ଓକିଲ ସଂଘର ନିର୍ବାଚନ
ଆଜି ଅନୁଗୁଳ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଯାହାକୁ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଭୁପେଶ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।ଭୋଟଗ୍ରହଣ ସକାଳ ୯ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେଇଥିଲା।ମୋଟ ୪୨୦ ଜଣ ସଭ୍ୟଙ୍କ ମଧ୍ୟରୁ ୪୦୧ ଜଣ ମତ ଦାନ କରିଥିଲେ। ଆଜି ହୋଇଥିବା ଚାରିଗୋଟି…
Read More...
Read More...