ଲଗାତାର ଦ୍ଵିତୀୟ ଦିନରେ ୫୫ ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁଦ ଦୁର୍ଘଟଣା
ଟ୍ରକ ଧକ୍କାରେ ମହିଳା ମୃତ । ବଅଁରପାଳ ଥାନା ବୁଢ଼ାପଙ୍କ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କା ରେ ଜଣେ ମହିଳାଙ୍କ ମୃତ୍ୟୁ । ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ବଅଁରପାଳ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିବା ବେଳେ ମହିଳାଙ୍କ…
Read More...
Read More...