Webportal
Browsing Category

Public Interest

କୁନି ଝିଅର ତୃତୀୟ ଜନ୍ମଦିନ ନିଆରା ଭାବେ ପାଳିତ

କୁନି ଝିଅର ତୃତୀୟ ଜନ୍ମଦିନ ନିଆରା ଭାବେ ପାଳିତ।ପିତା ମାତାଙ୍କ ଦ୍ଵାରା ରକ୍ତଦାନ ସହ ଔଷଧିୟ ବୃକ୍ଷ ଚାରା ବଣ୍ଟନ । ନିଜ ଝିଅର ଜନ୍ମଦିନକୁ ସମ୍ପୂର୍ଣ ଅଲଗା ଭାବରେ ପାଳନ କରି ଅନ୍ୟ ମାନଙ୍କୁ ପ୍ରେରଣା ପ୍ରଦାନ କରିବା ସହ ଉଦାହରଣ ସୃଷ୍ଟି କରିଛନ୍ତି ଅନୁଗୁଳର ଏକ ଦମ୍ପତି।ଝିଅର ଜନ୍ମଦିନ…
Read More...

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ।କେଳେଙ୍କାରି ଲୁଚାଇବାକୁ ଯାଇ ଉତ୍କୋଚ ଦେବାକୁ ପ୍ରୟାସ।ଜନତାଙ୍କ ବୃହତ୍ତର ସ୍ୱାର୍ଥରେ ସରକାର ଜିନ୍ଦଲ ର ପରିଚାଳନା ନିଜ ହାତରେ ନେବାର ଆସିଛି ସମୟ।ଆମର ଏ ଖବର ଦେଖିଲେ ଅନେକଙ୍କ ଶରୀର ଝିମଝିମ ମାରିଯିବ। କାରଣ ଜନତାଙ୍କ ସ୍ବାର୍ଥ ବିରୁଦ୍ଧରେ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ।ଜିନ୍ଦଲ ଏକ ଜାଗା ଚୋର ଜମି ଚୋର: କଂଗ୍ରେସ।ଜିନ୍ଦଲ ବିରୁଦ୍ଧରେ କମ ଦାମରେ ଦରକାର ନ ଥିବା ସତ୍ତ୍ୱେ ଲୋକଙ୍କ ଜମି ହଡ଼ପ ଅଭିଯୋଗ।ଆଜି ବୁଧବାର ଅପରାହ୍ନରେ ଅନୁଗୁଳ ସହର ସର୍କିଟ…
Read More...

ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ

ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ।ହାତୀ ସୁରକ୍ଷା ଅନୁଦାନ କୁ ପକେଟ ରେ ପୁରାଇ ମନ୍ତ୍ରୀ ଅଧିକାରୀ ମାଲାମାଲ।ଆମେ ଆମ ଖବରରେ ବାରମ୍ୱାର କହିଆସିଛୁ ଯେ ହାତୀ ସୁରକ୍ଷା ନାଁ ରେ ଅଜସ୍ର ଟଙ୍କା ଆସୁଥିବା ବେଳେ ସେହି ଟଙ୍କା ସବୁର ସିଂହଭାଗ ବିଭାଗୀୟ ମନ୍ତ୍ରୀ ଓ ବନବିଭାଗ ର ପଦସ୍ଥ ଅଧିକାରୀ…
Read More...

ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ

ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ।ଉଚ୍ଚ ପଦାଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ।ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ।ଡିସେମ୍ବର ୮ରେ ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ, ଚାଷୀମାନେ ପାଇବେ…
Read More...

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ

ସାରା ଦେଶରେ ୭୫, ଓଡିଶାରେ ୫ଟି ବତୀଘରର ବିକାଶ କରାଯାଇଛି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ସହିତ ବତୀଘର ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଯୋଡିହେଲା, ବାଲିଯାତ୍ରା ସହିତ ବତୀଘର ଗୁଡିକ ଓଡିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ପ୍ରତିଫଳିତ କରିବ ଆଜି ପୁରୀରେ ଦୁଇ…
Read More...

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି।ପ୍ରଥମ ଥର ପାଇଁ ବାଇକ ପେଟ୍ରୋଲି ବ୍ୟବସ୍ଥା ଓ ବୁଲିବେ ପୁଲିସର ଶକ୍ତି ବାହିନୀ।ଯୁବା ଏସପି ରାହୁଲ ଜେନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଗୁଳ ଜିଲ୍ଲା ପୋଲିସ ଚକିତ ବର୍ଷ ଲକ୍ଷ୍ମୀପୂଜା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରାଇବା…
Read More...

ଭରତପୁର ଥାନା ମାମଲା: ଭିଡିଓ କିଛି କହୁଛି

ଆମକୁ ଭରତପୁର ଥାନା ମାମଲାରେ ମିଳିଥିବା ଭିଡିଓ କିଛି କହିବାକୁ ଚେଷ୍ଟା କରୁଛି। ଭିଡିଓ କୁ ଦେଖିଲେ ସେଦିନ ରାତିରେ ଡିଉଟି ରେ ଥିବା ତମାମ ପୋଲିସ ବାଲାଙ୍କ ଉପରୁ ଆଙ୍ଗୁଠି ଆପେ ଆପେ ହଟୀ ଯାଉଛି।ସମଗ୍ର ରାଜ୍ୟରେ ଚହଳ ପକାଇଥିବା ଭୁବନେଶ୍ବର ଭରତପୁର ଆଦର୍ଶ ଥାନା ମାମଲାର ଭିଡିଓ ଆମ ହସ୍ତଗତ…
Read More...

ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ।କୃଷକ ସମୃଦ୍ଧି ଯୋଜନାରେ ଚାଷୀ ସର୍ବାଧିକ ଲାଭବାନ ହେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ।ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ।ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ସଂଗ୍ରହ ହେବ।ଇ-ବାହନ ଆପ୍‌ ଯୋଗେ ହେବ…
Read More...

ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ ବିଜ୍ଞାନ ମେଳା- ୨୦୨୪-୨୫ ଅନୁଷ୍ଠିତ

ଅନୁଗୁଳ ସହର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା -୨୦୨୪-୨୫ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଟାଉନ…
Read More...