ଇଲିସି ଦର ଆକାଶଛୁଆଁ
ଧାମରା ଅଂଚଳରେ ଇଲିସି ମାଛର ଆକାଶଛୁଆଁ ଦର। ଚନ୍ଦନୀପାଳ କଣ୍ଟା ହେଉ କିମ୍ବା ଧାମରା ମାଛଧରା ଜେଟି ହେଉ ସବୁଠି ଇଲିସି ମାଛର ଚାହିଦା। ମାଛର ସାଇଜ ଯେତିକି ବଡ ଦର ବି ସେତିକି ଉଚ୍ଚା। ଇଲିସିର ଏମିତି ଆକାଶଛୁଆଁ ଦର ଶୁଣି ସାଧାରଣ ଖାଉଟି କେବଳ ଦେଖି ଦେଖି ମନକୁ ବୁଝାଇ ଦେଉଛି। କିଲେ ଅଧେ…
Read More...
Read More...