Webportal
Browsing Category

Current

ମା ରାମଚଣ୍ଡୀ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଅନୁୁୁଗୁୁଲ ଜିିଲ୍ଲା  ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୁଶକିଳା ପଞ୍ଚାୟତ ଅଧିନ ଦୂବନାଳୀ ଗ୍ରାମରେ ବୁଧବାର ନବ ନିର୍ମିତ ମା ରାମଚଣ୍ଡୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ସାଙ୍ଗକୁ ବିଗ୍ରହ ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଯାତ୍ରା , ହୋମଯଜ୍ଞ,ନାମ…
Read More...

ବିପୁଳ ପରିମାଣର ଚୋରା କାଠ ଜବତ:ଦୁଇ ଗିରଫ

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋରଡ଼ା ଗାଁରେ ମଙ୍ଗଳବାର ଛେଣ୍ଡିପଦା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ ଓ ଶାଳ କାଠ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ବ୍ୟକ୍ତିମାନେ ହେଲେ ଢେଙ୍କାନାଳ ଜିଲା ଦୁଦୁରକୋଟ ଗ୍ରାମର…
Read More...

ମାମଲାର ତଦନ୍ତରେ କୋହଳ ମନୋଭାବ ଯୋଗୁଁ ଅନୁଗୁଳ ଥାନା ଏସଆଇ ନିଲମ୍ବିତ

ଗତ ୨୮ ତାରିଖରେ ବେଆଇନ ପିସ୍ତଲ ଓ ଗୁଳି ରଖିବା ଅଭିଯୋଗରେ ଅନୁଗୁଳ ପୋଲିସ ସତ୍ୟଜିତ ପ୍ରଧାନ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ଦେଇଥିଲା।କୋର୍ଟରେ ହାଜର ହେବା ପରେ ତୁରନ୍ତ ଉକ୍ତ ଯୁବକକୁ ଜାମିନ ମିଳି ଯାଇଥିଲା।ଯାହାକୁ ନେଉ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଡ଼ି ଆଇ ଜି…
Read More...

ଛୁରା ମାଡରେ ଯୁବକ ଗୁରୁତର

ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳରେ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ । ଅଭିଯୋଗ ଅନୁଯାୟୀ ବଡ଼ହୁଲା ଗାଁର ବନମାଳି ଗୋଛାୟତଙ୍କ ପୁଅ ଅଜିତ ଗୋଛାୟତ ଜରପଡ଼ାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରିଥାନ୍ତି । ସେ ବିବାହିତ ହୋଇଥିବାବେଳେ ତାଙ୍କ ଗାଁ ନିକଟସ୍ଥ ଅନ୍ୟ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ…
Read More...

ବେଆଇନ ଅସ୍ତ୍ର ରଖି ଯୁବକ ଗିରଫ

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ପୋଲିସ ଏସ ଆଇ ଶ୍ରୀ ବିପ୍ଳବ ସାହୁଙ୍କ ନେତୃତ୍ୱରେ ସହର ର ଲିଙ୍ଗରାଯୋଡି ସ୍ଥିତ ୩୩ ବର୍ଷୀୟ ସତ୍ୟଜିତ ପ୍ରଧାନ ଓରଫ ବାପି ଘରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ସାକ୍ଷୀଙ୍କ ଉପସ୍ଥିତିରେ ତାଙ୍କ ନିକଟରୁ ତିନୋଟି ଦେଶୀ ପିସ୍ତଲ,ଖାଲି ମାଗାଯିନ ଓ କିଛି ଅଫୁଟା…
Read More...

୧୧ କେଭି ତାର ସଂସ୍ପର୍ଶରେ ଆସି ଦୁଇ ମୃତ

ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ବନ୍ତଳା ବନାଞ୍ଚଳ କଞ୍ଜା ଗାଁ ରେ ଜନ୍ତୁ ପାଇଁ ବିଛା ଯାଇଥିବା ୧୧ କେଭି ତାରରେ ଲାଗି ୨ ମୃତ । ମୃତକ ହେଲେ ଲୁଲୁ ବିଶ୍ୱାଳ ଓ ଛବିନ୍ଦ୍ର ଗଡ଼ନାୟକ। ଜିଲ୍ଲାରେ ବାରାହ ଶିକାର ପାଇଁ ବିଛା ଯାଉଥିବା ତାରରେ ଲାଗି ଅନେକଙ୍କ ଜୀବନ ଗଲାଣି । ଗତ ରାତିରେ କଞ୍ଜା ଗାଁ…
Read More...

ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା  ଅନ୍ତର୍ଗତ ସିପିପି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସଞ୍ଜୟ କୁମାର ଦାସ ଓ ସିଏ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ବାସିନ୍ଦା। ଆହତଙ୍କ…
Read More...