Webportal
Browsing Category

Current

ଟ୍ରେନରୁ କୋଇଲା ଚୋରି ସମୟରେ ରେଳଧାରଣରେ କଟିଗଲା ଦୁଇ ଗୋଡ଼

ଟ୍ରେନରୁ କୋଇଲା ଚୋରି କରିବା ଜଣେ ଯୁବକ ପାଇଁ କାଳ ହୋଇଛି। କୋଇଲା ଚୋରି କରୁଥିବାବେଳେ ରେଳଧାରଣାରେ ପଡିଯିବାରୁ ଟ୍ରେନ ଚକାତଳେ ଦୁଇଗୋଡ କଟିଯାଇଥିଲା। ଗୁରୁତର ଯୁବକ ଜଣକ ହେଲେ ବନ୍ଧମୁଣ୍ଡା ତିଲକାନଗରର ସନ୍ଦୀପ ଗୋପ (୨୬)। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ…
Read More...

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢା ବାଧାପ୍ରାପ୍ତ

ରାଜ୍ୟର ପୁରାତନ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅନ୍ୟତମ। ୧୯୬୭ ମସିହା ଜାନୁଆରି ୧ ତାରିଖରେ ସ୍ଥାପିତ ଏହି ବିଶ୍ଵବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଦେଶ ଭିତରେ ତଥା ବାହାରେ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇ ସମ୍ବଲପୁର ତଥା ରାଜ୍ୟ ପାଇଁ ସୁନାମ…
Read More...

ଅପରେଶନ୍‌ ଲୋଟସରେ ହେଉଛି ବ୍ୟାପକ ଅର୍ଥ କାରବାର: ଯାଞ୍ଚ ପାଇଁ ସିବିଆଇ ନିକଟରେ ଆପର ଦାବି

ଦିଲ୍ଲୀର ଅବକାରୀ ଦୁର୍ନୀତିକୁ ନେଇ ଆପ ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଶେଷ ହେବାର ନାଁ ନେଉନାହିଁ। ଆମ ଆଦମୀ ପାର୍ଟି (ଆପ) ବିଧାୟକ ତଥା ମୁଖପାତ୍ର ଆତିଶି ମାର୍ଲେନା ଏକ ଗଣମାଧ୍ୟମ ସମ୍ମିଳନୀରେ ପୁଣି ଭାଜପାକୁ ଟାର୍ଗେଟ କରିଛନ୍ତି। ଆତିଶି ସୂଚନା ଦେଇଛନ୍ତି ଯେ…
Read More...

କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ: ନିତିନ ଗଡ଼କରୀ

ଦିନ ଖରାପ ଥାଉ କି ଭଲ, କାହାକୁ ବ୍ୟବହାର କରି ଫିଙ୍ଗିଦେବା ଉଚିତ୍ ନୁହେଁ। କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଶନିବାର ନିଜ ନାଗପୁରରେ ଉଦ୍ୟୋଗୀମାନଙ୍କର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଏଭଳି କହିଛନ୍ତି। ‌ସେ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ପରାଜିତ…
Read More...

ବନ ବିଭାଗ ସାବଧାନ ହେବା ଆବଶ୍ୟକ, ହାତୀ ଶୂନ୍ୟ , ହେବାକୁ ବସିଲାଣି ଓଡ଼ିଶା!

ହାତୀମୃତ୍ୟୁ...ଏ ଘଟଣା ଆମ ରାଜ୍ୟରେ ପ୍ରାୟ ନିତିଦିନିଆ ହୋଇଗଲାଣି । କେତେବେଳେ ଶିକାରୀ ଗୁଳିର ଶୀକାର ହେଉଛି ତ ଆଉ କେତେବେଳେ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ହାତୀ ସଂଖ୍ୟା କମିବାରେ ଲାଗିଛି । ଯାହାକି ପଶୁପ୍ରେମୀଙ୍କର ଚିନ୍ତା ବଢ଼େଇ ଦେଇଛି । ଘଟଣାକ୍ରମେ ଆଜି ଢେଙ୍କାନାଳ…
Read More...

ଗୁଜୁରାଟ ବିଧାୟକଙ୍କ ବିବାଦୀୟ ବୟାନ: ମୁଁ ଯେତେବେଳେ ଚାହିଁବି ଦଙ୍ଗା କରିଦେବି

ଗୁଜୁରାଟ ଓ୍ୱଲସାଡ ବିଧାୟକ ଭରତ ପଟେଲଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ସେ ଯେବେ ଚାହିଁବେ ଦଙ୍ଗା କରାଇଦେବେ ବୋଲି ଧମକ ଦେଇଛନ୍ତି । ପୋଲିସ କର୍ମୀଙ୍କ ସହ ଯୁକ୍ତିତର୍କ ବେଳେ ସେ ଏପରି କହିଥିବା ଜଣାପଡିଛି । ସୂଚନାନୁସାରେ, ସୋମବାର ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ନେବା ସମୟରେ…
Read More...

ଲୋନ୍ ଆପ୍‌ରେ ୫୦୦ କୋଟି ଠକେଇ ; ଠକି ନେଇଛନ୍ତି ଚୀନ ନାଗରିକ, ୨ ମହିଳା ସମେତ ୨୨ ଗିରଫ

ଗତ ଦୁଇମାସର ତଦନ୍ତ ଓ ଅନୁସନ୍ଧାନ ପରେ ଦିଲ୍ଲୀ ପୁଲିସ ୫୦୦ କୋଟିରୁ ଅଧିକ ରାଶିର ଇନଷ୍ଟାଣ୍ଟ ଲୋନ୍ କମ୍‌ ଏକ୍ସଟୋର୍ସନ ରାକେଟ ଧରିବା ସହ ଦେଶର ବିଭିନ୍ନ ସ୍ଥାନରୁ ୨୨ ଜଣଙ୍କୁ ଗିରଫ କରିଛି। ଚୀନ ନାଗରିକଙ୍କ ଦ୍ବାରା ଏହି ରାକେଟ ପରିଚାଳିତ ହେଉଥିଲା। ଏ ବାବଦରେ ସଂଗ୍ରହ ହେଉଥିବା ରାଶିକୁ…
Read More...

ଯୁବବର୍ଗଙ୍କୁ ଅଧିକ ମଦ ପିଇବାକୁ ଜାପାନ ସରକାରଙ୍କ ପ୍ରୋତ୍ସାହନ, ଆରମ୍ଭ ହେଲା ‘ସେକ୍ ଭିଭା’ ଅଭିଯାନ

ଜାପାନରେ ବର୍ତ୍ତମାନ ଜନସଂଖ୍ୟାରେ ହ୍ରାସ ସହ ରାଜସ୍ବ ଆୟରେ ହ୍ରାସ ଦେଖାଦେଇଛି। ଏହି ଦୁଇଟି ସମସ୍ୟାର ସମାଧାନ ପାଇଁ ଜାପାନର ଜାତୀୟ ଟିକସ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଏକ ଅଭିନବ ‌‘ସେକ୍ ଭିଭା’ ଅଭିଯାନ ଘୋଷଣା କରାଯାଇଛି। ଏନ୍‌ଟିଏର ଏହି ଯୋଜନା ଅନୁସାରେ ଯୁବବର୍ଗଙ୍କୁ ଅଧିକ ମଦ୍ୟପାନ…
Read More...

ନଗଦ କାରବାର ଉପରେ ଆୟକର ବିଭାଗ ନଜର, କିନ୍ତୁ ଡାକ୍ତରଖାନା ରେ ଚିକିତ୍ସା ପାଇଁ ପ୍ୟାନ ନମ୍ବରକୁ ଗୁରୁତ୍ଵ ଯୋଗୁଁ…

ନଗଦ କାରବାର ଉପରେ ଆୟକର ବିଭାଗ ଏବେ କଡ଼ା ନଜର ରଖିଛି। ବିଶେଷକରି ଡାକ୍ତରଖାନା, ହୋଟେଲର ବ୍ୟାଙ୍କେଟ ହଲ୍ (ଯେଉଁଠି ସାମାଜିକ, ସାଂସ୍କୃତିକ ଓ ବ୍ୟବସାୟିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ) ଆଦି ସ୍ଥାନରେ ଅଧିକ ନଗଦ କାରବାର ହେଉଛି। ଡାକ୍ତରଖାନାରେ ନଗଦ କାରବାର ସମୟରେ କର୍ତ୍ତୃପକ୍ଷ…
Read More...

ବିପଦ ଆଶଙ୍କାରେ ଝାଡ଼ଖଣ୍ଡର ହେମନ୍ତ ସରକାର : ବୈଠକରେ ଜେଏମ୍‌ଏମ୍‌-କଂଗ୍ରେସର ୧୧ ବିଧାୟକ ଅନୁପସ୍ଥିତ

ଝାଡ଼ଖଣ୍ଡରେ କ୍ଷମତାସୀନ ମେଣ୍ଟ ସରକାର ପାଇଁ ଏବେ ସଙ୍କଟ ଦେଖାଦେଇଛି। ୟୁପିଏ ଶକ୍ତି ପ୍ରଦର୍ଶନ ପାଇଁ ଶନିବାରର ଦିନ ବିଧାୟକମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିବା ବେଳେ ଏଥିରେ ଜେଏମ୍‌ଏମ୍‌ ଏବଂ କଂଗ୍ରେସର ମୋଟ ୧୧ ବିଧାୟକ ଯୋଗ ଦେଇନାହାନ୍ତି। ଦଳର ନିର୍ଦ୍ଦେଶକୁ ଅଣଦେଖା କରି…
Read More...