ବଲେରୋ ବାଇକ ଦୁର୍ଘଟଣାରେ ୧୦ ଗୁରୁତର ଆହତ
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା - ବୁଢାପାଳ ରାସ୍ତାରେ ସେଣ୍ଢା ଗ୍ରାମର ଟିକିରା ପୋଲ ନିକଟରେ ଦୁର୍ଘଟଣା । ବଲେରୋ- ବାଇକ୍ ମୁହାଁମୁହିଁ ହେବା ଫଳରେ ୧୦ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ,ବଲେରୋ ଟି ଛେଣ୍ଡିପଦା ରୁ ଦେବଗଡ଼ ଅଭିମୁଖେ ଯାଉଥିବା ବେଳେ ତାର ଚକା ଫାଟିବା ଫଳରେ ବଲୋରୋ ଓ…
Read More...
Read More...