Webportal
Browsing Category

Current

ବରିଷ୍ଠ ନାଗରିକ ଦିବସ ପାଳିତ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ  ଅନୁଗୁଳ ଜିଲ୍ଲାର  ତାଳଚେର ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ସଭାଘରଠାରେ ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି l ତାଳଚେର ବିଡିଓ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
Read More...

ହାତୀ ମାରିଲା ମନୁଷ୍ୟ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଆଜି ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ଧାଙ୍ଗୁରୁମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ବାରମଞ୍ଚା ଗାଁର ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ନାଏକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ହୃଷିକେଶ ଆଜି ଚାଷ କାମରେ ବ୍ୟବହୃତ ଲଙ୍ଗଳ…
Read More...

ରେଳବାଇର ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହ ଓ ଅନ୍ୟ ଅଧିକାରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ହିଁ ସେବା ଆୟୋଜନ କରାଯାଇଥିଲା I…
Read More...

ଅନୁଗୁଳ ମେଡ଼ିକାଲରେ ଦଲାଲୀ ଅଭିଯୋଗରେ ଗିରଫ ସ୍ବେଚ୍ଛାସେବୀ ମାନଙ୍କୁ ମୁକୁଳେଇବା ଅଭିଯାନ ଜୋରଦାର

ଗତ ସତେଇସ ତାରିଖରେ ଅନୁଗୁଳ ପୋଲିସ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲୀ ଅଭିଯୋଗ ରେ ଗିରଫ ହୋଇଥିବା ଚାରିଜଣଙ୍କ ମାମଲା ଏକ ନୂଆ ମୋଡ଼ ନେଇଛି।ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଏକତ୍ରିତ ଭାବେ ଏହାକୁ ବିରୋଧ କରାଯାଇ ଏକ ଶୋଭାଯାତ୍ରା ବାହାର କରାଯାଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର…
Read More...

ହତ୍ୟାକାରୀ ଗିରଫ

ଗତକାଲି ସନ୍ଧ୍ୟା ପ୍ରାୟ ସାତଟା ସମୟରେ ଅନୁଗୁଳ ଜିଲ୍ଲାର ଅନ୍ତୁଲିଆ ବଜାରରେ ଜମିବାଡ଼ି ବିବାଦକୁ ନେଇ ବିଜେପି ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ୫୫ ବର୍ଷୀୟ ଜଗବନ୍ଧୁ ବେହେରାଙ୍କୁ ଜନଗହଳି ଭିତରେ ଭୁଜାଲି ରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା ୪୦ ବର୍ଷୀୟ ସଦାନନ୍ଦ…
Read More...

ବାଘ ଆକ୍ରମଣ ରେ ଜଣେ ଗୁରୁତର ,ବିଫଳ ହେଇଛି ବନବିଭାଗ ର ତମାମ ଯୋଜନା

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୁଣି ବାଘ ଆତଙ୍କ । ମିଳିଥିବା ସୂଚନା ଅନୁସାରେ ଅନ୍ତୁଳିଆ ଦଳବେହେରା ସାହିର ଚିତ ରଞ୍ଜନ ଦଳ ବେହେରା ଆଜି ସକାଳେ ଜଙ୍ଗଲ କୁ ଛତୁ ତୋଳିବା ପାଇଁ ଯାଇଥିବା ବେଳେ ହଠାତ ତାଙ୍କୁ ଏକ କଲରାପତ୍ରିଆ ବାଘ ଆକ୍ରମଣ କରିଥିଲା ଯାହା ଫଳରେ ଚିତ ରଞ୍ଜନଙ୍କ ମୁଣ୍ଡ…
Read More...

ଦୋଷୀ ସାବ୍ୟସ୍ତ ହେଲା ଝସକେଟନ, ଆଗାମୀ ତାରିଖରେ ଦଣ୍ଡ ବିଧାନ

ଅନୁଗୁଳ ଜିଲ୍ଲା ଜରପଡା ଥାନା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ଅାଜି ପ୍ରକାଶ ପାଇଛି।କୁଶକିଳା ଗାଁର ରାଜ କିଶୋର ସାହୁଙ୍କ ପୁଅ ଓ ପୁତୁରାଙ୍କ ହତ୍ୟା ମାମଲାର ବିଚାରର ଶେଷ ଦିନରେ ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଅନୁଗୋଳ ଜିଲ୍ଲା ଓ…
Read More...

ଆନ୍ଦୋଳନକାରୀଙ୍କୁ ଅଟକ ରଖିଲା ପୋଲିସ

ଅନୁଗୁଳ ଜିଲ୍ଲାର ତାଳଚେର କୋଇଲା ଖଣି ମଜଦୁର ସଂଘ (ଭାରତୀୟ ମଜଦୂର ସଙ୍ଘ) ପକ୍ଷରୁ ଗତ ୨୩ ତାରିଖଠାରୁ ୫ ଦିନିଆ ଧର୍ମଘଟ କରାଯାଉ ଥିବାବେଳେ ଆଜି ପୋଲିସ ପକ୍ଷରୁ ଏହି ସଂଘର ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାନୀୟ ମଙ୍ଗଳମ କ୍ଳବଠାରେ ଅଟକ ରଖାଯାଇଛି l କୋଇଲା ଉଦ୍ୟୋଗରେ ୧00 ପ୍ରତିଶତ ବିଦେଶୀ…
Read More...

୨୦ବର୍ଷୀୟ ଯୁବକ କଲେ ବିଶ୍ୱ କୀର୍ତ୍ତିମାନ

ଅନୁଗୁଳ ଜିଲ୍ଲାର ରୁବେଲାଲ ୧.୪ ଇଞ୍ଚର ନନ୍ଦିଘୋଷ ରଥ ନିର୍ମାଣ କରି ରେକର୍ଡ଼ ସୃଷ୍ଟି କରି ପାରି ପ୍ରମାଣ କରିଦେଲେ ଯେ ପରିଶ୍ରମ ବୃଥା ଯାଏନି ,ପରିଶ୍ରମର ଫଳ ଶେଷରେ ମିଳେ। ଜିଲ୍ଲାର ଆଠମଲ୍ଲିକ ବ୍ଲକ କୁରୁମଟାପ ଗାଁର ଯୁବ ଶିଳ୍ପୀ ରୁବେଲାଲ ପ୍ରଧାନ । ବୟସ ମାତ୍ର ୨୦ । କିନ୍ତୁୁ ଏହି ବୟସରେ…
Read More...

ପୁନର୍ବାର କୋଇଲା ସଂକଟର ଆଶଙ୍କା, ଆନ୍ଦୋଳନ ଚେତାବନୀ ଦେଲେ କ୍ଷତିଗ୍ରସ୍ତ ପ୍ରଜା

ସରକାରୀ ନିଷ୍ପତ୍ତି କୁ ମାନୁନାହାନ୍ତି ମହାନଦୀ କୋଲଫିଲଡ଼ କର୍ତ୍ତୃପକ୍ଷ ଯାହା ଫଳରେ ହୋଇ ପାରୁନି କୋଇଲା ଖଣି କର୍ତ୍ତୃପକ୍ଷ ଓ ଖଣି କ୍ଷତିଗ୍ରସ୍ତ ମଧ୍ୟରେ ନିଯୁକ୍ତି ,କ୍ଷତିପୂରଣ ଓ ଥଇଥାନ ର ସମାଧାନ । ଯାହାର ପ୍ରତିବାଦ ଆଜି ପୁଣି ଦେଖିବାକୁ ମିଳିଛି ଅନୁଗୁଳ ସଦର ମହକୁମାରେ । ଗତ ୨୦୧୮…
Read More...