Webportal
Browsing Category

Current

ନରହନ୍ତା ହାତୀକୁ କପିଳାସ ପଠାଇବାରେ ବନବିଭାଗ ସଫଳ

ଅନୁଗୁଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ ମଧ୍ୟ ରାତିରେ ସ୍ଥାନାନ୍ତର କରିବାରେ ବିଫଳ ହୋଇଥିଲା । ଢେଙ୍କାନାଳ କପିଳାସସ୍ଥିତି ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ…
Read More...

ଗ୍ରାମ ସମସ୍ୟାର ସମାଧାନ ପାଇଁ ଆମରଣ ଅନଶନ

ଅନୁଗୁଳ ଜିଲ୍ଲାର ତାଳଚେର ସ୍ଥିତ ରାକସ ଗ୍ରାମର ଅଧିବାସୀମାନେ ଗତ ୦୭/୦୧/୨୦୨୦ ରିଖ ଦିନ ସମସ୍ୟା ର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। କିନ୍ତୁ ଦୁଃଖର ବିଷୟ ଉକ୍ତ ସମସ୍ୟା ଗୁଡିକର ସମାଧାନ ହୋଇ ନଥିବାରୁ ଆଜି ୨୧/୦୧/୨୦୧୦ ରିଖ ସକାଳ ୯ ଘଟିକା ସମୟ ଠାରୁ ଜିଲ୍ଲାପାଳଙ୍କ…
Read More...

ଟ୍ରାନଙ୍କୁଳାଇଜ ହୋଇଥିବା ହାତୀ ପୁନର୍ବାର ଲଗାମଛଡା

ଅନୁଗୁଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନା ପଠାଇବାକୁ ବନ ବିଭାଗ ବିଫଳ ହୋଇଛି। ହାତୀକୁ କପିଳାସ ନେବା ପାଇଁ ଟ୍ରକ୍‌ରେ ଚଢ଼ାଯାଇଥିଲେ ମଧ୍ୟ ସେ ଚେନ୍‌ ଛିଣ୍ଡାଇ ଉକ୍ତ ଟ୍ରକ୍‌ଟିକୁ ଭାଙ୍ଗି ଦେଇଛି । ହାତୀକୁ ନେବା ପାଇଁ…
Read More...

ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୁଳ ଜିଲ୍ଲାର ତାଳଚେର ସାଉଥ ବଲଣ୍ଡା ସ୍ଥିତ ନିଳକଣ୍ଠେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ NSS ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଫିଟ ଇଣ୍ଡିଆ (ସାଇକ୍ଲୋଥୋନ) ଗତ ୧୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥି ନିମନ୍ତେ ମହାବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ…
Read More...

ଚଳନ୍ତା ଟ୍ରେନରୁ ପଡି ଡାକ୍ତର ମୃତ

ଅନୁଗୁଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ରେ ଚଳନ୍ତା ଟେନ ରୁ ଖସି ଡାକ୍ଟର ମୂର୍ତ୍ତ । ସାଇନଗର ରୁ ପୁରୀ ଯାଉଥିବା ଟ୍ରେନ ରେ ଭୁବନେଶ୍ବର ଯିବା ପାଇଁ ବାହାରିଥିବା ଡାକ୍ତର K B ସାମଲ ଟେନ ରେ ଚଡୁ ଥିବା ସମୟରେ ଗୋଡ଼ ଖସି ଯାଇଥିଲା। ସେହି ସମୟରେ ଟେନ ଛାଡି ଦେବାରୁ ଟ୍ରାକରେ…
Read More...

ମୃତ୍ୟୁ ର ସଠିକ ତଦନ୍ତ ଓ କ୍ଷତିପୂରଣ ଦାବିରେ ଥାନା ଘେରାଉ

ଅନୁଗୁଳ ଜିଲ୍ଲା ପାଲଲହଡା ରେ ଆଦିବାସୀ ଯୁବକ ବୁଧୁରାମ କୂଂକାଲ ଙ୍କ ମୃତ୍ୟୁ କୁ ନେଇ କ୍ଷତିପୂରଣ ଏବଂ ଦୋଷୀ ବନକର୍ମଚାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି ରେ ସୋମବାର ସ୍ଥାନୀୟ ଆଦିବାସୀ ମଞ୍ଚ ପକ୍ଷରୁ ଥାନା ଘେରାଉ କରାଯାଇଛି I ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ ଏବଂ…
Read More...

ନରହନ୍ତା ହାତୀକୁ ଟ୍ରାନକୁଳାଇଜ କରିବାରେ ମିଳିଲା ସଫଳତା

ତିନି ଦିନ ଧରି ନନ୍ଦନକାନନ ଓ ସ୍ଥାନୀୟ ବନଖଣ୍ଡ ର ୪୦ ଜଣିଆ ଦଳର କଠୋର ପରିଶ୍ରମ ପରେ ଟ୍ରାଙ୍କୁଳାଇଜ ହେଲା ଅନୁଗୋଳ ବନଖଣ୍ଡ ଅଧୀନରେ ଯାଉଥିବା ତାଳଚେର ରେଞ୍ଜରେ କିଛିଦିନ ହେବ ଉତ୍ପାତ କରୁଥିବା ନରହନ୍ତା ଦନ୍ତାୁ। ଏହି ଦନ୍ତା ୬ଜଣଙ୍କ ଜୀବନ ନେବା ପରେ ଆଜି ସନ୍ଧ୍ୟାରେ ତାଳଚେର ଜଗନ୍ନାଥ…
Read More...

ନରହନ୍ତା ହାତୀକୁ ଧରିବା ପାଇଁ ଆରମ୍ଭ ହେଲା ଅପରେସନ

ଆରମ୍ଭ ହେଲା ଅନୁଗୁଳ ଜିଲ୍ଲାର ତାଳଚେରରେ ନରହନ୍ତା ଦନ୍ତା କୁ ଧରିବା ପାଇଁ ରେସକ୍ୟୁ ଅପରେସନ। ନନ୍ଦନକାନନ ଓ ସାତକୋଶିଆ ରୁ ଆସିଥିବା ଦୁଇଟି ଟ୍ରାଙ୍କୁଳାଇଜର ଟିମ ଏହି ଅପରେସନ ଆରମ୍ଭ କରିଛନ୍ତି। ହାତୀ ତାଳଚେର ଡେରା ନିକଟସ୍ଥ ହେଁସମୂଳ ସାହିରେ ଅଛି ଯିଏ ଗତ ପ୍ରାୟ ଏକ ମାସ ହେବ ତାଳଚେର…
Read More...

ଉଦଘାଟିତ ହେଲା ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଙ୍କ ନୂତନ ଅଦାଲତ

ଅଦାଲତ ଗୁଡିକରେ ପଡି ରହୁଥିବା ମୋକଦ୍ଦମା ଗୁଡ଼ିକ ବିଚାରପତିଙ୍କ ଦ୍ୱାରା ଲମ୍ବା ଛୁଟି ଓ ଦୀର୍ଘକାଳୀନ ତାଲିମ ଯୋଗୁଁ ସଠିକ ସମୟରେ ବିଚାର ହୋଇ ପାରିନାହିଁ।ସେଥିପାଇଁ ଆଜି ଅନୁଗୁଳ ଜିଲ୍ଲା କୋର୍ଟର ୨ୟ ମହଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଙ୍କ ନୂତନ କୋର୍ଟକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର…
Read More...

ଉଦଯାପିତ ହେଲା ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ

ରାସ୍ତା ଦୁର୍ଘଟଣାର ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରି ଲୋକଙ୍କ ଧନଜୀବନ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଚାଲିଥିବା ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଆଜି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାଗୃହରେ ଉଦଯାପିତ ହୋଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ…
Read More...