Webportal
Browsing Category

Current

ଆଜି ଅନୁଗୁଳ ଜିଲ୍ଲାରୁ ୬ ଆକ୍ରାନ୍ତ ଚିହ୍ନଟ ସହ ୫ ସୁସ୍ଥ

ଆଜି ଅନୁଗୁଳ ଜିଲ୍ଲାରୁ ୬ କରୋନା ପଜିଟିଭ ଚିହ୍ନଟ ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଛି ୩୪୫ ରେ। ତାଳଚେର ବ୍ଲକ ରୁ ୫ ଜଣ ଓ ଅନୁଗୁଳ ପୋୖରାଞ୍ଚଳରୁ ଜଣେ ଏହି ଚିହ୍ନଟ ମାନଙ୍କ ମଧ୍ୟରେ ଅଛନ୍ତି।ଜଣେ ସଂଘରୋଧ କେନ୍ଦ୍ରରେ ଥିବା ବେଳେ ଓ ଅନ୍ୟ ମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି…
Read More...

ଭୁବନେଶ୍ୱର ଡିସିପି ଜାରିକଲେ ହ୍ଵାଟ୍ସଆପ ନମ୍ବର:ସାମାଜିକ ଦୂରତ୍ୱ ଉଲଂଘନ ସମ୍ବଧିୟ ଅଭିଯୋଗ କରିପାରିବେ ସାଧାରଣ ଲୋକେ

ଆଜି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏକ ହ୍ଵାଟ୍ସଆପ ନମ୍ବର ଜାରିକରି ଲୋକଙ୍କୁ ସାମାଜିକ ଦୂରତ୍ୱ ଉଲଂଘନ ସମ୍ବନ୍ଧୀୟ ସୂଚନା ଲେଖା, ଫୋଟୋ ଓ ଭିଡିଓ ଜରିଆରେ ଉକ୍ତ ନମ୍ବରରେ ପଠାଇବାକୁ ଆହ୍ୱାନ ଦେଇଛନ୍ତି।ସୂଚନା ମିଳିବା ପରେ ପୋଲିସ ଶୀଘ୍ର…
Read More...

ଆଜି ଅନୁଗୁଳ ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ଓ ୬ ସୁସ୍ଥ:ସତର୍କତା ଅବଲମ୍ବନ କରି ଜୀବନଯାପନ କରନ୍ତୁ

ଆଜି ଅନୁଗୁଳ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାରେ ପଜିଟିଭ ସଂଖ୍ୟା ପହଂଚିଲା ୩୩୯ ରେ।ଏମାନଙ୍କ ମଧ୍ୟରେ ଦୁଇ ଜଣ ବନରପାଲ ବ୍ଲକ ଓ ଜଣେ କଣିହାଁ ବ୍ଲକ ଅଞ୍ଚଳରୁ ଅଛନ୍ତି।ଜଣେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି, ଜଣେ ସଂଗରୋଧ ଅବସ୍ଥାରେ ଓ ଆଉ ଜଣେ କଟକରେ ଏକ ଘରୋଇ…
Read More...

ଆଜି ଅନୁଗୁଳ ଜିଲ୍ଲାରୁ ୨୧ ଆକ୍ରାନ୍ତ ଚିହ୍ନଟ:୪ ସୁସ୍ଥ ଓ ଜଣେ ମୃତ

ଆଜି ଅନୁଗୁଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ସହ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୩୩୬ ରେ। ଏମାନଙ୍କ ମଧ୍ୟରେ ତାଳଚେର ବ୍ଲକରୁ ୧୦ଜଣ, ବନରପାଳ ବ୍ଲକରୁ ୯ଜଣ,କଣିହାଁ ଓ ଅନୁଗୁଳ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି। କାଲି ଚିକିତ୍ସିତ ଅବସ୍ଥାରେ ଅନୁଗୁଳ…
Read More...

ଆଜି ଅନୁଗୁଳ ଜିଲ୍ଲାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଅନୁଗୁଳ ଜିଲ୍ଲାରୁ ନୂଆ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୩୧୫ ରେ।ଏମାନଙ୍କ ମଧ୍ୟରେ ବନରପାଲ ବ୍ଲକ ଅଞ୍ଚଳର ଏକ ଗ୍ରାମର ଗୋଟିଏ ପରିବାରର ୧୦ ଜଣଙ୍କୁ ମିଶାଇ ୧୧ ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ସ୍ୱାମୀ ସ୍ତ୍ରୀ ୨ ଜଣ ଅଛନ୍ତି।ଏମାନେ ଅନ୍ୟ…
Read More...

ଜଙ୍ଗଲରୁ ମିଳିଲା ତିନି ମୃତଦେହ:ଜଘନ୍ୟ ହତ୍ୟାକାଣ୍ଡ ସନ୍ଦେହ

ଜଘନ୍ୟ ହତ୍ୟାକାଣ୍ଡ ସନ୍ଦେହ।ଜଙ୍ଗଲରୁ ମିଳିଲା ତିନି ମୃତଦେହ।ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଘଟଣାଟି ଏଇଭଳି।ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଡିମିରିପାଦା ପାହାଡ଼କୁ ଲାଗି ଥିବା ବାଲିପଟା ଗ୍ରାମର ବାଲିକୁଦିଆ ଜଙ୍ଗଲରେ ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କ ମୃତଦେହ ଝୁଲୁଥିବା…
Read More...

ପୋଲିସ ଷ୍ଟେସନ ଭିତରକୁ ସର୍ବସାଧାରଣ ପ୍ରବେଶ ଉପରେ ଲାଗିଲା ରୋକ:କରୋନା ସଂକ୍ରମଣ ଆଶଙ୍କାରେ ଲାଗିଲା କଟକଣା

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କରୋନା ମହାମାରୀ ଦାଉରୁ ପୋଲିସ କର୍ମଚାରୀ ମାନଙ୍କୁ ରକ୍ଷା କରିବା ପାଇଁ ଏକ ଦିଶାନିର୍ଦେଶ ଜାରି କରିଛନ୍ତି। ଅଭିଯୋଗକାରୀ ଏବେ ଥାନା ଭିତରକୁ ଯିବା ମନା।ଥାନାର ମୁଖ୍ୟ ବିଲଡିଂ ବାହାରେ ଅଭ୍ୟର୍ଥନା ଡେସ୍କ ରହିବ ଓ ଫୋନ ଦ୍ୱାରା ଅଭିଯୋଗ ଗ୍ରହଣ ଉପରେ ଜୋର…
Read More...

କେନାଲରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ

କେନାଲ ପାଣିରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ । ଜଣେ ବୁଡି ଯାଉଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣଙ୍କର ମଧ୍ୟ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ହେମସୁରପଡା ଅଞ୍ଚଳରେ । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ବୃନ୍ଦାବନ ସେଠି ଓ ତାର ସାଙ୍ଗ ବାବୁ…
Read More...