କରୋନା ସମ୍ପର୍କରେ ଆଜି ଅନୁଗୁଳରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ
ଆଜି ଅନୁଗୁଳ ରେ ବାହାରୁ ଆସୁଥିବା ୧୯୦ ଶ୍ରମିକ ଓ ତାଙ୍କର ୪୦ ଜଣ ପିଲାଙ୍କୁ ପୌରପାଳିକା ପକ୍ଷରୁ ଖାଇବାକୁ ଦିଆଯାଇଛି।ସେହିପରି ୫୦ ଜଣ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।ସେହିପରି ୧୮୦ ଶଯ୍ୟା ବିଶିଷ୍ଟ ଟେମ୍ପରାରୀ ମେଡିକାଲ ସେଣ୍ଟର ଅନୁଗୁଳ ସହରର ୨୩ଟି…
Read More...
Read More...