Latest News ଟ୍ରାକ୍ଟର ଦୁର୍ଘଟଣାରେ ମୃତ MEDIA INDIA News Apr 27, 2019 0 ଅନୁଗୁଳ ଜିଲ୍ଲାର ଜରପଡା ଥାନା କତଡ଼ା ନିକଟରେ ଏକ ଟ୍ରାକ୍ଟର ରାସ୍ତାର ପନ୍ଦର ଫୁଟ ତଳକୁ ଖସିପଡିବାରୁ ଜଣେ ମୃତ। Read More...
Latest News ବନବିଭାଗ ର ବିଫଳତା ପାଇଁ ଫୁଣି ହାତୀ ଆକ୍ରମଣରେ ମନୁଷ୍ୟ ମୃତ MEDIA INDIA News Apr 19, 2019 0 ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ ଅନ୍ତର୍ଗତ ଷଣ୍ଢ ଗାଁ ରେ ଚାରି ଜଣ ଓ ସନ୍ଥପଡା ଗାଁ ଅଞ୍ଚଳରେ ଜଣଙ୍କର ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି।ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ ଦେବାକୁ ଓ ଗ୍ରାମବାସୀ ମାନଙ୍କୁ ହାତୀ ଆକ୍ରମଣ ରୁ ରକ୍ଷା କରିବାକୁ… Read More...
Latest News ଭୁଜାଲି ମାରି ଲୁଟ MEDIA INDIA News Apr 17, 2019 0 ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଅଘଟଣ । କିଶୋରନଗର କଲେଜ ର ପିଅନ ପରମା ସାହୁ ପଚାଶ ହଜାର ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଘୋଷର ନିକଟରେ ବାଇକରେ ତିନି ଜଣ ଦୁର୍ବୃତ୍ତ ଆଶି ଭୁଜାଲିରେ ହାଣି ଲୁଟିନେଲେ ସମସ୍ତ ଟଙ୍କା । ତାଙ୍କୁ ଗୁରୁତ୍ବର ଅବସ୍ଥାରେ କିଶୋରନଗର ମେଡିକାଲରେ… Read More...
Latest News ଏଟିଏମ ଲୁଟ ଉଦ୍ୟମ MEDIA INDIA News Apr 16, 2019 0 ଅନୁଗୁଳ ଜିଲ୍ଲା ସାଉଠବଲଣ୍ଡା ସ୍ଥିତ ଷ୍ଟେଟ ବ୍ୟାଙ୍କ ଓ ଆକ୍ସସିସ ବ୍ୟାଙ୍କର ତିନୋଟି ଏ ଟି ଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ହୋଇଛି।ଘଟଣା ସ୍ଥଳରେ ତାଳଚେର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। Read More...
Latest News ଘୋଷଣା ହେଲା ଗ୍ରୀଷ୍ମ ଛୁଟି MEDIA INDIA News Apr 16, 2019 0 ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କୁ ଆଖିରେ ରଖି ରାଜ୍ୟ ସରକାର ଚଳିତ ଅପ୍ରେଲ ମାସ ୧୮ ତାରିଖରୁ ସମସ୍ତ ସ୍କୁଲ ମାନଙ୍କ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି।ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ବିଷ୍ଣୁପଦ ସେଠି ଆଜି ସୂଚନା ଦେଇଛନ୍ତି। Read More...
Latest News ଅଗ୍ନିକାଣ୍ଡ MEDIA INDIA News Apr 11, 2019 0 ଅନୁଗୁୁଳ ଜିଲ୍ଲା କନ୍ତପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗାଁର ଅଲେଖପୁର ସାହିରେ ହଠାତ ରାତି ୮ ଟା ପରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୪ ପରିବାରର ୧୫ ବଖରାରୁ ଉର୍ଦ୍ଧ ଘର ଜଳି ପୋଡ଼ି ପାଉଁଶ ହୋଇ ସାରିଥିବା ବେଳେ ଏବେବି ନିଆଁକୁ ଆୟତ୍ତ କରାଯାଇ ନାହିଁ ।ଅଗ୍ନିକାଣ୍ଡର କାରଣ… Read More...
Latest News ବ୍ୟବହାରୀଙ୍କ ପାଇଁ ନିୟମାବଳୀ MEDIA INDIA News Apr 3, 2019 0 ହ୍ୱାଟସ୍ଆପ୍ ଜାରିକଲା ନୂଆ ଗାଇଡ୍ ଲାଇନ୍ ।ଅଜଣା ବ୍ୟକ୍ତିକୁ ଗ୍ରୁପରେ କେହି ସାମିଲ କରିପାରିବେ ନାହିଁ । : ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହ୍ୱାଟସ୍ଆପ ପକ୍ଷରୁ ଏହାର ବ୍ୟବହାରକାରୀଙ୍କ ପାଇଁ କିଛି ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ଏଣିକି ହ୍ୱାଟସ୍ଆପ… Read More...
Latest News ଡକାୟତି ଯୋଜନା ସମୟରେ ଗିରଫ MEDIA INDIA News Mar 31, 2019 0 ଅନୁଗୁଳ ପୋଲିସର ଏସ ଆଇ ସତ୍ୟ ନାରାୟଣ ଲେଙ୍କା ଓ ଏସ ରୋୟ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ସହ ଗତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ରାତି ପ୍ରାୟ ଦୁଇଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହରର ହେମସୁରପଡା ଅଞ୍ଚଳରେ ପାଞ୍ଚ ରୁ ଛଅ ଜଣ ଡକାୟତି ଯୋଜନା କରୁଥିବା ସମୟରେ ଚଢ଼ାଉ କରିଥିଲେ ଓ… Read More...
Latest News ଓକିଲ ସଂଘର ନିର୍ବାଚନ MEDIA INDIA News Mar 30, 2019 0 ଆଜି ଅନୁଗୁଳ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଯାହାକୁ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଭୁପେଶ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।ଭୋଟଗ୍ରହଣ ସକାଳ ୯ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେଇଥିଲା।ମୋଟ ୪୨୦ ଜଣ ସଭ୍ୟଙ୍କ ମଧ୍ୟରୁ ୪୦୧ ଜଣ ମତ ଦାନ କରିଥିଲେ। ଆଜି ହୋଇଥିବା ଚାରିଗୋଟି… Read More...