Webportal
Browsing Category

Current

ଆଜି ଅନୁଗୁଳ ଜିଲ୍ଲାରୁ ୫୦ ଆକ୍ରାନ୍ତ ଚିହ୍ନଟ,୩ ମୃତ ସୂଚନା

ଆଜି ଅନୁଗୁଳ ଜିଲ୍ଲାରୁ ଗୋଟିଏ ଦିନରେ ରେକର୍ଡ଼ ୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୧୪ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୭ ଜଣ ଓ କଣିହାଁ ବ୍ଲକ ଅଞ୍ଚଳରୁ ୪ ଜଣ ଚିହ୍ନଟ…
Read More...

ସିନେମା ଷ୍ଟାଇଲ ଏଟିଏମ ଲୁଟେରା ଗ୍ୟାଙ୍ଗ ଅନୁଗୁଳ ପୋଲିସ କବଜାରେ:ତଦନ୍ତରେ ବଡ ରାକେଟ ସମ୍ବନ୍ଧରେ ପର୍ଦାଫାସ ର…

ଗତ ଆଠ ତାରିଖ ରାତିରେ ଅନୁଗୁଳ ସହରର ଦୁଇ ଦୁଇଟି ଏଟିଏମ ଭାଙ୍ଗିଥିଲେ ଦୁର୍ବୃତ୍ତ।ତାଙ୍କର ଏଟିଏମ ଲୁଟ ପ୍ରଣାଳୀ ସିନେମା ଷ୍ଟାଇଲ ସହିତ ମିଶିଯାଉଛି।ପୋଲିସ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେଟବ୍ୟାଙ୍କ ଏଟିଏମ୍ ରୁ ୨୭,୯୦୦୦୦ ଲୁଟ ହୋଇଥିବା ବେଳେ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ରୁ ଟଙ୍କା ଲୁଟର…
Read More...

ସାବଧାନ ରୁହନ୍ତୁ:ଅନୁଗୁଳ ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ଅନୁଗୁଳ ଜିଲ୍ଲାରୁ ୪ କରୋନା ପଜିଟିଭ ଚିହ୍ନଟ ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୪୩୧ ରେ।ଅନୁଗୁଳ ପୋୖରାଞ୍ଚଳରୁ ଦୁଇଜଣ ଏବଂ ବନରପାଳ ଓ ଆଠମଲ୍ଲିକ ବ୍ଲକରୁ ଜଣେ ଲେଖାଏଁ ହୋମ କ୍ୱାରେଣ୍ଟଟାଇନରେ ଥିବା ଅବସ୍ଥାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର…
Read More...

ଏଟିଏମ ଭାଙ୍ଗୀ ଟଙ୍କା ଲୁଟ

ଅନୁଗୁଳ ସହରରେ ମାତିଲେ ଏଟିଏମ ଲୁଟେରା। କରଡାଗାଡ଼ିଆ ଛକ ନିକଟରେ ଥିବା ଏସବିଆଇ ଏଟିଏମ ମେସିନ କୁ ଗ୍ୟାସକଟର ରେ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କା ।୫୫ ନମ୍ବର ଜାତୀୟ ରାଜପଥ କଡରେ ଜନବହୁଳ ଅଞ୍ଚଳରେ ଥିବା ସତ୍ୱେ ବିଳମ୍ବିତ ରାତିରେ ଏଟିଏମ ରୁ ଟଙ୍କା ଲୁଟି ନେଇଛନ୍ତି ଦୃବୃତ।ପୂର୍ବରୁ ଏହି…
Read More...