Webportal
Browsing Category

Current

ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ

ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ।ଅନୁଗୁଳ ଜିଲ୍ଲାରେ ଆଜି ଦୁଇ ଗୋଟି ଅବକାରୀ କାର୍ଯ୍ୟାଳୟ ର ଶୁଭ ଉଦଘାଟନ ହୋଇଛି। ଅନୁଗୁଳ ଜିଲ୍ଲାରେ ଅବକାରୀ ନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ କାର୍ଯ୍ୟାଳୟ ଏବଂ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ କାର୍ଯ୍ୟାଳୟ ନଥିବାରୁ ଦୀର୍ଘ ଦିନ…
Read More...

ଓଡିଆ ଅସ୍ମିତା ନାଁରେ ଲୋକଙ୍କୁ ଆଜି ଯାଏଁ ଭୁଆଁ ବୁଲେଇ ଆସିଛି ବିଜେପି

ଓଡିଆ ଅସ୍ମିତା ନାଁରେ ଲୋକଙ୍କୁ ଆଜି ଯାଏଁ ଭୁଆଁ ବୁଲେଇ ଆସିଛି ବିଜେପି।ନିର୍ବାଚନ ସମୟରେ ଓଡିଆ ଅସ୍ମିତା ର ଭାଷଣ କେବଳ ଜିତିବା ପାଇଁ । ସରକାର ଗଠନ ପରେ ଓଡିଆ ଅସ୍ମିତା ର କଥା ବର୍ତ୍ତମାନ ପାଇଁ ଅତୀତ।ତାମିଲ ପାଣ୍ଡିୟାନ ଶାସନ ବ୍ୟବସ୍ଥା ଦେଖିଲେ ଓଡିଆ ଅସ୍ମିତା ବିପଦରେ।ହରିୟାଣା ର ମନୋଜ…
Read More...

ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ।ଡ଼ି. ଏମ. ଏଫ୍. ପାଣ୍ଠି ବିନିଯୋଗରେ ଖଣି ଜିଲ୍ଲା ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ।ସଂକଳ୍ପ ପତ୍ରର ମୁଖ୍ୟ ପ୍ରତିଶ୍ରୁତିକୁ ଅନୁଧ୍ୟାନ…
Read More...

କିଟ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜୋରଦାର ଝଟକା ; ଜମିର କିସମ ବଦଳାଇବା ଉପରେ ରୋକ

୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉପରେ ଲାଗିଲା ରୋକ୍‌। ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନିଜେ କିସମ ପରିବର୍ତ୍ତନ ପାଇଁ ଅନୁମୋଦନ କରିଥିଲେ। କିନ୍ତୁ ନିର୍ବାଚନ ପରେ କେନ୍ଦ୍ରରେ ସମାନ ସରକାର ଥିବା ବେଳେ ମନ୍ତ୍ରୀ ବଦଳିଛନ୍ତି। ତେଣୁ ଏହି ଜମିର କିସମ ପରିବର୍ତ୍ତନ ଉପରେ ରୋକ…
Read More...

ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା

ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା। ଅନୁଗୁଳ ସହର ହୁଲୁରସିଂହା ଠାରେ ଥିବା ସରୋଜିନୀ ହେଲଥ କେୟାର ରେ ଘଟିଛି ଅଘଟଣ। ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା । ସୂଚନା ଯେ, ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଗାଁର ସୁଧୀର…
Read More...

ଆଟେଣ୍ଡାଣ୍ଟ ହାତରେ ରୋଗୀର ଜୀବନ

ଆଟେଣ୍ଡାଣ୍ଟ ହାତରେ ରୋଗୀର ଜୀବନ।ଆଟେଣ୍ଡାଣ୍ଟ ଦେଉଛି ସାଲାଇନ,ତାହା ପୁଣି ନିଶାସକ୍ତ ଅବସ୍ଥାରେ ।ଏଭଳି ଏକ ଅଭିଯୋଗ ଆସିଛି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ରୁ । ଅଭିଯୋଗ ଅନୁଯାୟୀ ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗ୍ରାମର ଶିବାଶିଷ ହୋତାଙ୍କ ମା ନଳିନୀ ହୋତା (୭୯ବର୍ଷ) ପଡ଼ିଯିବାରୁ ଆଘାତ ପ୍ରାପ୍ତ…
Read More...

ଡ୍ରେନରେ ବୁଡି ମୃତ୍ୟୁ ଘଟଣାେର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ

ରାଜଧାନୀରେ ନାଳରେ ଭାସିଯାଇ ଗୋଟିଏ ଛୋଟ ପିଲା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ଡ୍ରେନେଜ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ…
Read More...

ବିଜେପି ଦ୍ଵାରା ଉପେକ୍ଷିତ ହେବା ପରେ ମୁଁହ ଖୋଲିଲେ ମୋହନ ଭାଗବତ

ବିଜେପି ଦ୍ଵାରା ଉପେକ୍ଷିତ ହେବା ପରେ ମୁଁହ ଖୋଲିଲେ ମୋହନ ଭାଗବତ।ନରେନ୍ଦ୍ର ମୋଦୀଙ୍କ ଆସନ ପ୍ରତି ବିପଦର ସଙ୍କେତ ? ଏହା କାହାକୁ ଅଛପା ନାହିଁ ଯେ ଆରଏସଏସ ବା ରାଷ୍ଟ୍ରୀୟ ସ୍ଵଂୟସେବକ ସଙ୍ଘ ର ମାର୍ଗଦର୍ଶନ ରେ ଭାରତୀୟ ଜନତା ଦଳ ପରିଚାଳିତ ହୁଏ। ବିରୋଧୀ ଦଳ ଗୁଡ଼ିକ ମଧ୍ୟ ଲଗାତାର ଭାବେ…
Read More...

ଅନୁଗୁଳରେ ବରିଷ୍ଟ ସାମ୍ବାଦିକ ରଘୁନାଥ ସାହୁଙ୍କ ଙ୍କ ସ୍ମୃତିରେ ରକ୍ତଦାନ

ମିଷ୍ଟାଭାଷୀ, କର୍ମଠ ଓ ସବୁ ସମୟରେ ନୂଆ ନୂଆ ପ୍ରୟୋଗ ଖବର ସଂଗ୍ରହ ପାଇଁ କହୁଥିବା ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା…
Read More...