Webportal
Browsing Category

Current

ଗୁପଚୁପ ପାଇଁ ଆତ୍ମହତ୍ୟା

ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କର ଗୁପଚୁପ୍‍ ଖାଇବାରେ ନାପସନ୍ଦ (କ୍ରୋଧ)ହୋଇ ତାଙ୍କ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ବିଷ ପିଇବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ତ୍ରୀକୁ…
Read More...

ଏମାନେ କରୁଛନ୍ତି ଶାସନ:ଚଡି ପିନ୍ଧି ଟ୍ରେନରେ ବୁଲିଲେ ବିଧାୟକ

ନିଜ କାର୍ଯ୍ୟକଳାପକୁ ବିହାରର JDUର ବିଧାୟକ ଗୋପାଳ ମଣ୍ଡଳ ବିବାଦକୁ ଆସିଛନ୍ତି । ସେ ଦିଲ୍ଲୀରୁ ପାଟଣା ଯାଉଥିବା ସମୟରେ ଏପରି କାମ କଲେ ଯେ, ହଙ୍ଗାମା ହୋଇଗଲା । ସହଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ମାରପିଟ୍ କରିବାକୁ ଅଣ୍ଟା ଭିଡିଥିଲେ ଓ ଗୁଳି କରିବାକୁ ଧମକ ଦେଇଥିଲେ…
Read More...

୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୨୦ ଜଣ ୦-୧୮ ବର୍ଷ ଭିତରେ ଛୁଆ ଓ କିଶୋର ଅଛନ୍ତି । ଆଜି କ୍ୱାରେଣ୍ଟାଇନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ…
Read More...

କ୍ରାଇମବ୍ରାଞ୍ଚ ର ମାରାଥନ ଜେରା: ଗିରଫ ହେବେ କି ବିଦ୍ୟାଭାରତି?

ଫିଟିବ କି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ । ଦୁଇ ଜଣ ମହିଳା ଅଫିସରଙ୍କ ସହ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ମାରାଥନ ଜେରା କରିଛି ।…
Read More...

ଆସନ୍ତା ୬ ରେ ଆଉ ଏକ ଲଘୁଚାପ

ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୬ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି କୁହାଯାଇଛି। ଏଥର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧିପାରିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି…
Read More...

ଆଇଏଏସ ସ୍ତରରେ ଅଦଳବଦଳ

ଓଡିଶା ସରକାର ଆଇଏଏସ୍‌ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପାଇଁ ରିଲିଭ କରାଯାଇଛି। ସେ କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍‌ଏଫ୍‌ଏସ୍‌ଏମ୍‌)ର ପରିଚାଳନା…
Read More...

ନାକେଦମ କଲା ବାଘ:ଖସିଯିବାର ଅଳ୍ପସମୟ ମଧ୍ୟରେ ହେଲା କାବୁ

ନନ୍ଦନକାନନରେ ଅଘଟଣ । ନନ୍ଦନକାନନରେ ଥିବା ମହାବଳ ବାଘ ଖସିଯାଇଥିବା ଖବର ସାମ୍ନାକୁ ଆସିଛି । କିଛି ସମୟ ପରେ ବନକର୍ମଚାରୀ ବାଘଟିକୁ ଉଦ୍ଧାର କରିଛନ୍ତି। ୩୩ ନମ୍ବର ଖୁଆଡରୁ ମହାବଳ ବାଘ ଖସି ପଳାଇଥିଲା । ଆଜି ସକାଳ ପ୍ରାୟ ୯ଟା ୩୦ ଟା ପାଖାପାଖି ଏପରି ଅଘଟଣ ଘଟିଛି ।ବାଘଟି ତାରବାଡ ଜାଲିକୁ…
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣ: ସିଆରପିଏଫ ଯବାନ ଆହତ

ମାଲକାନଗିରି ସୀମାନ୍ତ ବିଜାପୁର ଜିଲା ତିମାପୁରଠାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟି ଜଣେ ଯବାନ ଆହତ ହୋଇଛନ୍ତି। ତିମାପୁରଠାରେ ରାସ୍ତା କାର୍ଯ୍ୟ ଚାଲୁଥିବାରୁ ସୁରକ୍ଷା ଦେବା ପାଇଁ ଏହି ଯବାନମାନେ ବାହାରିଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ହୋଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ…
Read More...

ପ୍ରହସନ ପାଲଟିଛି ମୋଟରଯାନ ପ୍ରଦୂଷଣ ଯାଞ୍ଚ

ରାଜ୍ୟରେ ଦୁଇ ଚକିଆ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ମୋଟରଯାନ ମାନଙ୍କ ପାଇଁ ବୈଧ ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ ନିହାତି ଆବଶ୍ୟକ। ନଚେତ ଜୋରିମାନା ଦେବାକୁ ହେବ,ଗାଡିର ଫିଟନେସ ହେବନାହିଁ ଇତ୍ୟାଦି ଇତ୍ୟାଦି। ପ୍ରଦୂଷଣ ମନୁଷ୍ୟ ଜୀବନକୁ ବିଷର ବଳୟ କୁ ଠେଲି ଦେଇଥିବା ବେଳେ ଏହା ନିଶ୍ଚିତ…
Read More...