କାହାର ସୁରକ୍ଷାରେ ଉପଯୁକ୍ତ ନିର୍ଦେଶାବଳୀକୁ ବେଖାତିର କରି ସପିଙ୍ଗ ମଲର ଦାଦାଗିରି, ଜବରଜସ୍ତି ପାର୍କିଂ ଫି ଆଦାୟ ଓ…
ସପିଙ୍ଗ ମଲ ମାନେ ଗୋଟେ କୋଠା ଭିତରେ ଥିବା ଦୋକାନ ସମୂହ। ଏମାନେ କହୁଛନ୍ତି ତାଙ୍କ ଦୋକାନରୁ ଜିନିଷ କିଣନ୍ତୁ କିନ୍ତୁ ଗାଡି ଅନ୍ୟ ଦୋକାନ କିମ୍ବା ଘର ଆଦି ସମ୍ମୁଖରେ ପାର୍କ କରନ୍ତୁ, ଆଉ ଯଦି ସେମାନଙ୍କ ପାଖରୁ କିଛି କିଣିବାକୁ ଆସିଥିବା ଲୋକ ମଲର ନିଜସ୍ୱ ଖୋଲା ଜାଗାରେ ଗାଡି ରଖିବେ…
Read More...
Read More...