Webportal
Browsing Category

Politics

୩୦ ଟି ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ନବୀନ ପଟ୍ଟନାୟକ

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ଦଳୀୟ ସାଂଗଠନକୁ ଆହୁରି ସଶକ୍ତ ତଥା ସୁଦୃଢ କରିବା ପାଇଁ ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ୩୦ ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି ।…
Read More...

ବି‌ଜେପି ସଂସଦୀୟ ବୋର୍ଡ ପୁନର୍ଗଠିତ : ଗଡ଼କରୀ ଓ ଶିବରାଜ କଟିଲେ, ଯୋଗୀଙ୍କୁ ମଧ୍ୟ ମିଳିଲାନି ସ୍ଥାନ

ବିଜେପିର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା କୁହାଯାଉଥିବା ସଂସଦୀୟ ବୋର୍ଡର ବୁଧବାର ଦିନ ପୁନର୍ଗଠନ କରାଯାଇଛି। ଏଥିରେ ୬ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେ‌େଳ ବୋର୍ଡରୁ ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବାଦ୍ ଦିଆଯାଇଛି। କେବଳ ଏତିକି ନୁହେଁ ଦୀର୍ଘ ୨୦ ବର୍ଷ…
Read More...

ରାହୁଲ ଗାନ୍ଧୀ ଆମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ନୀତିଶଙ୍କ ପ୍ରାର୍ଥୀତ୍ବ ବିଷୟରେ ଜଣାନାହିଁ: ବିହାର ପ୍ରଦେଶ କଂଗ୍ରେସ…

ବିହାରରେ ନୀତିଶ କୁମାର ବିଜେପି ସହ ସମ୍ପର୍କ ଛିନ୍ନ କରି ଆରଜେଡି ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି। ଏହାପରେ ନୀତିଶଙ୍କ ଦଳ ଜେଡିୟୁ ପକ୍ଷରୁ ନୀତିଶ କୁମାର ୨୦୨୪ ନିର୍ବାଚନରେ ମୋଦୀଙ୍କ ବିରୋଧରେ ବିରୋଧୀଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା କରାଯାଉଛି। ତେବେ…
Read More...

ଏକଛତ୍ରବାଦୀ ମୋଦି ସରକାରଙ୍କୁ ହଟାଇବାକୁ ପଡିବ : ଲାଲୁ ଯାଦବ

ବିହାରରେ ପରିବର୍ତ୍ତିତ ରାଜନୈତିକ ସମୀକରଣ ଏବଂ କ୍ୟାବିନେଟ ସମ୍ପ୍ରସାରଣ ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବୁଧବାର ଲାଲୁ ତାଙ୍କର ପୁରୁଣା ଶୈଳୀରେ ନଜର ଆସିଥିଲେ। ୨୦୨୪ ଲୋକ ସଭା ନିର୍ବାଚନ ରଣନୀତି ସମ୍ବନ୍ଧୀୟ ପ୍ରଶ୍ନ ଉପରେ ସେ…
Read More...

ସାମନାରେ ଶିବସେନାର ଟାର୍ଗେଟ; “ସରକାର ଦେଶରେ ‘ବିଭାଜନ ନୀତି’ ବ୍ୟବହାର କରୁଛନ୍ତି, ଏହା କଣ ସ୍ଵାଧୀନତା ?”

ସ୍ୱାଧୀନତା ଦିବସ ଅବସରରେ ଶିବସେନା ନିଜ ଦଳର ମୁଖପତ୍ର ‘ସାମନା’ ରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କେନ୍ଦ୍ର ସରକାର ଦେଶରେ ‘ବିଭାଜନ ନୀତି’ ବ୍ୟବହାର କରୁଥିବା ଅଭିଯୋଗ କରିଛି ଶିବସେନା ଓ ‘ସାମନା’ର ସଂପାଦକୀୟରେ ମୋଦୀ ସରକାରଙ୍କ ଉପରେ ବର୍ଷିଛି ଦଳ। ଦଳ କହିଛି ଯେ…
Read More...

କେନ୍ଦ୍ର ସରକାରଙ୍କ ନୀତି ପାଇଁ କଶ୍ମୀର ପଣ୍ଡିତ ମାନେ ପୁଣି ଅସୁରକ୍ଷିତ ହୋଇ ପଡ଼ିଛନ୍ତି: ଆସାଦୁଦ୍ଦିନ ଓୱେସି

କଶ୍ମୀର ପଣ୍ଡିତ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଜମ୍ମୁ-କଶ୍ମୀରର ଶୋପିଆନରେ ଆକ୍ରମଣ କରାଯାଇଛି। ସେଓ ବଗିଚାରେ ପ୍ରବେଶ କରି ଆତଙ୍କବାଦୀମାନେ ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ସୁନୀଲ କୁମାର ଭଟ୍ଟଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଭାଇ…
Read More...

ବିଜେପିକୁ ରୋକିବା ପାଇଁ ବିଜେଡି ର ପ୍ଲାନ୍, ରାଷ୍ଟ୍ରପତିଙ୍କ ଜିଲ୍ଲାରେ ନବୀନ ପଟ୍ଟନାୟକ ଆରମ୍ଭ କଲେ ବିକାଶମୂଳକ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର ଏପରି ପ୍ରଥମ ମହିଳା ଯିଏ ଏହି ପଦରେ ପହଞ୍ଚିପାରିଛନ୍ତି । ଏଭଳି ପରିସ୍ଥିତିରେ ବିଜେପି ର ପ୍ରୟାସ ଏହା ରହିଛି ଯେ ସୁଯୋଗକୁ ଉପଯୋଗ କରି ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ଦଳର ସ୍ଥିତିକୁ ମଜଭୁତ କରାଯାଉ । କିନ୍ତୁ ଓଡ଼ିଶା…
Read More...

୮୦୦ ମେଣ୍ଢାଙ୍କୁ ଧରି ଚୀନ୍‌ ଦୂତାବାସରେ ପଶିଥିଲେ ବାଜପେୟୀ, କିଛି ନ କହି ଚାଇନାକୁ କରିଥିଲେ ବେଜିତ

ଦେଶ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ଦିବସ ପାଳନ କରୁଛି। ଏ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତରତ୍ନ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେବଳ ଦେଶ ଭିତରେ ନୁହେଁ, ବିଦେଶରେ ମଧ୍ୟ…
Read More...

ଆଜି ବିହାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପରେ ଅପରାହ୍ନରେ ନୂତନ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗକୁ ନିଜ ନିକଟରେ ବଜାୟ ରଖି ରାଜ୍ୟ ପୁଲିସ ଉପରେ ନିଜର ସିଧାସଳଖ…
Read More...

ବିବାଦ ସୃଷ୍ଟିକାରୀ ସରକାର: ସ୍ବାଧୀନତା ଦିବସ ବିଜ୍ଞାପନରୁ ନେ‌ହରୁଙ୍କ ଛବି ବାଦ୍ ଦେଲା କର୍ଣ୍ଣାଟକ

ସ୍ବାଧୀନତା ଦିବସ ବିଜ୍ଞାପନରେ କର୍ଣ୍ଣାଟକର ବିଜେପି ସରକାର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଛବିକୁ ବାଦ୍ ଦେଇଥିବାରୁ କଂଗ୍ରେସ ଏହାର ତୀବ୍ର ନିନ୍ଦା କରିଛି। କଂଗ୍ରେସ ନେତା ଏମ୍ ସିଦ୍ଦରାମୈୟା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ…
Read More...