Webportal
Browsing Category

Current

ଭାଲୁ ଆକ୍ରମଣରେ ଆହତ

ଅନୁଗୁଳ ଜିଲା ଛେଣ୍ଡିପଦା ବନାଂଚଳ ଅନ୍ତର୍ଗତ ମାରୁଢିପ ଗ୍ରାମରେ ଭାଲୁ ଆକ୍ରମଣରେ ଗୁରୁତର ଆହତ ମାରୁଢିପ ଗ୍ରାମର ଅଚ୍ୟୁତ ମାଝି (୪୧) । ସେ ଭୋର ୪ଟା ବେଳେ ଘରପଛକୁ ଶୈାଚ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା ଓ ଭାଲୁର ନଖ ପଶି ବେକରେ ଗଭିର ଆଘାତ ଲାଗିଛି ।ଗୁରୁତର…
Read More...

ପନ୍ଦର ବର୍ଷ ଲାଗିଲା ହାଉସିଂ ବୋର୍ଡ ଘର ପାଇଁ ଶିଳାନ୍ୟାସ ହେବାକୁ, କିନ୍ତୁ ଘରର ଧାର୍ଯ୍ୟ ବିକ୍ରିମୂଲ୍ୟ ସୃଷ୍ଟିକଲା…

ଅନୁଗୁଳରେ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟଅତିଥି,…
Read More...

ଭାଲୁଗାଡ଼ିଆରେ ଉଛେଦ ପ୍ରକ୍ରିୟା ସମାପ୍ତ, ବିଧାୟକଙ୍କ ସମେତ ସମସ୍ତ ବିରୋଧକାରୀ ମୁକ୍ତ

ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କୁ ପୋଲିସ ଅଟକ ରଖିବା ପ୍ରତିବାଦରେ ଆଜି ବନ୍ଦ ଡାକରା ଦିଆଯାଇ ଥିବାବେଳେ ଭାଲୁଗାଡ଼ିଆ ହରିଜନ ସାହିରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି ଓ ଏଥିସହ ପୋଲିସ ଦ୍ୱାରା ଅଟକ ଥିବା ଗ୍ରାମବାସୀ ଓ ବିଧାୟକଙ୍କୁ ଛାଡି…
Read More...

ଜମି ଅଧିଗ୍ରହଣର ବିରୋଧକାରୀଙ୍କ ପ୍ରତି ଏସ୍ପିଙ୍କ କଠୋର ଆଭିମୁଖ୍ୟ, ସ୍ଥାନୀୟ ବିଧାୟକ ଗିରଫ, ପ୍ରତିବାଦରେ ତାଳଚେର ବନ୍ଦ

ମଙ୍ଗଳବାର ଦିନ ଅନୁଗୁଳ ଜିଲ୍ଲା ର ଭାଲୁଗାଡ଼ିଆ ରେ ଏମସିଏଲ(MCL} ର ହିଙ୍ଗୁଳା କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପାଇଁ ଉଛେଦ ପ୍ରକ୍ରିୟା ସମୟରେ ସ୍ଥାନୀୟ ଲୋକଙ୍କ ଦାବୀପୁରଣ କୁ ନେଇ ବିରୋଧ ଓ ସେଥିରେ ସ୍ଥାନୀୟ ଶାସକ ଦଳର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଜିଲ୍ଲା ଆରକ୍ଷୀ…
Read More...

ଗସ୍ତକୁ ନେଇ ସଜାଗ ଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ କାମକୁ ତଦାରଖ କଲେ ୫ଟି ସଚିବ

‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଭିନ୍ନ ଜିଲ୍ଲା ଗସ୍ତକରି ସମୀକ୍ଷା କରୁଥିବା ୫ଟି ସଚିବ ଭି.କେ ପାଣ୍ଡିଅାନ ମଙ୍ଗଳବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ୫-ଟି କୁ କର୍ମଚାରୀମାନେ କିଭଳି ପାଳନ…
Read More...

ଜଳିଗଲା ବହୁମୂଲ୍ୟ ମେସିନ, କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ

ଅନୁଗୁଳ ଜିଲ୍ଲାର ତାଳଚେର ଜଗନ୍ନାଥ ଓପନ କାଷ୍ଟ ମାଇନ୍ସରେ ସର୍ଟ ସର୍କିଟ ଯୋଗୁଁ ଏକ ୧୨୦୦ଏଚ.ପି. ର ପିସି ମେସିନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛ ଯାହାର ମୂଲ୍ୟ ପ୍ରାୟ ତିନି କୋଟି କୁହାଯାଇଛି। ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରୁ ପିସି ଅପରେଟର ବର୍ତ୍ତି ଯାଇଛନ୍ତି । ଜଗନ୍ନାଥ ଖଣିରେ ଏହି…
Read More...

ଦୁଇଦିନ ପରେ ମିଳିଲା ଭାସିଯାଇଥିବା ବ୍ୟକ୍ତିଙ୍କ ମୃତଦେହ

ଅନୁଗୁଳ ବ୍ଲକ ବଲାସିଙ୍ଗା ନିକଟ ଦେଇ ଯାଇଥିବା ଟାକୁଆ ନାଳରେ ଗତ ଦୁଇଦିନ ତଳେ ନାଳରେ ଭାସିଯାଇ ଇଙ୍କରବନ୍ଧ ପଞ୍ଚାୟତ ବେହେରା ସାହିର ଅନିଲ ବେହେରା (୨୫) ନିଖୋଜ ଥିଲେ। ୨୪/୧୦/୨୦୧୯ ତାରିଖ ଅପରାହ୍ନ ସମୟରେ ଅନିଲ ନିକଟସ୍ଥ ଟାକୁଆ ନାଳକୁ କୌଣସି କାର୍ଯ୍ୟରେ ଯାଇ ଲଘୁଚାପ ବର୍ଷାରେ ବଢିଥିବା…
Read More...

ଚିକିତ୍ସା ଅଭାବରୁ ନବଜାତର ମୃତ୍ୟୁ ଅଭିଯୋଗ

କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ନବଜାତ ଶିଶୁ କନ୍ୟା ମୃତୁ ନେଇ ଅଭିଯୋଗ ଆଣିଲେ ମୃତ ଶିଶୁ କନ୍ୟାର ପିତା ଜ୍ଞାନ ରଞ୍ଜନ ରାଉତ ଓ ତାଙ୍କ ପରିବାର ଲୋକେ। ଡାକ୍ତର ଙ୍କ ଅବହେଳା ପାଇଁ ଏସଡିଏମଓ ଙ୍କ ପାଖରେ ପରିବାର ଲୋକେ ଅଭିଯୋଗ କରିବା ସହ…
Read More...

ନବରଙ୍ଗପୁର ରେ ମାଓ ପୋଷ୍ଟର

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ସ୍ଥାନରେ ଏବଂ ଛତିଶଗଡ ର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଏବଂ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳୁଛି l ଏକ ଦିବସୀୟ ବନ୍ଦ ଡାକରା ରେ ମୈନପୁର ଡିଭିଜନ ପକ୍ଷରୁ ମାଓ ବ୍ୟାନର ଏବଂ ପୋଷ୍ଟର ମରାଯାଇଥିବା ସୂଚନା ମିଳିଛି l
Read More...