Webportal
Browsing Category

Politics

ମୁଖ୍ୟମନ୍ତ୍ରୀ ପଦବୀ ଖୁବ୍‌ ମହଙ୍ଗା ବ୍ୟାପାର ଏବଂ ତାହାର ମୂଲ୍ୟ ୨,୫୦୦ କୋଟି ଟଙ୍କା ବୋଲି ଜଣେ ବରିଷ୍ଠ ‘ବିଜେପି’ ନେତା କହିଥିବା କଥା ଆଜି କର୍ଣ୍ଣାଟକ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଦସ୍ୟ ବି. କେ. ହରିପ୍ରସାଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ପାଇଁ…
Read More...

ଟିଏମ୍‌ସି ନେତାଙ୍କୁ ଜୋତା ମାଡ଼ ଦରକାର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ବିଜେପି ଜାତୀୟ ଉପସଭାପତି ଦିଲୀପ ଘୋଷ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ସୌଗତ ରାୟଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଘୋଷ କହିଛନ୍ତି ଯେ ରାୟଙ୍କୁ ଜୋତା ମାଡ଼ ଦରକାର ଏବଂ ଏଭଳି ହେଲେ ହିଁ ସେ ସୁଧୁରିବେ। ଘୋଷଙ୍କ ଏଭଳି ମନ୍ତବ୍ୟକୁ ନେଇ ରାୟ ତୀବ୍ର…
Read More...

ପରବର୍ତ୍ତୀ କଂଗ୍ରେସ ସଭାପତି କିଏ; ମନ୍ଥନ ଜାରି

କଂଗ୍ରେସ ସଭାପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରେ ଏବେ ବଡ଼ ଧରଣର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଯଦି ରାହୁଲ ଗାନ୍ଧି ପୁନର୍ବାର ଦଳ ସଭାପତି ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେବେନାହିଁ, ତା’ହେଲେ ତାଙ୍କର ବିକଳ୍ପ କିଏ ହେବେ ସେ ନେଇ ଦଳରେ ମନ୍ଥନ ଜାରି ରହିଛି। ଯଦି ରାହୁଲ କୌଣସି…
Read More...

କଂଗ୍ରେସକୁ ଝଟକା ପରେ ଝଟକା: ଗୁଲାମମଦି ଆଜାଦଙ୍କ ପରେ ଇସ୍ତଫା ଦେଲେ ଆନନ୍ଦ ଶର୍ମା

ଆଜାଦଙ୍କ ପରେ ଆନନ୍ଦ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି ସମୟ ପରେ ଦଳର ବରିଷ୍ଠ ନେତା ଗୁଲାମ୍‌…
Read More...

ଜାତି କାର୍ଡ : ଆପ୍ ଖେଳିଲା ରାଜପୁତ୍ କାର୍ଡ, କହିଲା ମନୀଷ ସିସୋଦିଆ ମହାରାଣା ପ୍ରତାପଙ୍କ ବଂଶଜ

ଦିଲ୍ଲୀ ଅବକାରୀ ନୀତି ପ୍ରଣୟନରେ ଦୁର୍ନୀତି ହୋଇଛି ବୋଲି କୁହାଯାଉଥିବା ଘଟଣାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆଉ୧୩ଜଣଙ୍କ ନାମରେ ‘ସିବିଆଇ’ ‘ଲୁକ୍‌ ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କରିଛି। ଏହି ମାମଲାରେ ‘ସିବିଆଇ’ ଫାଇଲ୍‌ କରିଥିବା ‘ଏଫ୍‌ଆଇଆର୍‌’ରେ ମନୀଷ…
Read More...

ସକାଳୁ ଉଠିଲା କ୍ଷଣି ସିବିଆଇ ଓ ଇଡିର ଖେଳ ଖେଳୁଛନ୍ତି, ଦେଶର ଉନ୍ନତି ହେବ କିପରି ; ମୋଦିଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ ପରେ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ସିବିଆଇ। ଏହା ପରେ ମୋଦୀ ସରକାରଙ୍କ ଉପରେ ପୁଣି ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦେଶରେ ବେକାରୀ ସମସ୍ୟା ଓ ଦରବୃଦ୍ଧି ସମସ୍ୟା ବିରୋଧରେ ଲଢିବା ବଦଳରେ…
Read More...

ଏହା ବନ୍ୟା ହେଉଛି ମନୁଷ୍ୟକୃତ : ଏହା ପାଇଁ ନବିନ ସରକାର ଦାୟୀ : ବିଜେପି

ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟାସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି ।ରାଜ୍ୟ ସରକାର ଗୋଟେ କଥା କହୁଛନ୍ତି କିନ୍ତୁ ରାଜ୍ୟର ପରିସ୍ଥିତି ଆଉ ଗୋଟେ କଥା କହୁଛି । ଓଡ଼ିଶାରେ ଗତ ସାତ ଆଠ ଦିନ ଧରି ଲୋକମାନେ ଗୋଟେ ଭୟାବହ ବନ୍ୟାର ସାମ୍ନା କରି ଭଗବାନଙ୍କ ଭରସାରେ ପଡି ରହିଛନ୍ତି ।…
Read More...

କାଲିଥିଲେ ସର୍ବେସର୍ବା, ହେଲେ କ୍ଷମତା ଯିବାପରେ ଟେଲିଭିଜନରେ ଇମ୍ରାନ ଖାନଙ୍କ ସମ୍ପର୍କିତ ଖବର ପ୍ରସାରଣ ଉପରେ ଲାଗିଲା…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ଶାସନାଧୀନ ଶହବାଜ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଥିବା ଇମ୍ରାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି କି ପାକିସ୍ତାନ ସରକାର ଇମ୍ରାନଙ୍କ…
Read More...

କର୍ଣ୍ଣାଟକରେ ପୁଣି କଂଗ୍ରେସ ଓ ଜେଡିଏସ୍ ଏକାଠି ହେବା ସମ୍ଭାବନା; ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ କୁ…

କର୍ଣ୍ଣାଟକରେ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର ସମ୍ପର୍କର ଘନୀଷ୍ଟ ହୋଇଛି। ରାଜ୍ୟରେ ୨୦୨୩ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଜେଡିଏସ୍‌ ନେତା ଏଚ୍‌ଡି କୁମାରଶ୍ୱାମୀ। ଏନେଇ କୁମାର ଶ୍ୱାମୀ…
Read More...

୩୦ ଟି ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ନବୀନ ପଟ୍ଟନାୟକ

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଦଳୀୟ ସାଂଗଠନକୁ ଆହୁରି ସଶକ୍ତ ତଥା ସୁଦୃଢ କରିବା ପାଇଁ ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ୩୦ ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି ।…
Read More...