Webportal
Browsing Category

Current

ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲା ପଶ୍ଚିମ ଓଡ଼ିଶା ଓକିଲ ସଂଘ

ଦୀର୍ଘଦିନ ହେଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନିମନ୍ତେ ଦାବି ହୋଇ ଆସୁଛି। ତେବେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ସମୟ ଦେଉନଥିବା ଓ ଦାବିପତ୍ର ଦେବା ପରେ ବି କିଛି କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ…
Read More...

ବି‌ଜେପି ସଂସଦୀୟ ବୋର୍ଡ ପୁନର୍ଗଠିତ : ଗଡ଼କରୀ ଓ ଶିବରାଜ କଟିଲେ, ଯୋଗୀଙ୍କୁ ମଧ୍ୟ ମିଳିଲାନି ସ୍ଥାନ

ବିଜେପିର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା କୁହାଯାଉଥିବା ସଂସଦୀୟ ବୋର୍ଡର ବୁଧବାର ଦିନ ପୁନର୍ଗଠନ କରାଯାଇଛି। ଏଥିରେ ୬ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେ‌େଳ ବୋର୍ଡରୁ ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବାଦ୍ ଦିଆଯାଇଛି। କେବଳ ଏତିକି ନୁହେଁ ଦୀର୍ଘ ୨୦ ବର୍ଷ…
Read More...

ସରକାର କହୁଥିବା ମାଗଣା ଯୋଜନା ଗରିବଙ୍କ ଆବଶ୍ୟକତା: ଅର୍ଥନୀତିଜ୍ଞ ଅରବିନ୍ଦ ସୁବ୍ରମଣ୍ୟନ

ସରକାରଙ୍କ ମାଗଣା ଯୋଜନାକୁ ନେଇ ଚାରିଆଡ଼େ ଆରମ୍ଭ ହୋଇଛି ବିତର୍କ। ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ। ସେ କହିଛନ୍ତି ଯେ ଜଣଙ୍କ ପାଇଁ ଯାହା ମାଗଣା, ଅନ୍ୟ ଜଣକ ପାଇଁ ତାହା ହେଉଛି…
Read More...

ମାଗଣା ବଣ୍ଟନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇପାରିବୁ ନାହିଁ : ସୁପ୍ରିମକୋର୍ଟ

ସମାଜ କଲ୍ୟାଣ ନାଁରେ ରାଜନୈତିକ ଦଳମାନେ କରୁଥିବା ମାଗଣା ବଣ୍ଟନ ପ୍ରସଙ୍ଗରେ ପୁଣି ନିଜର ମତ ରଖିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହାକୁ ରୋକିବାକୁ କୋର୍ଟ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ସରକାରଙ୍କ କର୍ତ୍ତବ୍ୟ ହେଉଛି (ଜନ) କଲ୍ୟାଣମୂଳକ କାମ…
Read More...

୫୦୦ ଟଙ୍କା ବାଜିରୁ ବିବାଦ ସୃଷ୍ଟି; ମୁଣ୍ଡ କାଟି ୨୫ କି.ମି. ଦୂର ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଲଗାଇ ଥିବା ୫୦୦ ଟଙ୍କା ବାଜିକୁ କେନ୍ଦ୍ର କରି ବିବାଦ ହେବାରୁ ଗାଁ ଭାଇର ମୁଣ୍ଡକାଟି ପକାଇଥିବା ଆସାମର ଜଣେ ବ୍ୟକ୍ତି କଟାମୁଣ୍ଡ ଧରି ୨୫ କିଲୋମିଟର୍‌ ଦୂରରେ ଥିବା ଥାନାରେ ଆତ୍ମସମର୍ପଣ କରିଥିବା କଥା ପୁଲିସସୂତ୍ରରୁ ପ୍ରକାଶ। ପ୍ରାପ୍ତ ସୂଚନା ଅନୁସାରେ,…
Read More...

୨୦୨୪ରେ ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ତାଳଚେର ସାର କାରଖାନା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି କାରଖାନାରୁ ୨୦୨୪ରେ ଉତ୍ପାଦନ ଆରମ୍ଭ ହେବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧୨.୭ ଏଲ୍‌ଏମ୍‌ଟିପି। ଏଥିରେ କୋଇଲା ବାଷ୍ପୀକରଣ ପ୍ରଯୁକ୍ତିକୁ ବ୍ୟବହାର…
Read More...

ଏକଛତ୍ରବାଦୀ ମୋଦି ସରକାରଙ୍କୁ ହଟାଇବାକୁ ପଡିବ : ଲାଲୁ ଯାଦବ

ବିହାରରେ ପରିବର୍ତ୍ତିତ ରାଜନୈତିକ ସମୀକରଣ ଏବଂ କ୍ୟାବିନେଟ ସମ୍ପ୍ରସାରଣ ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବୁଧବାର ଲାଲୁ ତାଙ୍କର ପୁରୁଣା ଶୈଳୀରେ ନଜର ଆସିଥିଲେ। ୨୦୨୪ ଲୋକ ସଭା ନିର୍ବାଚନ ରଣନୀତି ସମ୍ବନ୍ଧୀୟ ପ୍ରଶ୍ନ ଉପରେ ସେ…
Read More...

କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା ପାଇଁ କଡ଼ା ଆଦେଶ ଦେଲା DGCA

ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅର୍ଥାତ୍ ଡିଜିସିଏ କଡ଼ା ଆଦେଶ ଦେଇଛି। ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ୍ ଭାବରେ ମାସ୍କ ପିନ୍ଧିବା ଉଚିତ ବୋଲି ଡିଜିସିଏ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି। ଯଦି ସେମାନେ ଏହା କରନ୍ତି ନାହିଁ…
Read More...

ଏଲୋପାଥିକୁ ନେଇ ବାବା ରାମଦେବଙ୍କ ମନ୍ତବ୍ୟ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ, କହିଲେ ଜନତାଙ୍କୁ ଭୂଆଁ…

ବୁଧବାର ଦିଲ୍ଲୀ ହାଇକୋର୍ଟ ଏଲୋପାଥି ଏବଂ କୋଭିଡ -୧୯ ର ଚିକିତ୍ସା ସମ୍ବନ୍ଧରେ ଦେଇଥିବା ବାବା ରାମଦେବ ଦେଇଥିବା ବିବୃତ୍ତିରେ ଜନସାଧାରଣଙ୍କୁ ବିଭ୍ରାନ୍ତ ନକରିବାକୁ କହିଛନ୍ତି । ହାଇକୋର୍ଟ କଡା ଭାଷାରେ କହିଛନ୍ତି ଯେ ଆପଣଙ୍କ ଅନୁଗାମୀ ଏବଂ ଶିଷ୍ୟ ଏବଂ ଏପରି ଲୋକ ଯେଉଁମାନେ ଆପଣଙ୍କ ଉପରେ…
Read More...