Webportal
Browsing Category

Current

ଥମୁନି ଅନୁଗୁଳ ଜିଲ୍ଲାରେ ହାତୀ ମୃତ୍ୟୁ, ପୁଣି ମିଳିଲା ଏକ ହାତୀ ମୃତ ଶରୀର

ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀ ମୃତ। ଆଜି ସକାଳେ ପୁରୁଣାଗଡ ରେଞ୍ଜ ପୋକୁଣ୍ଡା ଜଙ୍ଗଲ ନିକଟରେ ଏକ ମାଈ ହାତୀର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ମୃତ ହାତୀର ବୟସ ୫ ବର୍ଷ ହୋଇଥିବ ବୋଲି ଅନୁମାନ କରାଅ ଯାଉଛି । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି…
Read More...

ସାତକୋଶିଆ ରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ରେ ଥିବା ସମସ୍ତ ରେଞ୍ଜ ରେ ଅାଜି ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସାତକୋଶିଆ ମହାନଦୀ ର ବିଭିନ୍ନ ସ୍ଥାନରେ ହେବାକୁ ଥିବା ପକ୍ଷୀ ଗଣନାରେ କେଉଁ କେଉଁ ଉପାୟରେ ବିଭିନ୍ନ ପକ୍ଷୀ ଚିହ୍ନଟ କରିହେବ, ବିଶେଷ କରି ପକ୍ଷୀର ରଙ୍ଗ , ଆକାର ଓ ଶବ୍ଦ କୁ ଶୁଣି…
Read More...

ବଦଳିବ କମିଶନରେଟ ପୋଲିସ କାର୍ଯ୍ୟାଳୟର ନାମ

କମିଶନରେଟ ପୋଲିସ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହୋଇ ପୋଲିସ ସେବା ଭବନ ରହିବ ବୋଲି ଜଣାପଡିଛି।ରାଜ୍ୟ ସଚିବାଳୟର ନାମ ପରିବର୍ତ୍ତନ ହେବାପରେ ବର୍ତ୍ତମାନ କମିଶନରେଟ ପୋଲିସ କାର୍ଯ୍ୟାଳୟର ନାମ ପରିବର୍ତ୍ତନ ହେବ ବୋଲି ପୋଲିସ କମିଶନର ସୁଧାଂଶୁ ସଢଙ୍ଗୀ ସୂଚନା ଦେଇଛନ୍ତି।ଏହା ପୋଲିସ ସେବା ଭବନ…
Read More...

ବିଳମ୍ବିତ ରାତିରେ ଯାତ୍ରା ବଢାଇଲା ଅଘଟଣ ଆଶଙ୍କା, ଖବର ପାଇ ଲୁଟ ଉଦ୍ୟମ କରୁଥିବା ଅପରାଧୀଙ୍କୁ ଗିରଫ କଲା ପୋଲିସ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଉଚ୍ଚ ବିଦ୍ୟାଳୟ ପାଖରେ ଡକାୟତି ଉଦ୍ୟମ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର କିଛି ଯୁବକ ପୁରୀ ଓ ତାରା ତାରିଣୀ ବୁଲି ଫେରୁଥିବା ସମୟରେ ତଳମୂଳ ନିକଟରେ ତିନି ଜଣ ଯୁବକ ଦୁଇଟି ମୋଟର ସାଇକେଲକୁ ରାସ୍ତାଉପରେ ରଖି ସେମାନେ…
Read More...

ଜୀବନରକ୍ଷା କବଚ ଭାବେ ହେଲମେଟ ବ୍ୟବହାରକୁ ଅଭ୍ୟାସରେ ପରିଣତ କରିବାର ଆବଶ୍ୟକତା, ବିନା ହେଲମେଟ ରେ ଦୁଇଚକିଆ ଚାଳନା…

ଯୁବକ ଜଣକ ହେଲମେଟ ପିନ୍ଧିଥିଲେ ହୁଏତ ବଞ୍ଚି ଯାଇଥାନ୍ତେ।ଅନୁଗୁଳ ସହରର ଗାନ୍ଧୀମାର୍ଗରେ ସ୍କୁଟିରୁ ପଡି ଯୁବକ ମୃତ।ସେ ହେଲେ ବିକାଶ ଅଗ୍ରୱାଲ ଯିଏ ଅନୁଗୁଳ ଅଗ୍ରସେନ କଲୋନୀର ବାସିନ୍ଦା।ମିଳିଥିବା ସୂଚନା ଅନୁଯାୟୀ ବିକାଶ ଅନ୍ୟ ଜଣେ ଯୁବକଙ୍କ ସହ ସ୍କୁଟିରେ ଏକ ଘରୋଇ ବ୍ୟାଙ୍କରୁ ଫେରୁଥିବା…
Read More...

ନିଆରା ଢଙ୍ଗରେ ନବବର୍ଷ ପାଳି ଉଦାହରଣ ସୃଷ୍ଟି କଲେ ପ୍ରଶାସନିକ ଅଧିକାରୀମାନେ

ଅନୁଗୁଳରେ ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛନ୍ତି ପ୍ରଶାସନିକ ଅଧିକାରୀମାନେ ଯାହା ସାଧାରଣ ଲୋକ ଓ ବିଭିନ୍ନ ଅନୁଷ୍ଠାନ ସହିତ ଅନ୍ୟ ଜିଲ୍ଲାର ଅଧିକାରୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ, ଜିଲ୍ଲା…
Read More...

କୋର୍ଟ ପରିସରରୁ ଓକିଲଙ୍କ ମୃତ ଦେହ ଉଦ୍ଧାର, ଅସୁସ୍ଥତା ଜନିତ ମୃତୁ ସନ୍ଦେହ

ଅନୁଗୁଳ ଜିଲ୍ଲା କୋର୍ଟ ପରିସରରୁ ଆଜି ଜଣେ ଓକିଲଙ୍କ ମୃତଦେହ ଉଦ୍ଧାର।ସେ ହେଲେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ଗାଁର ପ୍ରତାପ ପଟ୍ଟନାୟକ ଯିଏ ଢେଙ୍କାନାଳ ବାର ଆସୋସିଏସନର ସଦସ୍ୟ ହୋଇଥିବା ବେଳେ ଗତ କିଛିଦିନ ହେଲା ଅନୁଗୋଳ କୋର୍ଟରେ ଆସି କାମ କରୁଥିଲେ ଓ ରାତିରେ ସେହି କୋର୍ଟ ପରିସରରେ ଏକ…
Read More...

ସ୍କୁଟି ଉପରେ ଚଢ଼ିଗଲା ବସ, ଘଟଣାସ୍ଥଳରେ ଦୁଇ ମୃତ

ଅନୁଗୁଳ ଜିଲ୍ଲାର ପାଳଲହଡା ଥାନା ଭୀମକାଣ୍ଡ ଛକ ନିକଟରେ ସ୍କୁଟି ଉପରେ ଚଢ଼ିଗଲା ବସ। ବିଜୟା ନାମକ ଯାତ୍ରୀବାହୀ ବସ ସ୍କୁଟି ସହ ଧକ୍କା ହେବା ଫଳରେ ୨ ଜଣ ସ୍କୁଟି ଆରୋହି ଘଟଣାସ୍ଥଳ ରେ ମୃତ।ମୃତକ ଙ୍କ ପରିଚୟ ମିଳିପାରିନାହିଁ।ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ପୋଲିସ…
Read More...

ହାତୀ ଜଗିବା ଦାଇତ୍ୱ ବନବିଭାଗ ର ନୁହେଁ କି,ପୁଣି ହାତୀ ଆକ୍ରମଣରେ ମୃତ୍ୟୁବରଣ କଲେ ନିରୀହ ମନୁଷ୍ୟ

ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳରେ ହାତୀ ଆକ୍ରମଣ ରେ ଜଣେ ମୃତ।ଗତ ରାତିରେ ଅଳନ୍ଦା ଗ୍ରାମରେ ହାତୀ ଆକ୍ରମଣରେ ନବ ସେଠିର ମୃତ୍ୟୁ ଘଟଣା ମନରୁ ନ ଲିଭିଣୁ ରବିବାର ଭୋର ସକାଳେ ୬ଟାରେ ହାତୀ ବଜ୍ରକୋଟ ଯମଜୋଡୀ ସାହିର ନୟନି ସାହୁ କୁ ଦଳି ଚକଟି ମାରି ଦେଇଛି l ଖବର ରୁ ଜଣାପଡିଛି ନୟନି ସକାଳୁ…
Read More...