Webportal
Browsing Category

Politics

ସାମନାରେ ଶିବସେନାର ଟାର୍ଗେଟ; “ସରକାର ଦେଶରେ ‘ବିଭାଜନ ନୀତି’ ବ୍ୟବହାର କରୁଛନ୍ତି, ଏହା କଣ ସ୍ଵାଧୀନତା ?”

ସ୍ୱାଧୀନତା ଦିବସ ଅବସରରେ ଶିବସେନା ନିଜ ଦଳର ମୁଖପତ୍ର ‘ସାମନା’ ରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କେନ୍ଦ୍ର ସରକାର ଦେଶରେ ‘ବିଭାଜନ ନୀତି’ ବ୍ୟବହାର କରୁଥିବା ଅଭିଯୋଗ କରିଛି ଶିବସେନା ଓ ‘ସାମନା’ର ସଂପାଦକୀୟରେ ମୋଦୀ ସରକାରଙ୍କ ଉପରେ ବର୍ଷିଛି ଦଳ। ଦଳ କହିଛି ଯେ…
Read More...

କେନ୍ଦ୍ର ସରକାରଙ୍କ ନୀତି ପାଇଁ କଶ୍ମୀର ପଣ୍ଡିତ ମାନେ ପୁଣି ଅସୁରକ୍ଷିତ ହୋଇ ପଡ଼ିଛନ୍ତି: ଆସାଦୁଦ୍ଦିନ ଓୱେସି

କଶ୍ମୀର ପଣ୍ଡିତ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଜମ୍ମୁ-କଶ୍ମୀରର ଶୋପିଆନରେ ଆକ୍ରମଣ କରାଯାଇଛି। ସେଓ ବଗିଚାରେ ପ୍ରବେଶ କରି ଆତଙ୍କବାଦୀମାନେ ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ସୁନୀଲ କୁମାର ଭଟ୍ଟଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଭାଇ…
Read More...

ବିଜେପିକୁ ରୋକିବା ପାଇଁ ବିଜେଡି ର ପ୍ଲାନ୍, ରାଷ୍ଟ୍ରପତିଙ୍କ ଜିଲ୍ଲାରେ ନବୀନ ପଟ୍ଟନାୟକ ଆରମ୍ଭ କଲେ ବିକାଶମୂଳକ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର ଏପରି ପ୍ରଥମ ମହିଳା ଯିଏ ଏହି ପଦରେ ପହଞ୍ଚିପାରିଛନ୍ତି । ଏଭଳି ପରିସ୍ଥିତିରେ ବିଜେପି ର ପ୍ରୟାସ ଏହା ରହିଛି ଯେ ସୁଯୋଗକୁ ଉପଯୋଗ କରି ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ଦଳର ସ୍ଥିତିକୁ ମଜଭୁତ କରାଯାଉ । କିନ୍ତୁ ଓଡ଼ିଶା…
Read More...

୮୦୦ ମେଣ୍ଢାଙ୍କୁ ଧରି ଚୀନ୍‌ ଦୂତାବାସରେ ପଶିଥିଲେ ବାଜପେୟୀ, କିଛି ନ କହି ଚାଇନାକୁ କରିଥିଲେ ବେଜିତ

ଦେଶ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ଦିବସ ପାଳନ କରୁଛି। ଏ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତରତ୍ନ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେବଳ ଦେଶ ଭିତରେ ନୁହେଁ, ବିଦେଶରେ ମଧ୍ୟ…
Read More...

ଆଜି ବିହାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପରେ ଅପରାହ୍ନରେ ନୂତନ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗକୁ ନିଜ ନିକଟରେ ବଜାୟ ରଖି ରାଜ୍ୟ ପୁଲିସ ଉପରେ ନିଜର ସିଧାସଳଖ…
Read More...

ବିବାଦ ସୃଷ୍ଟିକାରୀ ସରକାର: ସ୍ବାଧୀନତା ଦିବସ ବିଜ୍ଞାପନରୁ ନେ‌ହରୁଙ୍କ ଛବି ବାଦ୍ ଦେଲା କର୍ଣ୍ଣାଟକ

ସ୍ବାଧୀନତା ଦିବସ ବିଜ୍ଞାପନରେ କର୍ଣ୍ଣାଟକର ବିଜେପି ସରକାର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଛବିକୁ ବାଦ୍ ଦେଇଥିବାରୁ କଂଗ୍ରେସ ଏହାର ତୀବ୍ର ନିନ୍ଦା କରିଛି। କଂଗ୍ରେସ ନେତା ଏମ୍ ସିଦ୍ଦରାମୈୟା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ…
Read More...

ମୋର ଭାରତ ପାଇଁ ଏକ ସ୍ୱପ୍ନ ଅଛି…. : ମମତା ବାନାର୍ଜୀ

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ ଯୋଗେ ଦେଶ ପାଇଁ ତାଙ୍କର ଥିବା ସ୍ବପ୍ନ ବିଷୟରେ କହିଛନ୍ତି। ମମତା କହିଛନ୍ତି ଯେ ସେ ଏପରି ଏକ ଭାରତ ଗଠନ କରିବାକୁ ଚାହୁଁଛନ୍ତି ଯେଉଁଠାରେ ସମସ୍ତେ କ୍ଷୁଧା ଏବଂ…
Read More...

ନୀତୀଶ ତେଜସ୍ଵୀ ମେଣ୍ଟ ୨୦୨୪ ନିର୍ବାଚନରେ ଜାତୀୟ ରାଜନୀତିକୁ ପ୍ରଭାବିତ କରିବ ନାହିଁ : ପ୍ରଶାନ୍ତ କିଶୋର

ବିହାରରେ ଜେଡିୟୁ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ନେଇ ମହା ଗଠବନ୍ଧନ ମେଣ୍ଟ ସରକାର ଗଠନ ହୋଇଛି। ତେବେ ଏହି ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) କହିଛନ୍ତି। ପାଟନାର ଏକ…
Read More...

ଦଳର ସ୍ଥିତି ମଜବୁତ୍ କରିବା ପାଇଁ ଦୁଇଟି ସାଂଗଠାନିକ ଜିଲ୍ଲାରେ ବିଭକ୍ତ ହେବ ଗଞ୍ଜାମ ଜିଲ୍ଲା କଂଗ୍ରେସ !

୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି। ଶାସକ ବିଜେଡି, ବିଜେପିଠାରୁ ଆରମ୍ଭ କରି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଛି ସାଂଗଠନିକ ବିନ୍ୟାସ। ଏକଦା କଂଗ୍ରେସର ଗଡ଼ ଭାବେ ଥିବା ଗଞ୍ଜାମ ଜିଲ୍ଲାରେ ଏବେ କଂଗ୍ରେସର ସ୍ଥିତି ଅତ୍ୟନ୍ତ…
Read More...

ଅପେକ୍ଷାର ଅନ୍ତ; ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ହେଲା ବିଭାଗ ବଣ୍ଟନ*ଦେବେନ୍ଦ୍ର ଫଡନବିସଙ୍କୁ ଗୁରୁତ୍ଵପୂର୍ଣ୍ଣ ଗୃହ ଓ…

ମହାରାଷ୍ଟ୍ରରେ ଦୀର୍ଘ ଦିନର ଅପେକ୍ଷା ପରେ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟ କ୍ୟାବିନେଟରେ ନବ ନିଯୁକ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିନ୍ଦେ ଏମଆରଡିସି ଏବଂ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…
Read More...