ଅନୁଗୁଳ ରେ କିଟ କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ନେଇ ଗଣଦୌଡ଼ ଅନୁଷ୍ଟିତ
ଅନୁଗୁଳ ଜିଲ୍ଲା ରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣ ଦୌଡ଼ ର ଆୟୋଜନ| ଏହି ଅବସରରେ ରବିବାର ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍ ଅନୁଗୁଳ ଜିଲ୍ଲା ସମେତ ଓଡ଼ିଶାର ୩୫ ଟି ସ୍ଥାନରେ ଆୟୋଜନ କରାଯାଇଥିଲା |ଏଥିରେ…
Read More...
Read More...