Webportal
Browsing Category

Current

ନିଶାର ପରିଣାମ, ଯୁବକ କଲା ଆତ୍ମହତ୍ୟା ଉଦ୍ୟମ

ଗଞ୍ଜେଇ ଟାଣିବାକୁ ନିଜ ସାଙ୍ଗ ବାରଣ କରିବାରୁ ଉତକ୍ଷିପ୍ତ ହୋଇ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ନାଲକୋନଗର ସିପିପି ଅଞ୍ଚଳରେ।…
Read More...

ପାଞ୍ଚ ଦିନିଆ କୋଇଲାଖଣି ବନ୍ଦ ଆନ୍ଦୋଳନ ଆରମ୍ଭ

ତାଳଚେରଠାରେ ଥିବା ଏମସିଏଲ ର ସମସ୍ତ କୋଇଲା ଖଣିରେ ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ ଆଜି ଠାରୁ ୫ ଦିନିଆ ଖଣି ବନ୍ଦ ଆନ୍ଦୋଳନର ଆରମ୍ଭ ହୋଇଛି, କାରଣ ହେଲା କୋଇଲା ଉଦ୍ୟୋଗରେ ୧00 ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ନିଷ୍ପତ୍ତିକୁ ବିରୋଧ। ତାଳଚେରର ସମସ୍ତ କୋଇଲାଖଣି ଆଗରେ ପିକେଟିଂ କରିବା ସହ ସଙ୍ଘ…
Read More...

ସାଇବାବାଙ୍କ ଫଟୋରୁ ବାହାରୁଛି ବିଭୁତି

ଅନୁଗୁଳ ସହର ନିକଟସ୍ଥ ଲିଙ୍ଗରାଯୋଡି ଗ୍ରାମର ମନୋଜ ପଣ୍ଡା ଙ୍କ ଘରେ ଥିବା ସତ୍ୟସାଇ ବାବା ଙ୍କ ଫୋଟୋ ରୁ ବିଭୁତି ବାହାରୁ ଥିବା ଜଣାପଡିଲା ପରେ ତାଙ୍କ ଘରେ ଶ୍ରଦ୍ଧାଳୁ ଙ୍କର ଭିଡ଼ ଦେଖିବାକୁ ମିଳିଛି। ନାମ କୀର୍ତ୍ତନ ରେ ଘର ଉଠୁଛି ପଡୁଛି। ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ବାବାଙ୍କ ଚମତ୍କାର…
Read More...

ଅଘଟଣ, ସର୍ପ ଦଂଶନରେ ଯାଆଁଳା ଭଉଣୀ ମୃତ

ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ସାପ କାମୁଡ଼ାରେ ଦୁଇ ଯାଆଁଳା ଭଉଣୀଙ୍କ ମୃତ୍ୟୁ ହୋଇଛି । ବେନ୍ତପୁର ଗ୍ରାମର ସୁମନ୍ତ ସାହୁଙ୍କ ୧୨ ବର୍ଷୀୟା ଯାଆଁଳ ଝିଅ ରୋଜାଲାନି ସାହୁ ଓ ସୂଜାତା ସାହୁ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଉଭୟଙ୍କୁ ସାପ କାମୁଡି ଥିଲା ଓ ସେମାନଙ୍କୁ ଗୁରୁତର ଅବସ୍ଥାରେ…
Read More...

ହାତୀ ଆକ୍ରମଣରେ ଗୁରୁତର

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ୍ ଗାଁରେ ଦନ୍ତାହାତୀ ଆକ୍ରମଣ ରେ ଜଣେ ଗୁରୁତର ହୋଇଛନ୍ତି । ବ୍ରାହ୍ମଣବିଲ୍ ଗାଁର ନେପାଳ ସେଠୀ ଶୌଚ ହେବା ପାଇଁ ଯାଉଥିବା ସମୟରେ ହାତୀଟି ନେପାଳକୁ ସୁଣ୍ଢରେ କଚାଡି ଦେଇଥିଲା । ସ୍ଥାନୀୟ ଲୋକେ ଖବର ପାଇ ନେପାଳ କୁ ପ୍ରଥମେ କୋଶଳା ଓ ପରେ…
Read More...

ବାଘ ମୃତୁ ପାଇଁ ଦୁଇ ନିଲମ୍ବିତ

ଆଠଗଡ ବନଖଣ୍ଡ ଅନ୍ତର୍ଗତ ହରିଡାପଶି ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ମୃତ୍ୟୁ ଘଟଣା ରେ ଫରେଷ୍ଟର ସୁଚରିତା ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ ସାହୁଙ୍କୁ ଚାକିରୀ ରୁ ନିଲମ୍ବିତ କଲା ବନବିଭାଗ।ଗତ ୧୬ ତାରିଖରେ ବିରଳ ପ୍ରଜାତିର କଲରାପତରିଆ ବାଘର ମୃତ୍ଯ ଘଟିଥିଲା ଯାହାକୁ ଗଣମାଧ୍ୟମ ଠାରୁ…
Read More...

ଏନଟିପିସି ରେ କୋଇଲା ଅଭାବରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ଏନଟିପିସି ପରିଚାଳିତ ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟି.ଟି.ପି.ଏସ) ରେ ଦେଖା ଦେଇଛି କୋଇଲାର ଘୋର ଅଭାବ ଯାହା ଫଳରେ କର୍ତ୍ତୃପକ୍ଷ ଏହାର ୩ ଟି ୟୁନିଟକୁ ବନ୍ଦ କରିଛନ୍ତି l ଏମସିଏଲ ର ତାଳଚେରସ୍ଥିତ ଜଗନ୍ନାଥ କୋଇଲାଖଣିରୁ ଆବଶ୍ୟକୀୟ କୋଇଲା ଯୋଗାଣ ହୋଇପାରୁ ନଥିବାରୁ ଏଭଳି ଅବସ୍ଥା…
Read More...

ଚୋରି ଯାଇଥିବା ଦେବୀ ମୂର୍ତ୍ତି ଉଦ୍ଧାର ହେଲା ବାବାଙ୍କ ବିଦ୍ୟା ଦ୍ୱାରା

ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସହାୟତା ନେବା ପରେ ବି ଫେଲ୍‌ ମାରିଲା ପୁଲିସ। ହେଲେ କମାଲ ଦେଖାଇଛନ୍ତି ବୁଲେଟ୍‌ ବାବା। ପାଖାପାଖି ୧୦ ମାସ ତଳେ ଚୋରି ହୋଇଥିବା ସୁନା ନିର୍ମିତ କନକ ଦୁର୍ଗା ମୂର୍ତ୍ତିକୁ ନିଜ ସାଧନା ବଦଳରେ ମାଟି ତଳୁ ବାହାର କରିଛନ୍ତି ସେ । ଏହି ଘଟଣା ପ୍ରଚାରିତ ହେବା…
Read More...