Webportal
Browsing Category

Current

ସିବିଆଇ ର ପର ଏବେ ଗେରୁଆ ହୋଇଗଲାଣି: କପିଲ୍‌ ସିବଲ୍‌

ପୂର୍ବତନ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ କପିଲ୍‌ ସିବଲ୍‌ ଆଜି ତାଙ୍କର ପ୍ରସିଦ୍ଧ ଉକ୍ତି ‘ସିବିଆଇ’ ଗୋଟାଏ ‘ପିଞ୍ଜରାବଦ୍ଧ ଶୁଆ’ କଥା ସ୍ମରଣ କରି କହିଛନ୍ତି ଯେ, ପର ଗେରୁଆ ହୋଇ ଯାଇଥିବା ଉକ୍ତ ଶୁଆକୁ ଏବେ ପିଞ୍ଜରାମୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ‘ସିବିଆଇ’ ‘ପିଞ୍ଜରାବଦ୍ଧ ଶୁଆ’…
Read More...

ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍‌: ୧୭୧ ମୃତକଙ୍କ ପରିବାରର ଗୋଟିଏ ଫୋନ୍‌ ‌ନମ୍ବର!ଗୋଟିଏ ପଞ୍ଚାୟତରେ ୧୫ ମାସ‌ରେ…

କେନ୍ଦୁଝର ରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହରିଲୁଟ୍‌ ପାଇଁ ଆପଣା ଯାଇଛି ଭିନ୍ନ ଭିନ୍ନ ତରିକା। କେଉଁଠି ଜଣେ ବ୍ୟକ୍ତିଙ୍କୁ ଦୁଇଥର ମାରି ଦିଆଯାଇଛି ତ ଆଉ କେଉଁଠି ୪ ବର୍ଷ ତଳେ ମରିଥିବା ବ୍ୟକ୍ତିଙ୍କୁ ଏବେ ମରିଛି ଦର୍ଶାଇ ଅର୍ଥ ଉଠାଯାଇଛି। ଏଭଳି ସ୍ଥିତିରେ ଆଉ ଏକ ନୂତନ ତଥ୍ୟ ପଦାକୁ…
Read More...

ଜାତି କାର୍ଡ : ଆପ୍ ଖେଳିଲା ରାଜପୁତ୍ କାର୍ଡ, କହିଲା ମନୀଷ ସିସୋଦିଆ ମହାରାଣା ପ୍ରତାପଙ୍କ ବଂଶଜ

ଦିଲ୍ଲୀ ଅବକାରୀ ନୀତି ପ୍ରଣୟନରେ ଦୁର୍ନୀତି ହୋଇଛି ବୋଲି କୁହାଯାଉଥିବା ଘଟଣାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆଉ୧୩ଜଣଙ୍କ ନାମରେ ‘ସିବିଆଇ’ ‘ଲୁକ୍‌ ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କରିଛି। ଏହି ମାମଲାରେ ‘ସିବିଆଇ’ ଫାଇଲ୍‌ କରିଥିବା ‘ଏଫ୍‌ଆଇଆର୍‌’ରେ ମନୀଷ…
Read More...

ଭାରତ ପାଇଁ ଆମେରିକା ନଇଁଥିବା ଲାଗିବାରୁ ଖୁସିରେ ଋଷ ଦେଲା ବୟାନ

CAATSA ରୁ ଭାରତକୁ ଦିଆଯାଇଥିବା ଛାଡକୁ ନେଇ ଋଷ ଆମେରିକା ଉପରେ ପ୍ରଶ୍ନ ଉଠାଇଛି । ଋଷ କହିଛି ଯେ ଭାରତ ପାଇଁ ନିଆଯାଇଥିବା ଏହି ନିଷ୍ପତ୍ତି ଆମେରିକାର ଦୁର୍ବଳତାକୁ ଦର୍ଶାଇଛି । ବିଶେଷ କଥା ହେଉଛି ପାଶ୍ଚାତ୍ୟ ଦେଶରୁ କଠୋର ପ୍ରତିବନ୍ଧକ ସାମ୍ନା କରୁଥିବା ଋଷର ଅସ୍ତ୍ରଶସ୍ତ୍ର ରପ୍ତାନି…
Read More...

ରାକେଶ ଟିକାୟତଙ୍କୁ ହେପାଜତକୁ ନେଲା ଦିଲ୍ଲୀ ପୋଲିସ

ଲକ୍ଷ୍ମୀପୁର ଖେରୀରୁ ଦିଲ୍ଲୀ ଆସୁଥିବା କୃଷକ ନେତା ରାକେଶ ଟିକାୟତଙ୍କୁ ଦିଲ୍ଲୀ ପୋଲିସ ନିଜ ହେପାଜତକୁ ନେଇଛି । ଟ୍ୱିଟ୍ କରି ରାକେଶ ଟିକାୟତ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍‌ରେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ କୃଷକଙ୍କ ସ୍ୱରକୁ ଦମନ…
Read More...

ପୁନର୍ବାର ନଜର ବନ୍ଦୀ ହେଲେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ସହ ମେହବୁବା ମୁଫତି କାଶ୍ମୀରୀ ପଣ୍ଡିତଙ୍କ ଅବସ୍ଥା ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଥରେ…
Read More...

ହତ୍ୟା ଅଭିଯୁକ୍ତଙ୍କୁ ଧରିବାପାଇଁ ବାବାଙ୍କ ଶରଣ ନେଲେ ପୋଲିସ ବାବୁ, ଫଳ ଚାକିରୀରୁ ନିଲମ୍ବିତ

ହତ୍ୟା ଅଭିଯୁକ୍ତଙ୍କୁ ଧରିବାପାଇଁ ବାବାଙ୍କ ଶରଣ ନେଇ ଫସିଛନ୍ତି ଜଣେ ପୋଲିସ ବାବୁ। ଏହାପରେ ତାଙ୍କୁ ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡ଼ିଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଘଟିଛି। ତେବେ ଜଣେ ପୋଲିସ ଅଧିକାରୀ ହତ୍ୟା ମାମଲାର ସମାଧାନର ସାହାଯ୍ୟ ମାଗିବା ପାଇଁ ଜଣେ…
Read More...

ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାର୍ଡ

ଯାଜପୁର ଜିଲ୍ଲା ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଛନ୍ତି ସିକ୍ୟୁରିଟି ଗାର୍ଡ । .ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲକୁ ଆସିଥାନ୍ତି ରୋଗୀ ।…
Read More...

ହତ୍ୟାକାରୀକୁ ମହିଳା ସାଥୀଙ୍କ ସହ ହୋଟେଲରେ ସମୟ ବିତାଇବା ପାଇଁ ଅନୁମତି ଦେଇ ତିନି ପୁଲିସ କର୍ମୀଚାରୀ ଗିରଫ 

ହତ୍ୟାକାରୀଙ୍କୁ ଏକ ହୋଟଲରେ ନିଜର ପ୍ରେମିକା ସହ ସମୟ ବିତାୟିବା ପାଇଁ ଛାଡ଼ିବା ଅଭିଯୋଗରେ ତିତି ଜଣ ପୁଲିସ କର୍ମୀ ଗିରଫ ହୋଇଛନ୍ତି। ଏପରି ଘଟଣା କର୍ଣ୍ଣାଟକ ହବଲିରେ ଘଟିଛି। ଏନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି, ତିନି ଜଣ ପୁଲିସ ଅଧିକାରୀ ହୋଟଲ ବାହାରେ ଜଗିଥିଲେ। ଏହି ସମୟରେ ସେଠାରେ…
Read More...

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ୪ ମହଲା ଛାତରୁ ଢେଇଁ ରୋଗୀ ମୃତ୍

ଢେଙ୍କାନଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ପୁଣି ଘଟିଛି ଅଘଟଣ । ୪ ମହଲା ଛାତରୁ ଢେଇଁ ପଡ଼ିଲେ ଜଣେ ରୋଗୀ । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ନାମ ଦୁର୍ଯ୍ୟୋଧନ ନାୟକ । ସେ ପର୍ଜଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି । ଗତକାଲି ରାତିରେ ଦୁର୍ଯ୍ୟୋଧନ ଉଚ୍ଚ…
Read More...