Webportal
Browsing Category

Current

ପ୍ରବାସୀଙ୍କୁ ଆଣୁଥିବା ବସ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ ଜିଲ୍ଲା ହଣ୍ଡପ୍ପା ଥାନା ଲୁହାମୁଣ୍ଡା ନିକଟରେ ମହାରାଷ୍ଟ୍ର ରୁ ୨୬ଜଣ ପ୍ରବାସୀ ଙ୍କୁ ନେଇ କୋଲକାତା ଯାଉଥିବା ବେଳେ ଗ୍ୟାସ ଟ୍ୟାଙ୍କର ସହ ବସର ଧକ୍କା ।ଟ୍ୟାଙ୍କର ଡ୍ରାଇଭର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି।ବସର ୧୫ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି।ମୃତ ଗ୍ୟାସ ଟ୍ୟାଙ୍କର ଡ୍ରାଇଭର…
Read More...

ଟ୍ରେନରେ କଟି ମୃତ

ଅନୁଗୁଳ ସହରର ରାଣିଗୋଡା ନିକଟରେ ଟ୍ରେନରେ କଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଜଣା ପଡି ନାହିଁ । ତାଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ରେଳ ଧାରଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ଅନୁଗୋଳ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ…
Read More...

ଡିଭାଇଡର ରେ ପିଟିହୋଇ ଏମ୍ସିଏଲ କର୍ମଚାରୀ ମୃତ

ଅନୁଗୁଳ ଜିଲ୍ଲା ତାଳଚେର ନନ୍ଦିରା ଛକ ନିକଟରେ ଦୁର୍ଘଟଣାରେ ଜଣେ ମୃତ। ମୃତକ ଜଣଙ୍କ ହେଲେ ଭରତପୁର କଲୋନୀର ସନ୍ତୋଷ ମହାନ୍ତି ବୋଲି। ମିଳିଥିବା ସୂଚନା ଅନୁସାରେ ସନ୍ତୋଷ MCL ଭରତପୁର କୋଇଲା ଖଣି ର କର୍ମଚାରୀ । ସନ୍ତୋଷ ତାଙ୍କ ମୋଟରସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରୋଡ ଡିଭାଇଡ଼ରରେ…
Read More...

ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦେଶକୁ ଖୋଲା ଚାଲେଞ୍ଜ:ନିର୍ଦ୍ଧାରିତ ମୁଲ୍ୟରୁ ଅଧିକ ଦରରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ…

ଟଙ୍କା ଗଣିବା ନିଶାରେ କିଛି ରାସନ ଦୋକାନୀ ଭୁଲିଗଲେଣି ଯେ ଏବେ କରୋନା ମହାମାରୀ ଭୟଙ୍କର ରୁପ ନେବାକୁ ଯାଉଛି।ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କିଛି ନିର୍ଦେଶନାମା ଜାରି କରିଥିବା କଥାକୁ ପୁରାପୁରି ବେଖାତିର କରୁଛନ୍ତି କିଛି ରାସନ ଦୋକାନୀ।ଦୋକାନ ସାମନାରେ ବୋର୍ଡ଼ରେ ସରକାରୀ…
Read More...

ଦୁଇ ପରିବାର ଝଗଡାରୁ ଗୁରୁତର ଅବସ୍ଥାରେ ବାପ ଝିଅ ମେଡ଼ିକାଲରେ ଭର୍ତ୍ତି

ସାମାନ୍ୟ କଥାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଟସରରେ ଦୁଇ ପରିବାର ମଧ୍ୟରେ ମାଡ଼ପିଟ୍ ହୋଇଛି। ଏଥିରେ ସନାତନ ସାହୁ(୭୦) ଓ ତାଙ୍କ ୩ ଝିଅ ବାସନ୍ତୀ ସାହୁ, ଲିଲି ସାହୁ, ଲକି ସାହୁ ଆହତ ହୋଇଛନ୍ତି। ଗୁରୁତର ଆହତ ସନାତନ ସାହୁ ଓ ଲକି ସାହୁଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ…
Read More...

ଯୁବକଙ୍କ ମୃତ ଦେହ ଉଦ୍ଧାର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗ୍ରାମ ପଞ୍ଚାୟତ ର କନ୍ତମେଘ ଗ୍ରାମପାଖ ଜଙ୍ଗଲ ନିକଟ ରୁ ଜଣେ ଯୁବକ ଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛି ବନ୍ତଳା ପୋଲିସ । ସୂଚନା ଅନୁଯାୟୀ କନ୍ତମେଘ ଗ୍ରାମର ହାଡ଼ିବନ୍ଧୁ ଦେହୁରୀ (୨୫) କାଲି ସକାଳ ସମୟରେ ଜାଳେଣି କାଠ ଆଣିବା ପାଇଁ ଗାଁ ପାଖ…
Read More...

କର୍ଫୁ ସମୟରେ ଅନୁଗୁଳ ପୌରପାଳିକା ପକ୍ଷରୁ ମାର୍କେଟ ଖୋଲିବାକୁ ଦିଆଯାଇ ଅସୁଲ କରାଯାଉଛି ଟିକସ

ସାରାଦେଶ ଏବେ ଭୟଙ୍କର ସଙ୍କଟ ଦେଇ ଗତି କରୁଥିବା ବେଳେ ଅନୁଗୁଳ ସହର ଏଥିରୁ ବାଦ ପଡିନି।ଜିଲ୍ଲାରେ ପନ୍ଦର କରୋନା ଆକ୍ରାନ୍ତ ଚିହ୍ନଟ ଓ ସାମାଜିକ ଦୂରତା ରକ୍ଷା ନ କରିବା ସ୍ଥଳେ ଜିଲ୍ଲାପାଳଙ୍କ ସଟଡାଉନ ଚେତାବନୀ ସତ୍ତ୍ୱେ ସାଧାରଣ ଲୋକ କଣ ଖୋଦ ଦିନରେ ବୁଲି ବୁଲି ନିୟମ ନ ମାନୁଥିବା…
Read More...

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଗାଡି ଦୁର୍ଘଟଣାଗ୍ରସ୍ତ

ପ୍ରବାସୀ ଓଡ଼ିଆ ମାନଙ୍କୁ ନେଇ ବୌଦ୍ଧ ରୁ ଅନୁଗୁଳ ଆସୁଥିବା ଗାଡି ଗତକାଲି ମଧ୍ୟରାତିରେ ଠାକୁରଗଡ ନିକଟରେ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ।ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ଉଦ୍ଧାର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ।
Read More...

ଛାଡିଲା ଟ୍ରେନ:କାଲି ଅନୁଗୁଳ ପହଞ୍ଚିବେ ପ୍ରବାସୀ ଓଡ଼ିଆ

ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାକୁ ମହରାଷ୍ଟ୍ରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ୧୦ ତାରିଖ ଦିନ ୩୮ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଆସି ପହଞ୍ଚିବେ।ସେଇପରି ଗୁଜୁରାଟରୁ ସମାନ ଦିନ ସନ୍ଧ୍ୟା ୭ ଟାରେ ୭୧ ଜଣ ଆସି ପହଞ୍ଚିବେ। ସମସ୍ତଙ୍କୁ ଅନୁଗୁଳ ବିଡ଼ିଓଙ୍କ…
Read More...