ପଶ୍ଚିମବଙ୍ଗ ରେ ଏବେ ଖାଲି ଦିଦି ଓ ଦିଦି; ବିଜେପି ରୁ ଇସ୍ତଫା ପରେ ଟିଏମସି ରେ ଯୋଗଦେଲେ ବାବୁଲ ସୁପ୍ରିଓ
ଆଜି ତୃଣମୂଳ କଂଗ୍ରେସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଯୋଗ ଦେଇଛନ୍ତି। ସେ ନିକଟରେ ବିଜେପିରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କଣ୍ଠଶିଳ୍ପୀରୁ ରାଜନେତା ହୋଇଥିଲେ ବାବୁଲ । କହିଥିଲେ ମୁଁ ଆଉ କୌଣସି ରାଜନୀତିକ ଦଳକୁ ଯାଉନାହିଁ।
Read More...
Read More...