Webportal
Browsing Category

Politics

କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ: ନିତିନ ଗଡ଼କରୀ

ଦିନ ଖରାପ ଥାଉ କି ଭଲ, କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ। କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଶନିବାର ନିଜ ନାଗପୁରରେ ଉଦ୍ୟୋଗୀମାନଙ୍କର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଏଭଳି କହିଛନ୍ତି। ‌ସେ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ପରାଜିତ…
Read More...

କିଛି ସିବିଆଇ ଅଧିକାରୀଙ୍କ ଟିଏମ୍‌ସି ସହ ବୁଝାମଣା ହୋଇ ଥିବାରୁ ଇଡି ତଦନ୍ତ କରୁଛି: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ପଶ୍ଚିମବଙ୍ଗରେ ବିଜେପି ନେତା ଦିଲୀପ ଘୋଷ ସିବିଆଇ ଅଧିକାରୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ଦିଲୀପ ଘୋଷ କହିଛନ୍ତି, ଟିଏମ୍‌ସି ନେତାଙ୍କ ସହ କିଛି ସିବିଆଇ ଅଧିକାରୀଙ୍କ ବୁଝାମଣା ହୋଇଛି। ଏଥିପାଇଁ ପଶ୍ଚିମବଙ୍ଗରେ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଅର୍ଥ ମନ୍ତ୍ରାଳୟ ଦ୍ବାରା…
Read More...

ବିଜେପିକୁ ଘାରିଲାନିି ୨୦୨୪ ଭୟ: ଏନଡିଏରେ ସାମିଲ ହେବାକୁ ନବୀନଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଅଠାୱାଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ସେ କହିଛନ୍ତି ଯେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ ବିଲ ପାସ ବେଳେ ଏନଡିଏ ସରକାରକୁ ବିଜେଡି ବହୁତ ସହଯୋଗ କରିଛି । ୨୦୨୪ ନିର୍ବଚନ ବେଳକୁ ଏନଡିଏ ସହ…
Read More...

ଅମିତ ଶାହାଙ୍କ ଜୋତା ଉଠାଇଲେ ତେଲେଙ୍ଗାନା ବିଜେପି ମୁଖ୍ୟ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୋତା ଉଠାଇଲେ ବିଜେପି ନେତା। ଏକ ଭାଇରାଲ ଭିଡିଓକୁ ନେଇ ଟିଆରଏସ ବିଜେପିକୁ ଟା‌ର୍ଗେଟ କରିଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓରେ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୋତା ଉଠାଉଥିବାର ନଜର ଆସିଛନ୍ତି।…
Read More...

ବିପଦ ଆଶଙ୍କାରେ ଝାଡ଼ଖଣ୍ଡର ହେମନ୍ତ ସରକାର : ବୈଠକରେ ଜେଏମ୍‌ଏମ୍‌-କଂଗ୍ରେସର ୧୧ ବିଧାୟକ ଅନୁପସ୍ଥିତ

ଝାଡ଼ଖଣ୍ଡରେ କ୍ଷମତାସୀନ ମେଣ୍ଟ ସରକାର ପାଇଁ ଏବେ ସଙ୍କଟ ଦେଖାଦେଇଛି। ୟୁପିଏ ଶକ୍ତି ପ୍ରଦର୍ଶନ ପାଇଁ ଶନିବାରର ଦିନ ବିଧାୟକମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିବା ବେଳେ ଏଥିରେ ଜେଏମ୍‌ଏମ୍‌ ଏବଂ କଂଗ୍ରେସର ମୋଟ ୧୧ ବିଧାୟକ ଯୋଗ ଦେଇନାହାନ୍ତି। ଦଳର ନିର୍ଦ୍ଦେଶକୁ ଅଣଦେଖା କରି…
Read More...

୨୦୨୪ ନିର୍ବାଚନରେ ହେବ ମୋଦୀ-କେଜ୍ରିୱାଲ୍ ଲଢ଼େଇ; ମନିଶ ସିସୋଦିଆ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଗତକାଲି ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା। ଦିଲ୍ଲୀ ଅବକାରୀ ନୀତିରେ…
Read More...

ଆରଜେଡି ମନ୍ତ୍ରୀଙ୍କୁ ତେଜସ୍ବୀଙ୍କ ତାଗିଦ୍: ଭାବମୂର୍ତ୍ତି ସୁଧାରିବାକୁ ଚେଷ୍ଟା

ବିହାରରେ ନୀତୀଶ ସରକାରଙ୍କ ନେତୃତ୍ୱରେ ମହାଗଠବନ୍ଧନର ନୂତନ ସରକାର ଗଠନ ହେବା ପରଠାରୁ ଆରଜେଡି କୋଟାର ମନ୍ତ୍ରୀମାନେ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ମନ୍ତ୍ରୀଙ୍କ ଭାବମୂର୍ତ୍ତିରେ ସୁଧାର ଆଣିବା ପାଇଁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଲକ୍ଷ୍ମଣ ରେଖା ଟାଣିଛନ୍ତି। ତେଜସ୍ୱୀ ଆରଜେଡି…
Read More...

ମୁଖ୍ୟମନ୍ତ୍ରୀ ପଦବୀ ଖୁବ୍‌ ମହଙ୍ଗା ବ୍ୟାପାର ଏବଂ ତାହାର ମୂଲ୍ୟ ୨,୫୦୦ କୋଟି ଟଙ୍କା ବୋଲି ଜଣେ ବରିଷ୍ଠ ‘ବିଜେପି’ ନେତା କହିଥିବା କଥା ଆଜି କର୍ଣ୍ଣାଟକ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଦସ୍ୟ ବି. କେ. ହରିପ୍ରସାଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ପାଇଁ…
Read More...

ଟିଏମ୍‌ସି ନେତାଙ୍କୁ ଜୋତା ମାଡ଼ ଦରକାର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ବିଜେପି ଜାତୀୟ ଉପସଭାପତି ଦିଲୀପ ଘୋଷ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ସୌଗତ ରାୟଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଘୋଷ କହିଛନ୍ତି ଯେ ରାୟଙ୍କୁ ଜୋତା ମାଡ଼ ଦରକାର ଏବଂ ଏଭଳି ହେଲେ ହିଁ ସେ ସୁଧୁରିବେ। ଘୋଷଙ୍କ ଏଭଳି ମନ୍ତବ୍ୟକୁ ନେଇ ରାୟ ତୀବ୍ର…
Read More...

ପରବର୍ତ୍ତୀ କଂଗ୍ରେସ ସଭାପତି କିଏ; ମନ୍ଥନ ଜାରି

କଂଗ୍ରେସ ସଭାପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରେ ଏବେ ବଡ଼ ଧରଣର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଯଦି ରାହୁଲ ଗାନ୍ଧି ପୁନର୍ବାର ଦଳ ସଭାପତି ଦାୟିତ୍ୱ ନେବାକୁ ପ୍ରସ୍ତୁତ ହେବେନାହିଁ, ତା’ହେଲେ ତାଙ୍କର ବିକଳ୍ପ କିଏ ହେବେ ସେ ନେଇ ଦଳରେ ମନ୍ଥନ ଜାରି ରହିଛି। ଯଦି ରାହୁଲ କୌଣସି…
Read More...