ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହେଲା ଟେଲି ମେଡ଼ିସିନ ଦେୟମୁକ୍ତ ନମ୍ବର ୧୪୪୧୦
ରାଜ୍ୟ ସରକାର ଆଜି ଟେଲି ମେଡ଼ିସିନ ହେଲ୍ପ ଲାଇନ ନମ୍ବର ୧୪୪୧୦ ର ଶୁଭାରମ୍ଭ କରି ଏହାକୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି।କରୋନା ଭୁତାଣୁ ର ଲକ୍ଷ୍ୟ ଦେଖାଗଲେ ଲୋକେ ଏହି ନିଶୁଳ୍କ ନମ୍ବରରେ ଯୋଗାଯୋଗ କରି ମାଗଣା ଚିକିତ୍ସା ସେବା ପାଇ ପାରିବେ।ଏହି ଜନହିତକର କାର୍ଯ୍ୟରେ…
Read More...
Read More...