ଚାକିରିରୁ ଛଟେଇ ବିରୁଦ୍ଧରେ ପ୍ରତିବାଦ
କୋଭିଡ କାର୍ଯ୍ୟ ରେ ନିୟୋଜିତ ଠିକା ପାରା ମେଡ଼ିକାଲ ଷ୍ଟାପ ଙ୍କୁ ଚାକିରୀ ରୁ ଛଟେଇ କରିଛି ଅନୁଗୁଳ ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଆଜି ଦେଖିବାକୁ ମିଳିଛି ପ୍ରତିବାଦ । ଛଟେଇ ହୋଇଥିବା ପାରା ମେଡ଼ିକାଲ ଷ୍ଟାପ ଆଜି ଅନୁଗୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ପ୍ରତିବାଦ ଶୋଭା ଯାତ୍ରା ଆରମ୍ଭ…
Read More...
Read More...