲମ୍ବା ର ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇ ଯାଇଥିଲା। ଦେଶ ସ୍ଵାଧୀନତା ର ୭୫ ବର୍ଷ ପୁର୍ତ୍ତୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ଆହ୍ଵାନ କ୍ରମେ ପାଳିତ ହୋଇଥିବା ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ…
Read More...