Webportal
Browsing Category

Current

ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ହୋଇଥିବା ବୃଦ୍ଧ ଜଣକ ହେଲେ ଜରପଡା ଥାନା ଅନ୍ତର୍ଗତ ପରା ଗ୍ରାମର ବିଷ୍ଣୁ ପଣ୍ଡା (୬୫)। ଘଟଣାଟି ଘଟିଛି ପୁରୁଣାକୋଟ ଥାନା ଅନ୍ତୁଳିଅା ନିକଟସ୍ଥ ପୋଲ ନିକଟରେ ।…
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ବାହାରିଲା ସଚେତନତା ରଥ

ଅନୁଗୁଳ ଜଳସେଚନ ବିଭାଗ ଦ୍ୱାରା ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଆଜି ୨ଟି ସଚେତନତା ରଥ ବାହାରିଛି।ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି।ଜିଲ୍ଲାରେ…
Read More...

ଅନୁଗୁଳରେ ନିଯୁକ୍ତି ମେଳା ଅନୁଷ୍ଠିତ

ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଧେଶ୍ୟରେ ଆଜି ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଛି ନିଯୁକ୍ତି ମେଳା।ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରଣ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ…
Read More...

ମାଟି ଭର୍ତ୍ତୃ କରିବାରେ ଠକାମୀର ପରିଣାମ:ପୁଣି ଦବିଲା ମାଟି

ଭୂତଳ କୋଇଲା ଖଣିରେ ସୃଷ୍ଟି ଗର୍ତକୁ କୋଇଲା ଉତ୍ତୋଳନ ପରେ ଠିକ ଭାବେ ବାଲି ଦ୍ୱାରା ଭର୍ତ୍ତି ନ କରାଯିବା ର ଦୁସପରିଣାମ ବାରମ୍ବାର ମାଟି ଦବିବା ଫଳରେ ସାମ୍ନାକୁ ଆସୁଛି, ଯାହା କେତେ ଘାତକ ହୋଇପାରେ ତାହା ଅକଳ୍ପନିୟ। ଅନୁଗୁଳ ଜିଲ୍ଲାର ତାଳଚେରରେ ଆଜି ପୁଣି ଦବିଲା ମାଟି। ଭୟଭୀତ ଅବସ୍ଥାରେ…
Read More...

ବିଷାକ୍ତ ଫଳ ଖାଇ ଛଅ ଶିଶୁ ଗୁରୁତର

ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ମୁଚୁରିଗାଡିଆ ଗ୍ରାମରେ ଅଭାବନୀୟ ଘଟଣା । ଗାଁ ଦାଣ୍ଡ ରେ ଖେଳୁଥିବା ବେଳେ ବିଷାକ୍ତ ଫଳ ଖାଇ ଛଅ ଶିଶୁ ଗୁରୁତର। ସମସ୍ତେ ପାଳଲହଡା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି । ସେମାନଙ୍କ ବୟସ ପାଞ୍ଚ ବର୍ଷ ରୁ ସାତ ବର୍ଷ ମଧ୍ୟରେ ଥିବା ଜଣା ପଡିଛି ।
Read More...

ଅନୁଗୁଳ ଗସ୍ତରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଧେଶକ

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ନିମନ୍ତେ ଅନୁଗୁଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନିର୍ଦ୍ଧେଶକ(ଅନ୍ୟାନ୍ୟ ପଛୁଆ ବର୍ଗ)ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗର ଶ୍ରୀ ପ୍ରଶାନ୍ତ କୁମାର ସେନାପତି ଆଜି…
Read More...

ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କର ଅନୁଗୁଳ ଗସ୍ତ

ରାଜ୍ୟ ସରକାରଙ୍କ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ଅନୁଗୁଳ ଗସ୍ତରେ ଆସି ସର୍କିଟ ହାଉସ ରେ ଜିଲ୍ଲା ଅବକାରୀ ବିଭାଗର ରାଜସ୍ୱ ସଂଗ୍ରହ ଓ ବହୁମୁଖୀ ଶୃଙ୍ଖଳା ସ୍କ୍ୱାର୍ଡ ର ନିୟମିତ ଚଢ଼ାଉ ଉପରେ ସମୀକ୍ଷା କରିଛନ୍ତି।କିଛି ବ୍ୟକ୍ତି ମଦ୍ୟପାନ କୁ ଅଭ୍ୟାସଗତ ଭାବେ…
Read More...

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଅନୁଗୁଳ ଜିଲ୍ଲାପାଳଙ୍କ ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟର କୋର୍ଟ ରୁମ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଶିବିରରେ ଦାଖଲ ହୋଇଥିବା ସମୁଦାୟ ୯୬ଟି…
Read More...

ବେପରୁଆ ଦୁଇଚାକିଆ ମାଲିକ ସାବଧାନ:ନାବାଳକକୁ ବାଇକ ଦେବାରୁ ଜୋରିମାନା ହେଲା ୨୬୦୦୦

ନାବIଳକକୁ ବାଇକ ଦେଇ ୨୬୦୦୦ ଫାଇନ ଦେବାକୁ ପଡିବ ଗାଡ଼ି ମାଲିକଙ୍କୁ ।ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପIଲଲହଡା ଉପଖଣ୍ଡ ରେ ।ରବିବାର ସ୍ଥାନୀୟ ଝିମିରିପାଳି ପାଖ ଜାତୀୟ ରାଜପଥ ୧୪୯ରେ ପIଲଲହଡା ପୋଲିସ ଏବଂ ତାଳଚେର ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ ଚାଲିଥିବା…
Read More...