ବେଆଇନ ଜନ୍ତୁ ଶିକାର ଚେଷ୍ଟା ସମୟରେ ଗିରଫ
ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରୁ ଜଣେ ଜନ୍ତୁ ଶିକାରୀକୁ ଗିରଫ କରିଛି ବନ ବିଭାଗ। ପୁରୁଣକୋଟ ଥାନା ଅନ୍ତର୍ଗତ କୁମୁରି ବିଟ ହାଉସ ଅଧିନରେ ଥିବା ଟାଇଁସି ସଂରକ୍ଷିତ ଜଙ୍ଗଲର କମ୍ପାଟ ଟି ୧ ରେ ବିଦ୍ୟୁତ ତାର ଯୋଗେ ଜନ୍ତୁ ଶିକାର କରୁଥିବା ଉକ୍ତ ଶିକାରୀକୁ ବନ କର୍ମଚାରୀମାନେ ଗିରଫ…
Read More...
Read More...