Webportal
Browsing Category

Current

ମୁଦ୍ରାନୀତି କମିଟିର ସଦସ୍ୟଙ୍କ ମତରେ ଜିଏସ୍‌ଟି ପାଇଁ ଦରଦାମ ବଢିବା ଆଶଙ୍କା

ଜିଏସଟି ପରିଷଦ ପକ୍ଷରୁ ଗତମାସରେ ବିଭିନ୍ନ ସାମଗ୍ରୀର ଟିକସ ବୃଦ୍ଧି କରାଯାଇଛି। ଜିଏସ୍‌ଟି ବୃଦ୍ଧିର ପ୍ରଭାବ ଆଗାମୀ ଦିନରେ ଖୁଚୁରା ମୁଦ୍ରାସ୍ଫୀତି ଉପରେ ପଡ଼ିବ। ମୁଦ୍ରାନୀତି କମିଟିର ଦୁଇଜଣ ସଦସ୍ୟ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ସହିତ ଅନ୍ୟାନ୍ୟ ଭୌଗୋଳିକ ଓ…
Read More...

ଟଳମଳ ଭୁଟାନ ଅର୍ଥନୀତି, ବିଦେଶୀ ମୁଦ୍ରାଭଣ୍ଡାର ଖାଲି

ଶ୍ରୀଲଙ୍କା ଏବଂ ପାକିସ୍ତାନ ପରେ ଏବେ ଭାରତର ଅନ୍ୟ ଏକ ପଡ଼ୋଶୀ ଦେଶ ଭୁଟାନର ଆର୍ଥିକ ସ୍ଥିତି ଅତି ଜଟିଳ ହୋଇଯାଇଛି। ବିଦେଶୀ ମୁଦ୍ରା ପରିମାଣ ଅତି ନିମ୍ନସ୍ତରକୁ ଖସିଯାଇଛି। ଫଳରେ ଭୁଟାନ ସରକାର ୟୁଟିଲିଟି ଯାନ, ହେଭି ଆର୍ଥମୁଭିଂ ମେସିନ ଏବଂ କୃଷି ଯନ୍ତ୍ରପାତିକୁ ଛାଡ଼ିଦେଲେ ଅନ୍ୟ…
Read More...

ନକଲି ଆପ ର ପ୍ରଲୋଭନ : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଠିକା ନିଯୁକ୍ତି ରାକେଟ! ଠକାମିରେ ଶିକାର ପ୍ରାୟ ୫୦୦ ବେକାର

ନିକଟରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ସ୍ଥାୟୀ ନିଯୁକ୍ତି ନାଁରେ ଖୋଲଯାଇଥିଲା ନକଲି ଆପ୍‌ । ଲୋଭନୀୟ ଅଫ୍‌ର ଦର୍ଶାଇ ‌ବେକାରୀ ଯୁବକଯୁବତୀଙ୍କୁ ଠକାଯାଉଥିଲା। ଏବେ ପୁଣି ଆସିଛି  ସମାନ ଅଭିଯୋଗ। ଝାଡ଼ଖଣ୍ଡର ଜୈନିକ ବ୍ୟକ୍ତି ଠିକା ସଂସ୍ଥା ଖୋଲି ବେକାରୀଙ୍କଠୁ ଲୁଟି…
Read More...

ୟୁରୋପରେ ଭୀଷଣ ମରୁଡ଼ି : ଜଳସୁନ୍ୟ ନଦୀରେ ଦେଖାଗଲା ବିଶ୍ବଯୁଦ୍ଧ ଅମଳର ଜାହାଜ ଆଦି ଦ୍ରବ୍ୟ

ୟୁରୋପରେ ଏବର୍ଷ ଭୟଙ୍କର ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସହ ମରୁଡ଼ି ପଡ଼ିଛି । ବର୍ଷା ଅଭାବରୁ ନଦୀଗୁଡ଼ିକ ଶୁଖି ଯାଉଛନ୍ତି । ନଦୀରେ ପାଣି କମିବା ସହ ପୂର୍ବରୁ ନଦୀ ପାଣିରେ ଲୁଚି ରହିଥିବା ଅନେକ ବିରଳ ଐତିହାସିକ ସାମଗ୍ରୀ ଦେଖିବାକୁ ମିଳୁଛି । ସ୍ପେନରେ ଥିବା ଜଳଭଣ୍ଡାରର ତଳେ ଲୁଚି…
Read More...

ସ୍ତ୍ରୀ କହିଲା ପରିବା ଆଣିଦିଅ; ଚୁଟି ଘୋଷାରି ପିଟିଲା ସ୍ବାମୀ

ଯୁଗ ଯେତେ ବଦଳିଲେ ବି କେଉଁଠି ନା କେଉଁଠି ନାରୀ ଉପରେ ପୁରୁଷର ଅତ୍ୟାଚାରର ଲଜ୍ଜାକର ଚିତ୍ର ଦେଖିବାକୁ ମିଳୁଛି। ଗାଜିଆବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ପରିବା ଆଣିବାକୁ କହିବାରୁ ସ୍ବାମୀ ଜଣକ ରାସ୍ତା ମଝିରେ ପତ୍ନୀଙ୍କୁ ନିସ୍ତୁକ ମାଡ଼…
Read More...

ଜନ୍ମାଷ୍ଟମୀରେ ବେଆଇନ ଭାବେ ହେଲା ସାରଥିଙ୍କ ଆଶ୍ରମରେ ପୂଜା

କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତରେ ଥିବା ସାରଥି ଆଶ୍ରମ ଭିତରେ ସାରଥି ଭକ୍ତମାନେ ଜନ୍ମାଷ୍ଟମୀ ପୂଜା କରିଛନ୍ତି। ସାରଥି ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ହୋଇଥିବାବେଳେ ସେହି ପୂଜା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ମିଳିଥିବା…
Read More...

୨୦୨୪ ନିର୍ବାଚନରେ ହେବ ମୋଦୀ-କେଜ୍ରିୱାଲ୍ ଲଢ଼େଇ; ମନିଶ ସିସୋଦିଆ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଗତକାଲି ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା। ଦିଲ୍ଲୀ ଅବକାରୀ ନୀତିରେ…
Read More...

ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭାଳି ପାରିବା ସ୍ଥିତିରେ ନାହାନ୍ତି : ପାକିସ୍ତାନ ପ୍ରଧାନମନ୍ତ୍ରୀ

ଭାରତ ଓ ପାକିସ୍ତାନ ଆଉ ଏକ ଯୁଦ୍ଧକୁ ସମ୍ଭା​ଳି ପାରିବେ ନାହିଁ । ଏଣୁ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଏକ ମାତ୍ର ପନ୍ଥା ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଦେଶର ପରମାଣୁ ଅସ୍ତ୍ର ଓ ସେନା କେବଳ ପ୍ରତିରକ୍ଷା ପାଇଁ…
Read More...

ମୁଖ୍ୟମନ୍ତ୍ରୀ ପଦବୀ ଖୁବ୍‌ ମହଙ୍ଗା ବ୍ୟାପାର ଏବଂ ତାହାର ମୂଲ୍ୟ ୨,୫୦୦ କୋଟି ଟଙ୍କା ବୋଲି ଜଣେ ବରିଷ୍ଠ ‘ବିଜେପି’ ନେତା କହିଥିବା କଥା ଆଜି କର୍ଣ୍ଣାଟକ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଦସ୍ୟ ବି. କେ. ହରିପ୍ରସାଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ ପାଇଁ…
Read More...

ଟିଏମ୍‌ସି ନେତାଙ୍କୁ ଜୋତା ମାଡ଼ ଦରକାର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ବିଜେପି ଜାତୀୟ ଉପସଭାପତି ଦିଲୀପ ଘୋଷ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ସୌଗତ ରାୟଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଘୋଷ କହିଛନ୍ତି ଯେ ରାୟଙ୍କୁ ଜୋତା ମାଡ଼ ଦରକାର ଏବଂ ଏଭଳି ହେଲେ ହିଁ ସେ ସୁଧୁରିବେ। ଘୋଷଙ୍କ ଏଭଳି ମନ୍ତବ୍ୟକୁ ନେଇ ରାୟ ତୀବ୍ର…
Read More...