Webportal
Browsing Category

Latest News

ଏନଟିପିସି ର ପାଇପରୁ ପାଉଁଶ ଯାଇ ପହଁଚିଲା ଲୋକଙ୍କ ଘରେ

ଅନୁଗୁଳ ଜିଲ୍ଲାର ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟର ଏକ ଆସ ପାଇପ ( ପାଉଁଶ ମିଶ୍ରିତ ପାଉଁଶ ନିର୍ଗତ ହେଉଥିବା ପାଇପ) ଆଜି ଫାଟିଯିବାରୁ ପ୍ରଚୁର ପରିମାଣର ବିଷାକ୍ତ ପାଉଁଶ ମିଶା ପାଣି ସ୍ଥାନୀୟ ଜଗନ୍ନାଥପୁର ଗ୍ରାମ ନିକଟରେ ଯାଇଥିବା ମୁଖ୍ୟ ରାସ୍ତା ଓ ପାଶ୍ୱବର୍ତୀ କିଛି ଲୋକଙ୍କ ଘର…
Read More...

ସ୍କୁଲ କର୍ତ୍ତୃପକ୍ଷଙ୍କ ଦବଙ୍ଗଗିରି:ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାନସିକ ଯାତନା

ଆଜି ସିବିଏସଇ ମାଟ୍ରିକ ପରୀକ୍ଷା ଆରମ୍ଭ ହେଲା।ପରୀକ୍ଷା କେନ୍ଦ୍ରରେ ପିଲାଙ୍କୁ ପରୀକ୍ଷା ସମୟରେ ଶୌଚାଳୟ ଯିବା ମନା, ପାଣି ବୋତଲ ମନା, ପେନ୍ସିଲ ବକ୍ସ ମନା ଆଦି ଅନେକ ବାରଣ କରି ଦବଙ୍ଗଗିରିର ପରିଚୟ ଦେଇଛନ୍ତି ଆଜି ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ ର କର୍ତ୍ତୃପକ୍ଷ। କିନ୍ତୁ ଏଭଳି ଘଟଣା…
Read More...

କରେଣ୍ଟ ତାର ଲାଗି ଶ୍ରମିକ ମୃତ

ଅନୁଗୁଳ ଜିଲ୍ଲା ପୁରୁଣାକୋର୍ଟ ଥାନା ପମ୍ପାସର ନିକଟରେ ଥିବା ପିଉସ ପ୍ଲାଣ୍ଟେସନ ରେ ହାତୀ ପାଇଁ ବିଛା ଯାଇଥିବା ସୋଲାର କରେଣ୍ଟ ତାରରେ ଲାଗି ଜଣେ ଶ୍ରମିକ ମୃତ। ମୃତକ ହେଲେ ମାନସ ପରିଡା (୧୮) ଘର ଖୋର୍ଦ୍ଧା ଜିଲ୍ଲା ଅରିଡାମୁରା ର ବୋଲି ଜଣାପଡିଛି । ଖୋର୍ଦ୍ଧା ଅଞ୍ଚଳରୁ ୧୦ ଜଣ ଶ୍ରମିକ ପିଉସ…
Read More...

ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ପଛରେ ପିଟିଲା ଟ୍ରକ

୧୪୯ନଂ ଜାତୀୟ ରାଜପଥ ଅନୁଗୁଳ ଜିଲ୍ଲାର ବଅଁରପାଳ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଘଟଣା ସ୍ଥଳରେ ଟ୍ରକ ଚାଳକ ଙ୍କ ପ୍ରାଣବାୟୁ ଉଡିଯାଇଥିବା ସୂଚନା। ରାତି ପ୍ରାୟ ୨ ଘଟିକା ସମୟରେ ଟ୍ରକ (ଓଡ଼ି ୩୫ ଏ ୭୦୧୧) ଟି ରାସ୍ତା କଡରେ ଠିଆ ହୋଇଥିଲା ବେଳେ ଭାରସାମ୍ୟ ହରାଇ…
Read More...

ବନ୍ଦଘରୁ ମୃତଦେହ ଉଦ୍ଧାର

ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମରେ ଘଟିଛି ଦୁର୍ଭାଗ୍ୟଜନକ ଘଟଣା। ଆଜି ସକାଳୁ ଘର ଲୋକେ ଉଠି ଝାଡୁ ମାରୁଥିବା ବେଳେ ଘର ଭିତରୁ ଗନ୍ଧ ଆସୁଥିବାରୁ ପୋଲିସକୁ ଖବର ଦେଇଥିଲେ। ପୋଲିସ ଉପସ୍ଥିତରେ କବାଟକୁ ଭାଙ୍ଗି ଦେଖାଗଲା ବୁଟୁ ବେହେରା (୩୫) ମୁହଁମାଡି ପଡିଛି ଓ ତାର ହାତ ଫୁଲି ଯାଇ ମୁହଁ…
Read More...

ମହାଡମ୍ବରରେ ପାଳିତ ହେଉଛି ଦେବୀ ଦୁର୍ଗାଙ୍କ ପୂଜା

ଦେବୀ ଦଶଭୁଜାଙ୍କ ପୂଜା ଉତ୍ସବ ପାଇଁ ସବୁଠି ଉତ୍ସବର ମାହୋଲ । ମାଙ୍କୁ ଆରାଧନା କରି ମାଙ୍କ ସାନିଧ୍ୟ ପାଇବାକୁ ସମସ୍ତେ ଆଗଭର । ଆଜି ମଣ୍ଡପ ମାନଙ୍କରେ ଦେବୀ ଦୁର୍ଗାଙ୍କ ନବମୀ ପୂଜା କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ ମାଙ୍କର ନବମୀ ପୂଜା ଆରମ୍ଭ ହୋଇଛି । ସୂର୍ଯ୍ୟପୂଜା, ମଙ୍ଗଆଳତି…
Read More...

ରାଗିଙ୍ଗ ରିଟନ୍ସ,ପୁନର୍ବାର ଲଜ୍ୟାଜନକ ରାଗିଙ୍ଗ, ଦୋଷୀ ଛାତ୍ରଙ୍କୁ ମିଳିଲା ଦଣ୍ଡ, ବର୍ତ୍ତିଗଲେ ଦୋଷୀ ବିଶ୍ୱବିଦ୍ୟାଳୟ…

ସୁପ୍ରିମକୋର୍ଟ ର କଡା ନିର୍ଦେଶବଳୀ ଓ ଉଚ୍ଚ ଶିକ୍ଷା ବିଭାଗର ବାରମ୍ବାର ସଚେତନତା ଅଭିଯାନ ସତ୍ତ୍ୱେ ପୁନର୍ବାର ସାମ୍ନାକୁ ଆସିଛି ଲଜ୍ୟାଜନକ ରାଗିଙ୍ଗ ଘଟଣା।ଦୁଇଦିନ ମଧ୍ୟରେ ଉତ୍ତରପ୍ରଦେଶର ସେଫାଇ ପରେ ଏବେ ଓଡ଼ିଶାର ବୁର୍ଲା ସ୍ଥିତ ଭି ଏସ ଏସ ବୈଷୟିକ ବିଶ୍ୱବିଦ୍ୟାଳୟ ରେ ଏହି ନିନ୍ଦନୀୟ…
Read More...

ମହିଳା ମାନଙ୍କ ଦ୍ୱାରା ଆଇନ ହାତକୁ ନେବାର ଭିଡ଼ିଓ ଭାଇରଲ

ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ।ଅନୁଗୁଳ ଜିଲ୍ଲା ତାଳଚେର ଥାନା ବରପାଲି ଗ୍ରାମରେ ମାଣ ଚୋରି ଅଭିଯୋଗ କୁ ନେଇ ଏକ ମହିଳା ସଙ୍ଘର ସଦସ୍ୟା ମାନେ ଜଣେ ଯୁବକକୁ ଦଉଡି ରେ ବାନ୍ଧି ଗାଁ ଦାଣ୍ଡରେ ଦଣ୍ଡ ଦେଇଛନ୍ତି।
Read More...