Webportal
Browsing Category

Current

ମଦ ଧରିବାକୁ ଯାଇ ଅବକାରୀ ବିଭାଗର କର୍ମଚାରୀ ଆକ୍ରମଣର ଶିକାର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ମଦ ମାଫିଆ ମାନଙ୍କ ଆକ୍ରମଣରେ ଅବକାରୀ ବିଭାଗର ଗାଡି ଭଙ୍ଗାରୁଜା ହୋଇଥିବା ବେଳେ ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ…
Read More...

ନିଜ ସଂସ୍ଥାରୁ ଠକେଇ ଅଭିଯୋଗରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଗିରଫ

ଅନୁଗୁଳରେ ଥିବା ମହିନ୍ଦ୍ର ଫାଇନାନ୍ସ ର ଏରିଆ ଆକାଉଣ୍ଟଟାଣ୍ଟ ରାକେଶ ମହାନ୍ତି ଗତ ମାସ ସତେଇସ ତାରିଖରେ ଅନୁଗୁଳ ଥାନାରେ ଏକ ଏତଲା ଦେଇଥିଲେ ଯେଉଁଥିରେ ତାଙ୍କର ଅଫିସ ରେ ଆକାଉଣ୍ଟଟାଣ୍ଟ କାମ କରୁଥିବା ପ୍ରସନ୍ନ କୁମାର କର ନାମକ ବ୍ୟକ୍ତି ସେପ୍ଟେମ୍ବର ଏକ ତାରିଖରୁ ପଚିଶ ତାରିଖ ମଧ୍ୟରେ…
Read More...

ନଦୀରେ ବୁଡି ମୃତ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପାଟକମୁଣ୍ଡା ପଞ୍ଚାୟତ କେରଜାଙ୍ଗ ଗ୍ରାମର ଜଣେ ବୃଦ୍ଧ ଙ୍କର ନଦୀରେ ବୁଡି ମୃତ୍ୟୁ ହୋଇଛି ।ମୃତକ ଜଣକ ହେଉଛନ୍ତି କେରଜାଙ୍ଗ ଗ୍ରାମର ଘନଶ୍ୟାମ ବେହେରା ବୋଲି ଜଣାପଡିଛି ।ଘଟଣାରୁ ପ୍ରକାଶ ଶ୍ୟାମଘନ ବିଲରୁ କାମସାରୀ ଟିକିରା ନଦୀ ପାର ହୋଇ ଘରକୁ…
Read More...

ଅଜଣା ଗାଡି ଧକାରେ ଗୁରୁତର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାତୀୟ ରାଜପଥ ୧୪୩ (ବି)ସଜରାସାହି ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ହେଲେ ପରୁଣାଗଡ ଗ୍ରାମର କଲ୍ୟାଣ ଗଡନାୟକଙ୍କ ପୁଅ ଟିକୁ ଗଡନାୟକ ବୋଲି ଜଣାପଡିଛି ।ଘଟଣାରୁ ପ୍ରକାଶ ପରୁଣାଗଡ ଗ୍ରାମର ଟିକୁ…
Read More...

ନିଆଁ ରେ ପୋଡି ଗୁରୁତର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗୋପିବଲଭପୁର ଗ୍ରାମରେ ଗୁରୁବାର ନିଆଁରେ ପୋଡି ହୋଇ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ଗୋପିବଲଭପୁର ଗ୍ରାମର ବିଭୁତି କଠାର ବୋଲି ଜଣା ପଡିଛି । ଘଟଣାରୁ ପ୍ରକାଶ ବିଭୁତି ଗୁରିବାର ସକାଳେ ଚୁଲିରେ ନିଆଁ ଲଗାଇ ଚା ତିଆରି କରୁଥିବା ବେଳେ…
Read More...

ବାମୁରରେ ପାଳନ କରାଯାଇଛି ଗାନ୍ଧୀ ଜୟନ୍ତୀ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଉତ୍ସବ ଅାଜି ଦେଶବ୍ୟାପୀ ପାଳନ କରାଯାଇଛି । ଅନୁୁଗୁୁୁଳ  ଜିିିଲ୍ଲାରେ ଏହି ଉପଲକ୍ଷେ ଗାନ୍ଧିଜୀଙ୍କ ରାତ୍ରୀଯାପନ ସ୍ମୃତିର ଅମୂଲ୍ୟ ସ୍ୱାକ୍ଷର ବହନ କରିଥିବା ଗାନ୍ଧୀ ସ୍ମୃତିପୀଠ, ବାମୁର ଠାରେ ଅାଜି ଗାନ୍ଧୀଜୟନ୍ତୀ…
Read More...

ମଦ ବିରୁଦ୍ଧରେ ଗଣଧାରଣା ଓ ପ୍ରତୀକ ଅନଶନ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ପରିସରରେ ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କର ଜୟନ୍ତୀ ଅବସରରେ ଅନୁଗୋଳ ଜିଲ୍ଲା ମହିଳା ମଞ୍ଚ ତରଫରୁ ଓଡିଶା ସରକାରଙ୍କ ମଦ ପ୍ରସାରଣ ନୀତି ବିରୋଧରେ ଗଣଧାରଣା ଓ ପ୍ରତୀକ ଅନଶନ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ବିହାରୀ ପୁର, ସ୍କଟଲାଣ୍ଡ ପୁର, କଙ୍କିଳି,…
Read More...

ପରିବେଶ ଅନୁମତି ବିହୁନେ କୋଇଲା ଖଣି ବନ୍ଦ

ଅନୁଗୁଳ ଜିଲ୍ଲା ତାଳଚେରଠାରେ ଥିବା ଏମ୍‌ସିଏଲ୍‌ ଜଗନ୍ନାଥ କୋଇଲା ଖଣିର ଏନ୍‌ଭାଇରନମେଣ୍ଟାଲ ଓ ଫରେଷ୍ଟ କ୍ଲିୟରାନ୍ସ ଅବଧି ଶେଷ ହୋଇଯାଇଥିବାରୁ ସୋମବାର ରାତି ୧୨ଟାରୁ ଖଣି ଖନନ କାର୍ଯ୍ୟ ବନ୍ଦ କରାଯାଇଛି। ରାଜ୍ୟ ସରକାରଙ୍କ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନୋଟିସ…
Read More...

ଲଗାତାର ହାତୀ ଆକ୍ରମଣ

ଅନୁଗୁଳ ଜିଲ୍ଲ‍ା ଛେଣ୍ତିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ଅାଜି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି ପାଟ୍ଟକୁମୁଣ୍ତା ଗ୍ରାମର ଝାରୁ ବେହେରା। ସୂଚନାମୁତାବକ ନିକଟସ୍ଥ ପୋଖରୀରୁ ଶୌଚ ହୋଇ ଘରକୁ ଫେରୁଥିବାବେଳେ ପୋଖରୀ ହୁଡା ନିକଟରେ…
Read More...

ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ

ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ୩୫ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି I  ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରକ୍ଷାବଳ ଦ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି I ଏହି…
Read More...