Webportal
Browsing Category

Current

ବିପୁଳ ପରିମାଣର ବେଆଇନ କଫ ଶିରାପ ଜବତ ସହ ଜଣେ ଗିରଫ

ଗତକାଲି ଅପରାହ୍ନରେ ଅନୁଗୁଳ ଥାନାର ସବ ଇନ୍ସପେକ୍ଟର ସତ୍ୟ ରଞ୍ଜନ ଲେଙ୍କା ବିଶ୍ୱସ୍ତ ସୂତ୍ରରୁ ସରସ୍ବତୀ ମେଡିସିନ ଷ୍ଟୋର ରେ ବେଆଇନ କଫ ଶିରାପ ଯେଉଁଥିରେ କୋଡେଇନ ର ମାତ୍ରା ଅଛି ଗଛିତ ଥିବାର ଖବର ପାଇବା ସହ କିଣିବାକୁ ଆସୁଥିବା ଗ୍ରାହକ ମାନଙ୍କୁ କିଣିବା ପାଇଁ ପବିତ୍ର…
Read More...

ନକଲି ମାପ ଓ ଓଜନ ଅଧିକାରୀ ଗିରଫ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆ ଅଞ୍ଚଳ ରେ ୨ ନକଲି ମାପ ଓ ଓଜନ ଅଧିକାରୀ ଙ୍କୁ ଗିରଫ କରିଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ । ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ କୃଷ୍ଣନଗର ଗାଁ ରେ ବିଭିନ୍ନ ଦୋକାନ ରେ ଓଜନ ଓ ମାପ ବିଭାଗ ଅଧିକାରୀ କହି ଚଢ଼ାଉ କରିବା ସହ ବେଆଇନ ଭାବେ ଟଙ୍କା…
Read More...

ରାସ୍ତାରେ ଲୁଟପାଟ କରୁଥିବା ଚାରି ଗିରଫ

ବାଲେଶ୍ୱର ଜିଲ୍ଲା ସୋରୋ, ଖଇରା, ଖନ୍ତାପଡ଼ା ଆଦି ଅଂଚଳରେ ଦୀର୍ଘଦିନ ଧରି ରାସ୍ତାରେ ଛିନତାଇ ଓ ମହିଳା ମାନଙ୍କ ବେକରୁ ସୁନାଚେନ ଲୁଟ ଘଟଣା ରେ ସୋର ପୋଲିସ ଚାରି ଜଣଙ୍କୁ ଗିରଫ କରିବା ସହ ଏଟିଏମ କାର୍ଡ, ବନ୍ଧୁକ ଓ ୨ଟି ବାଇକ ଜବଦ କରିଛି.ସୋର ଅଂଚଳରୁ ଦୀର୍ଘଦିନ ଧରି ଛିନତାଇ ହୋଇଆସୁଥିବା…
Read More...

ଅପହୃତ ସାମ୍ବାଦିକ ଉଦ୍ଧାର

ବାଲେଶ୍ଵର ପୋଲିସ ର ବଡ଼ ସଫଳତା । ଗତ ୨୦ ତାରିଖ ରବିବାର ସଂଧ୍ୟାରେ ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଞ୍ଚଳ ତୋଟାସାହି ଗ୍ରାମ ର ଔପଦା ବ୍ଲକ ଓଡିଶା ଭାସ୍କର ସାମ୍ବାଦିକ ଶ୍ରୀକୃଷ୍ଣ ବେହେରା ଙ୍କୁ ପଶ୍ଚିମବଙ୍ଗ ପୂର୍ଵ ମେଦିନପୁର ଅଞ୍ଚଳ ର ଖଗେନ ମାଝି ଙ୍କ ଯୋଜନା କ୍ରମେ ଢ଼ିମ୍ପୁରା ସ୍କୁଲ ଛକ…
Read More...

ଚୋରା କାଠବୋଝେଇ ଗାଡି ଜବତ, ଦୁଇ ଗିରଫ

ବଲାଙ୍ଗୀରରେ ଗତକାଲି ବନ ବିଭାଗ ସାରା ସହର ରେ ପେଟ୍ରୋଲିଂଗ ଚଳେଇ ଥିବାବେଳେ ଗୋଟିଏ କାଠପଟା ବୋଝେଇ ଟାଟା ଏସଗାଡି ଠାବକରି ଜବତ କରିଛି। ଉକ୍ତ ଗାଡିଟି ଲୋଇସିଂହା ରୁ ବଲାଙ୍ଗୀର ମାଲପଡା ସ୍ଥିତ ମେଟାକାନି ମନ୍ଦିର ନିକଟକୁ ଆସିଥିଲା ।ସେହି ଗାଡ଼ିରେ ଥିବା କାଠପଟା ସହ ଦୁଇ ଜଣକୁ ମଧ୍ୟ ଗିରଫ…
Read More...

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଲେ ତିନିଜଣିଆ ଟିମ

ଅନୁଗୁଳ ଜିଲ୍ଲା ସ୍ଥିତ ସାତକୋଶିଆ ସରଂଖିତ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଅନୁଗୋଳ ରେ ପହଞ୍ଚିଛନ୍ତି ଏନଟିସିଏ ର ଏକ ତିନି ଜଣିଆ ଟିମ । ସାତକୋଶିଆ ଅଭୟାରଣ୍ୟ କୁ ବ୍ୟାଘ୍ର ପକଳ୍ପର ମାନ୍ୟତା ମିଳିଥିବା ବେଳେ ଦିନ କୁ ଦିନ ଏହା ସ୍ଥାଣୁ ପାଲଟି ଯାଉଛି । ବାଘ ଵଂଶ ବୃଦ୍ଧି…
Read More...

ଶିକ୍ଷକ ନିଯୁକ୍ତି ପାଇଁ ଆନ୍ଦୋଳନ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଡକେରଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପ୍ରତିବାଦରେ ଅାଜି ତାଲା ପକାଇ ଦିଆଯାଇଛି। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ୧୧୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ…
Read More...