୨୦୨୪ରେ ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ
କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ତାଳଚେର ସାର କାରଖାନା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି କାରଖାନାରୁ ୨୦୨୪ରେ ଉତ୍ପାଦନ ଆରମ୍ଭ ହେବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧୨.୭ ଏଲ୍ଏମ୍ଟିପି। ଏଥିରେ କୋଇଲା ବାଷ୍ପୀକରଣ ପ୍ରଯୁକ୍ତିକୁ ବ୍ୟବହାର…
Read More...
Read More...