Webportal
Browsing Category

Current

ଟ୍ରକ ବାଇକ ଧକ୍କାରେ ଦୁଇ ମୃତ

ଅନୁଗୁଳ ଜିଲ୍ଲା  କଣିହାଁ, ନକ୍ ନକା ଓମ ଢାବା ପାଖରେ ଟ୍ରକ୍ ସହିତ ବାଇକ୍ ଧକ୍କାରେ ଜଣେ ଘଟଣାସ୍ଥଳରେ ମୃତ ଓ ଅନ୍ୟ ଜଣେ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ମୃତ୍ୟୁ ବରଣ କରିଛନ୍ତି।  ମୃତ ବ୍ୟକ୍ତି  କମରେଇ ଗାଁ ର ଲଲିତ ସାହୁ ଓ ଜ୍ୟୋତି ରଞ୍ଜନ ସାହୁ। ଖବର ପାଇ ଉତ୍ୟକ୍ତ…
Read More...

ଆମ୍ବୁଲାନ୍ସ ସହ ଟ୍ୟାଙ୍କର ଦୁର୍ଘଟଣା: ୪ ମୃତ

ଅନୁଗୁଳ ଜିଲ୍ଲା ଜରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗ୍ୟାସ ଟ୍ୟାଙ୍କର ସହ ଆମ୍ବୁଲାନ୍ସ ଦୁର୍ଘଟଣା। ଘଟଣା ସ୍ଥଳରେ ୪ ମୃତ, ୪ ଗୁରୁତର ସୂଚନା। ମୃତକଙ୍କ ପରିଚୟ ମିଳିନାହିଁ। ଆମ୍ବୁଲାନ୍ସ ଟି ସମ୍ବଲପୁର ରୁ ଭୁବନେଶ୍ୱର ଯାଉଥିବା ସୂଚନା। ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ଯ ଜାରି।
Read More...

ସୋରରେ ଚକାଡୋଳା ବସ ଦୁର୍ଘଟଣାଗ୍ରସ୍ତ

ଏକ ଦୁଃଖଦ ଘଟଣା କ୍ରମେ ସୋରରେ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ସୋର ଥାନା ଛକ ନିକଟରେ ଚକାଡୋଳା ବସ ଓଲଟି ପଡିଛି । ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡିଲା ଚକାଡୋଳା ବସ୍ । ବସ୍ ରେ ପ୍ରାୟେ ଷାଠିଏ ଜଣ ଯାତ୍ରୀ ଥିବାର ସୂଚନା…
Read More...

ଟ୍ରକ ଧକ୍କାରେ ଶିକ୍ଷକ ମୃତ

ଅନୁଗୁଳ ଜିଲ୍ଲା ଜରପଡା ଥାନା ୫୫ ନମ୍ବର ଜାତୀୟ ରାଜପଥର ତୁକୁଡ଼ା ଛକ ନିକଟରେ ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଆଜି ଦିନ ସାଢ଼େ ୧୨ ଟାରେ ଏକ ବାଇକରେ ଅନୁଗୁଳ ଆଡୁ ସମ୍ବଲପୁର ଆଡକୁ ଜୀବନ ନାଏକ(୩୬) ଓ ନରେନ୍ଦ୍ର ମଲ୍ଲିକ(୩୭) ନାମକ ଦୁଇ ଯୁବକ ଯାଉଥିବା ବେଳେ…
Read More...

ଶୀତ କମିଲେ ତୈଳ ଦର ହ୍ରାସ ପାଇବ: ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

ଦେଶରେ ତୈଳ ଦାମ ବୃଦ୍ଧିକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଚକ ବୟାନ । ଶୀତ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା କହିଲେ ମନ୍ତ୍ରୀ । ଯେମିତି ଯେମିତି ଶୀତ କମିବ ସେମିତି ଦରରେ ହ୍ରାସ ପାଇବ ବୋଲି ବାରଣାସୀ ଗସ୍ତରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି…
Read More...