Webportal
Browsing Category

Current

CHSE ପିଅନ ଚାକିରିରୁ ରେକର୍ଡ ସପ୍ଲାଏର ହୋଇଥିବା କର୍ମଚାରୀଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ଠାବ

CHSE ପିଅନ ଚାକିରିରୁ ରେକର୍ଡ ସପ୍ଲାଏର ହୋଇଥିବା କର୍ମଚାରୀଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ଠାବ।ଆଉ ୩ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଆଜି ଅଚାନକ ମାଡ଼ି ବସିଲା ଭିଜିଲାନ୍ସ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ରେ ରେକର୍ଡ ସପ୍ଲାଏର ଥିବା ପୁରେନ୍ଦ୍ର କୁମାର ସେଠୀଙ୍କ…
Read More...

ରକ୍ତ ଦାନ ଶିବିର : ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ରକ୍ତ ଦାନ ଶିବିର କୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅନୁଗୁଳ ସହରର ଶିମିଳିପଡ଼ା ଠାରେ ସୋମବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ,  ଶିମିଳିପଡ଼ା ଏସ ବି ଆଇ ରାସ୍ ମେକ୍ ବ୍ରାଞ୍ଚ ଠାରେ ଶ୍ରୀ ଏଣ୍ଟରପ୍ରାଇଜ ଏବଂ ଦିବ୍ୟମ ଆସୋସିଏଟ୍ ପ୍ରାଇଭେଟ…
Read More...

ପଡିଆ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ପଡିଆ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର। ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ସୌଭାଗ୍ୟ ନଗର ସ୍ଥିତ ହୋମ୍ ଗାର୍ଡ ଅଫିସ ନିକଟରେ ଥିବା ଏକ ପଡିଆ ରୁ ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଯେ, ଆଜି ସକାଳ ସମୟରେ ପଡିଆ କୁ କିଛି ମହିଳା ମାନେ ଶୌଚ ହେବାକୁ ଯାଉଥିବା ବେଳେ ଜଣେ…
Read More...

ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ରୋନାଲ୍ଡୋଙ୍କ ନାଁରେ ୟୁଟ୍ୟୁବ କୁ ନେଇ ବିଶ୍ୱ ରେକର୍ଡ।

ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ।ସେ ବୁଧବାର ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଥିବା ବେଳେ ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଏହାର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରି ଯାଇଛି। ଏତେ କମ…
Read More...

କୋଲକାତା ଲଜ୍ୟା ର ଶୁଣାଣି କରିବେ ସୁପ୍ରିମକୋର୍ଟ

ସାରା ଦେଶକୁ ଦୋହଲାଇ ଦେଇଥିବା କୋଲକାତାର ଲୋମ ହର୍ଷଣକାରୀ ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟଙ୍କ ୩…
Read More...

ଅନୁଗୁଳ ରେ ସ୍ଵାଧୀନତା ଦିବସ ପାଳିତ

ଅନୁଗୁଳ ରେ ଜିଲା ସ୍ଥାରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଛି ।ଆୟୋଜିତ ଜିଲା ସ୍ଥାରୀୟ ଉତ୍ସବରେ ଜିଲାପାଳ ଅନୁଗୁଳ ମହମ୍ମଦ ଅଵଦ୍ଦୁଲ ଅଖରତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ରାଷ୍ଟ୍ର ଉଦେଶ୍ୟ ନିଜର…
Read More...

ବ୍ଲାକରୋଜ୍ ବୁଡ଼ି ମାମଲା: ସିବିଆଇ ନେଇପାରେ ତଦନ୍ତ ଦାୟିତ୍ୱ

ବ୍ଲାକରୋଜ୍ ବୁଡ଼ି ମାମଲା: ସିବିଆଇ ନେଇପାରେ ତଦନ୍ତ ଦାୟିତ୍ୱ, ବଢ଼ିଲା ବବି ଦାସଙ୍କ ଅଡ଼ୁଆ।ବବିଙ୍କ ପରିବାର ସଦସ୍ୟଙ୍କ ମାଲିକାନାରେ ଥିବା କମ୍ପାନୀ ମେସର୍ସ ରେକ୍ଟର ମାଇନ୍ସ ଆଣ୍ଡ ମିନେରାଲସ ପ୍ରାଇଭେଟ୍ ଲିମିଟେଡର ଲୁହାପଥରକୁ ଏହି ମଙ୍ଗୋଲୀୟ ଜାହାଜ ‘ଏମଭିବ୍ଲାକରୋଜ୍‌’ ଚୀନ ନେଇ ଯାଉଥିଲା…
Read More...

ଘରେ ଘରେ ତ୍ରିରଙ୍ଗା ଅଭିଯାନ

'ଘରେ ଘରେ ତ୍ରିରଙ୍ଗା ଅଭିଯାନ'।ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ।ଏହି ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହେଉଛି ଓ ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର…
Read More...

ନଗର ଉନ୍ନୟନ ମନ୍ତ୍ରୀ ଅପଦସ୍ତ

ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ ନାୟକଙ୍କୁ ଆଜି ହଟହଟା ହୋଇ ଚାକିରିରୁ ବିଦା ହେବାକୁ ପଡ଼ିଛି । ମାତ୍ର ମାସକ ପୂର୍ବରୁ ତାଙ୍କୁ ‘ଜାଗା ମିଶନ’ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଥଇଥାନ କରିଥିଲେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କିନ୍ତୁ ଶ୍ରୀ ନାୟକଙ୍କ ଏହି ପୁନଃଥଇଥାନ…
Read More...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଲେ ଯେ ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ…
Read More...