ଉଦୟପୁର ହତ୍ୟାକାଣ୍ଡ କୁ ନେଇ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କଲା ବିଜେପି
ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣାକୁ ନେଇ କଂଗ୍ରେସର ସାଂଘାତିକ ଅଭିଯୋଗ। ଦଳ ଏହି ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତ ସହ ବିଜେପି ନେତାର ସମ୍ପର୍କ ଥିବା ଅଭିଯୋଗ କରିଛି। ଏମିତିକି ବିଜେପି ନେତା ସହ ହତ୍ୟାକାରୀର ଏକ ଫଟୋ ମଧ୍ୟ ସେୟାର କରିଛି କଂଗ୍ରେସ। ତେବେ ଏହାକୁ ଖଣ୍ଡନ କରିଛି ବିଜେପି।…
Read More...
Read More...