Webportal
Browsing Category

Latest News

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କର ଅନୁଗୁଳ ଗସ୍ତ

ଚଳିତ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ ଖର୍ଚ୍ଚର ସଠିକ ପରିଚାଳନା କୁ ନେଇ ଆଜି ଛେଣ୍ଡିପଦା,ଆଠମଲ୍ଲିକ, ତାଳଚେର ଓ ପାଲହଡା ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ପର୍ଯ୍ୟବେକ୍ଷକ ଅନୁଗୁଳ ଗସ୍ତରେ ଆସି ନିର୍ବାଚନ ପରିଚାଳନା ଦାଇତ୍ୱ ରେ ଥିବା ବିଭିନ୍ନ ଦଳର କର୍ମକର୍ତା…
Read More...

ଚଳନ୍ତା ଟ୍ରକ ରେ ନିଆଁ

ଅନୁଗୁଳ ସହର ନିକଟବର୍ତ୍ତୀ ଜାତୀୟ ରାଜପଥ ୫୫ ପଞ୍ଚମହଲା ସ୍ପିଡ ବ୍ରେକର଼ ପାର ହେଉଥିବା ସମୟରେ ସମ୍ବଲପୁର ରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ ଟ୍ରକ ରେ ହଠାତ ନିଆଁ ଲାଗିଯାଇଥିଲା ଓ ଚାଳକ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ଗାଡିରୁ ଡେଇଁ ପଡିବାରୁ ସୌଭାଗ୍ୟବସତ ବଞ୍ଚି ଯାଇଛି।ନିଆଁ ଲାଗିବାର…
Read More...

ନିର୍ବାଚନ ଖର୍ଚ୍ଚ ପରିଚାଳନା ସମୀକ୍ଷା

ଭାରତ ର ନିର୍ବାଚନ କମିଶନଙ୍କ ଦ୍ଵାରା ଅନୁଗୁଳ ଜିଲ୍ଲା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଅହମଦାବାଦ ର ଆୟକର ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ବିଦ୍ୟୁତ ତ୍ରିବେଦୀ ଗତ ଦୁଇ ଦିନ ହେବ ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପରିଦର୍ଶନ କରି ନିର୍ବାଚନ ଖର୍ଚ୍ଚ…
Read More...

ଦାଦନ ଖଟିବାକୁ ଯାଇ ମୃତ

ଏପରି ଏକ ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ମୁକ୍ତାପୁର ଗ୍ରାମରେ । ସେହି ଗ୍ରାମର ଗରୀବ ଆଦିବାସୀ ବାପ ମାଆ ଛେଉଣ୍ଡ 12 ବର୍ଷ ର ସୁଶାନ୍ତ ନାୟକ ଦୁଇ ମାସ ପୂର୍ବେ ଦାଦନ ଖଟିବା କୁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରୁଗୁଡିହି ସ୍ଥିତ ସିଂ ଷ୍ଟୋନ କ୍ରସର ରେ…
Read More...

ଚୋରା କୋଇଲା ଜବତ

ଅନୁଗୁଳ ଜିଲ୍ଲା ର ତାଳଚେର ଅଞ୍ଚଳ ଏବେ କୋଇଲା ମାଫିଆଙ୍କ ଚରାଭୂଇଁ ପାଲଟିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ତୁହାକୁ ତୁହା ଛାନଭିନ କରାଯାଇ ଚୋରା କୋଇଲା ଜବତ କରାଯାଉଛି l ଏଭଳି ସ୍ଥିତିରେ କୌଣସି ସୂତ୍ରରୁ ଖବର ପାଇ ତାଳଚେର ପୋଲିସ ଏବଂ ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ, ତାଳଚେର ପକ୍ଷରୁ…
Read More...