Webportal
Browsing Category

Current

ଘର ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର:ହତ୍ୟା ସନ୍ଦେହ

ଅନୁଗୁଳ ଜିଲ୍ଲାର ଚିତ୍ତୋଲପୁର ରେ ଜଣେ ମହିଳାଙ୍କ ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଛି। ମହିଳା ଜଣକ ହେଲେ ସୁମନ୍ତି ସାହୁ(୪୬)। ତାଙ୍କ ବେକରେ ଏକ ଗାମୁଛ ଲାଗିଥିବା ସହ ଏଣେତେଣେ ଘରର ଆସବା ପତ୍ର ଏବଂ ପଇସା ପଡି ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ ହେଉଛି।ଗତ କାଲି…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣେ ମୃତ ଓ ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଅନ୍ତୁଳିଅା ନାଳ ନିକଟରେ ଅାଜି ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର । ଦ୍ରୁତ ଗତିରେ ଆସୁଥିବା ଦୁଇଟି ବାଇକ ମୁହାଁମୁହିଁ ଧକ୍କା ଯୋଗୁଁ ଘଟିଛି ଦୁର୍ଘଟଣା । ମୃତକ ଜଣକ ହେଲେ ଅନ୍ତୁଳିଅା ପଞ୍ଚାୟତ…
Read More...

ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ ୫୫ ର କତଡା ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱରରୁ ସୋନପୁର ଯାଉଥିବା ଏକ କାରକୁ ଏକ ମିକ୍ସଚର ମେସିନ ବୋଝେଇ ଗାଡି ଧକ୍କା ଦେଇଛି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରରୁ ୩ ଜଣ OD3 E 0033…
Read More...

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସଂମାନ

କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ ଜ୍ଞନକୌଶଳ ଫେଲ ମାରିଛି। ଏଭଳି ପରିସ୍ଥିତିରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକ ରିସ୍କ ନେଇ ଖବର ସଂଗ୍ରହ କରି ଆସୁଛନ୍ତି।…
Read More...

ସ୍ନାନଯାତ୍ରାରେ ଅନୁଗୁଳ ଜିଲ୍ଲା ପ୍ରଶାସନର ଢିଲା ମନୋଭାବ ପାଇଁ ଗୋଷ୍ଟି ସଂକ୍ରମଣ ଆଶଙ୍କା

ଆଜି ପବିତ୍ର ସ୍ନାନଯାତ୍ରା।ଏଭଳି ପବିତ୍ର ଦିନରେ ସାମାଜିକ ଦୂରତ୍ୱ ନ ରହିବା ଆଶଙ୍କା ପାଇଁ କରୋନା ସଂକ୍ରମଣ ବ୍ୟାପିବା ଭୟରେ ପୁରୀ ସମେତ ସବୁଠି ଭକ୍ତଙ୍କୁ ପ୍ରଭୁଙ୍କ ଦର୍ଶନରୁ ବାରଣ କରାଯାଇଛି। ପୁରୀରେ ସ୍ନାନଯାତ୍ରା ରେ ଭାଗ ନେବାକୁ ଥିବା ସମସ୍ତ ସେବାୟତ ମାନଙ୍କର କୋଭିଡ ପରୀକ୍ଷା…
Read More...

ଝାରସୁଗୁଡା ରେ ସପିଙ୍ଗ ମଲ ଖୋଲିବା ଅନୁମତି କୁ ନେଇ ଉଠିଲା ପ୍ରଶ୍ନ

କରୋନା ସଂକ୍ରମଣ ଦିନ ପରେ ଦିନ ବଢି ଚାଲିଥିବା ସମୟରେ ଝାରସୁଗୁଡା ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିପରୀତ ସପିଙ୍ଗ ମଲ ଖୋଲିବାକୁ ଅନୁମତି ଦେଇଛନ୍ତି। ଚଳିତ ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ତାଲା ବନ୍ଦ ସମୟରେ କୌଣସି ସପିଙ୍ଗ ମଲ ରାଜ୍ୟରେ ନାହିଁ ବୋଲି…
Read More...

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଲୋକପ୍ରିୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପରଲୋକ

*ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପରଲୋକ।* ରଙ୍ଗ ତୂଳୀର ଯାଦୁକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୫ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ…
Read More...

ଘରେ ଲାଗିଥିବା ନିଆଁରେ ପୋଡିହୋଇ ନବେ ବର୍ଷୀୟ ବୃଦ୍ଧା ମୃତ

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅାମ୍ବପାଳ ପଞ୍ଚାୟତର ଅାମ୍ବପାଳ ଗ୍ରାମରେ ସୋମବାର ସକାଳ ପ୍ରାୟ ୧୧ ଟା ସମୟରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ପୋଡି ଭଶ୍ମୀଭୂତ ହେବା ସହ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପୁଞ୍ଜି ପ୍ରଧାନ (୯୦) । ସୂଚନାନୁସାରେ ବୃଦ୍ଧା ଜଣକ ଘରେ ଶୋଇଥିବା…
Read More...

ସାଂସଦ ଓ ଜିଲ୍ଲାପାଳ ଭୁଲିଗଲେ ସାମାଜିକ ଦୂରତା:କରୋନା ସଂକ୍ରମଣ ବ୍ୟାପିଲେ ଦାୟୀ ରହିବ କିଏ

ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଢେ଼ଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଜିଲ୍ଲା ପ୍ରଶାସନ ର କିଛି ଅଧିକାରୀ ଏବଂ କର୍ମଚାରୀଙ୍କୁ କରୋନା ମହାମାରୀ ସମୟରେ ଉଲ୍ଲେଖନିୟ କାର୍ଯ୍ୟ କରିବା ପାଇଁ ସମ୍ବର୍ଦ୍ଧିତ କରିଥିଲେ। କିନ୍ତୁ ପରିତାପର ବିଷୟ ହେଲା ଯେ ଖୋଦ ସାଂସଦ ଓ ଜିଲ୍ଲାପାଳ…
Read More...

କରୋନା ସମ୍ବଧିୟ ତାଜା ସୂଚନା

# କାଲି ସକାଳ ୭.୩୦ ରୁ ଯୁକ୍ତ ଦୁଇ ଖାତା ଦେଖା ଅନଲାଇନ ରେ ଓ ପରେ ଅଫଳାଇନ ରେ ହେବ। ଏହା ୩୬ ଟି ସେଣ୍ଟର ରେ ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟ ରେ ହେବ # ଜୁନ ମାସ ୧ ତାରିଖରୁ ୩ ଟି ପର୍ଯ୍ୟାୟରେ ଦେଶରେ ହଟିବ ଲକଡାଉନ #ଜୁନ ମାସ ୮ ତାରିଖରୁ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ,…
Read More...