ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନାରେ ବୁଧବାର କରୋନା ସମ୍ବଧିୟ ରୁଜୁ ମାମଲା ଗୁଡ଼ିକର ବିବରଣୀ
ଜିଲ୍ଲା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅନୁଗୁଳ ଜିଲ୍ଲାରେ
ଲକଡାଉନ ନ ମାନିବା ପାଇଁ ୩୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ୬ ଟି ମୋଟର ସାଇକେଲ ଜବତ କରାଯାଇଛି।ଅଭିଯୁକ୍ତ ମାନଙ୍କ ମଧ୍ୟରୁ କିଏ ବିନା କାରଣରେ ବାହାରେ ବୁଲୁଥିଲା ତ କିଏ ବାହାରୁ ଆସୁଥିବା ଶ୍ରମିକ,…
Read More...
Read More...