Webportal
Browsing Category

Politics

ହନୁ କିଏ? ନିରଞ୍ଜନ, ସୁର ନା ଉଭୟ

ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିବା ପରେ ଦଳର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସମ୍ମୁଖରେ କହିଲେ ଯେ ପୂର୍ବବତ ପରବର୍ତ୍ତୀ ରାଜ୍ୟ କଂଗ୍ରେସ ମୁଖିଆ କିଏ ହେବ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରେ।ନବୀନ ଯାହା…
Read More...

ରାଜ୍ୟରେ ବିଜେଡିର ପ୍ରଭାବ ବୃଦ୍ଧି ପାଇବାର କାରଣ କଣ ନବୀନ ବାବୁଙ୍କ ବିରୋଧୀ ଦଳ ମ୍ୟାନେଜମେଣ୍ଟ

ଦୀର୍ଘ ୨୪ ବର୍ଷର ଲଗାତାର ଶାସନ ପରେ ମଧ୍ୟ ରାଜ୍ୟରେ ଶାସକ ବିଜୁ ଜନତା ଦଳର ପ୍ରଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।ରାଜନୈତିକ ବିଶେଷଜ୍ଞ ମାନଙ୍କ ତଥାକଥିତ ଅସନ୍ତୋଷ ଲହର ଭୋଟର ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁନାହିଁ।ଏହି ଶାସନ ଅବଧି ଗୋଟିଏ ପ୍ରକାରେ ବିଶ୍ୱରେ କୀର୍ତ୍ତିମାନ ସୃଷ୍ଟି…
Read More...

ସତ କହି ଫସିଗଲେ କି ଅପରାଜିତା; ପରାଜୟ ପାଇଁ ଦୁର୍ବଳ ନେତୃତ୍ୱକୁ ଦେଲେ ଦୋଷ

ରାଜ୍ୟରେ ଅନୁଷ୍ଠିତ ପୌରନିର୍ବାଚନ ଫଳାଫଳ ବିଜେପିକୁ ନିରାଶ କରିଛି।ପୃଥିବୀର ସର୍ବବୃହତ ଓ ଧନୀ ଦଳ ଦେଶର ଅଧିକାଂଶ ରାଜ୍ୟରେ ବହୁତ ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁଷ୍ଠିତ ପୌରନିର୍ବାଚନ ରେ ଅନୁରୂପ ପ୍ରଦର୍ଶନ ପାଇଁ ଆଶାବାଦୀ ଥିଲା। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ…
Read More...

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆକ୍ରମଣ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆକ୍ରମଣ, ପାଟନା ଜିଲ୍ଲାର ବଖତିଆରପୁର ବ୍ଲକରେ ନୀତୀଶଙ୍କୁ ମୁଥ ମାରିଲେ ଜଣେ ଯୁବକ | ଅଧିକ ଆକ୍ରମଣ ପୂର୍ବରୁ ମାଡ଼ି ବସିଲେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ | ଯୁବକଙ୍କୁ ଅଟକାଇ ପୋଲିସର ଜିମା ଦେଲେ ସୁରକ୍ଷାକର୍ମୀ | ଯୁବକ କାହିଁକି ଏପରି କଲେ,…
Read More...

ବିରୋଧୀ ଦଳଙ୍କୁ ମନ ଉଣା କରିବାର ଆବଶ୍ୟକତା ନାହିଁ:ଆଜିର ପୌରନିର୍ବାଚନ ଫଳାଫଳ ଦେଇଛି ସନ୍ଦେଶ

ଗଣତନ୍ତ୍ର କୁ ମଝଭୁତ ରହିବାକୁ ହେଲେ ଶାସକ ଦଳ ସହିତ ମଝଭୁତ ବିରୋଧୀ ଦଳର ଉପସ୍ଥିତି ମଧ୍ୟ ନିହାତି ଦରକାର। ବିରୋଧୀ ମଝଭୁତ ସ୍ଥିତିରେ ତେବେ ରୁହନ୍ତି ଯେବେ ଅନୁଷ୍ଠିତ ହେଉଥିବା ନିର୍ବାଚନ ରେ ଭଲ ସଂଖ୍ୟାରେ ଆସନ ହାତେଇ ଶାସକ ଦଳକୁ କଡା ଟକର ଦିଅନ୍ତି। ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ…
Read More...

ଦେଶହିତରେ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥା କୁ ପରିବର୍ତ୍ତନ କରିବାର ଆବଶ୍ୟକତା

ବର୍ତ୍ତମାନର ରାଜନୈତିକ ବ୍ୟବସ୍ତା ଦେଶହିତରୁ ଟିକିଏ ଦୂରରେ ଥିବାଭଳି ଲାଗୁଛି। ଆମେ କିଛି ଉଦାହରଣ ପ୍ରସ୍ତୁତ କରୁଛୁ। ଭୋଟବ୍ୟାଙ୍କ ସୃଷ୍ଟି କରିବା ପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ରାଜନୈତିକ ଦଳ ଗୁଡ଼ିକର ପ୍ରତ୍ୟକ୍ଷ ସହଯୋଗରେ ନିର୍ବାଚନ ବ୍ୟବସ୍ଥା କରାଯାଇଛି।ଯାହାଦ୍ୱାରା ପାଠ ପଢିବା…
Read More...

ଅନୁଗୁଳ ପୌରପାଳିକା : ଅଧ୍ୟକ୍ଷ ପଦବୀ ପାଇଁ ଲଢ଼େଇ ଜୋରଦାର

ମୁନାଙ୍କ ରାସ୍ତାରେ କଣ୍ଟା ଦଳଭିତରୁ ବିରୋଧ ଦିଲୀପଙ୍କ ପାଇଁ ଅର୍ଥ ବାଧକ ବଲବୀରଙ୍କ ପାଇଁ ଆଶାର କିରଣ ନିର୍ମଳ ଭାବମୂର୍ତି ସମ୍ପ୍ରତି ରାଜ୍ୟରେ ପୌରନିର୍ବାଚନ ପାଇଁ ଉଷ୍ମତା ବଢୁଥିବା ବେଳେ ଅନୁଗୁଳ ମଧ୍ୟ ଏଥିରୁ ବାଦ ଯାଇନାହିଁ।ଏଠି ଅଧ୍ୟକ୍ଷ ପଦବୀ ପାଇଁ ମୂଖ୍ୟତଃ…
Read More...

ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଲହର:ଇଚ୍ଛା ହେଉ କି ଅନିଚ୍ଛା ଭଲ ପ୍ରଦର୍ଶନ ପାଇଁ ଧର୍ମେନ୍ଦ୍ରଙ୍କୁ ଖୋଜିଲେ ରାଜ୍ୟ ନେତ।

ବୋଧହୁଏ ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେପି ର ପ୍ରଦର୍ଶନ ବିଷୟରେ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାନୁମାନ କରି ପାରିଥିଲେ।ନ ହେଲେ ଉତ୍ତରପ୍ରଦେଶ ନିର୍ବାଚନ ଦାଇତ୍ଵ ରେ ଥିବା ସତ୍ୱେ କଣ ପଞ୍ଚାୟତ ନିର୍ବାଚନ ସମୟରେ ଟିକିଏ ବି ସମୟ ଓଡ଼ିଶା ବିଜେପି କୁ…
Read More...

ଜାଣନ୍ତୁ ପ୍ରାର୍ଥୀଙ୍କୁ : ୧୧ :ଅନୁଗୁଳ ପୌରପାଳିକା

ଆମେ ଆଜି ଅନୁଗୁଳ ପୌରପାଳିକା ର ମହିଳାଙ୍କ ପାଇଁ ସାରଂଖିତ ୪ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲେଇ ଥିବା ସଂଗୀତା ବାଗ୍ରୋଡିଆ ଙ୍କ ବିଷୟରେ କିଛି କହିବାକୁ ଯାଉଛୁ। ଶ୍ରୀମତୀ ବାଗ୍ରୋଡିଆ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଶଙ୍ଖ ଚିନ୍ହରେ ନିର୍ବାଚନ…
Read More...

ଜାଣନ୍ତୁ ପ୍ରାର୍ଥୀଙ୍କୁ : ୩ : କଟକ ମହାନଗର ନିଗମ

ଆମେ ଆପଣଙ୍କୁ ଅସରଂଖିତ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ସୁବାସ ସିଂହ ଙ୍କ ବିଷୟରେ କିଛି ଜଣାଉଛୁ। ଶ୍ରୀ ସିଂହ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଶଙ୍ଖ ଚିନ୍ହରେ ନିର୍ବାଚନ ମଇଦାନକୁ ଲମ୍ପ ଦେଇଛନ୍ତି।ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି।ଜଣେ ଜଣାଶୁଣା…
Read More...