୪୧୮ ରେ ପହଁଚିଲା ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଆଜି ଅନୁଗୁଳ ଜିଲ୍ଲାରୁ ୨୩ କରୋନା ପଜିଟିଭ ଚିହ୍ନଟ ହେବାସହ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୪୧୮ ରେ।ଚିହ୍ନଟ ମାନଙ୍କ ମଧ୍ୟରେ ବନରପାଳ ବ୍ଲକରୁ ୧୦, ଅନୁଗୁଳ ବ୍ଲକରୁ ୫, ତାଳଚେର ବ୍ଲକରୁ ୩, ପାଲହଡା ବ୍ଲକରୁ ୨ ଜଣ, ଅନୁଗୁଳ ପୋୖରାଞ୍ଚଳରୁ ୨ ଓ କିଶୋରେନଗର ବ୍ଲକରୁ ଜଣେ ଆକ୍ରାନ୍ତ…
Read More...
Read More...