Webportal
Browsing Category

Current

କେନାଲରେ ନାବାଳକର ମୃତଦେହ

ଅନୁଗୁଳ ଥାନା ଅମଲାପଡା ଦେଇ ଯାଇଥିବା କେନାଲରୁ ଆଜି ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଶଙ୍କର ଶେଖରଙ୍କ ପାଞ୍ଚ ବର୍ଷର ପୁଅ ଚିକୁ ଶେଖର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଶଙ୍କର ଯାଯାବର ସମ୍ପ୍ରଦାୟର ହୋଇଥିବା ବେଳେ…
Read More...

ନୂତନ ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ

ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନୁଗୁଳ ବିଜୁ ମୈଦାନ ଠାରୁ ସେ ଶତାଧିକ ସମର୍ଥକଙ୍କ ଗହଣରେ ଆସି ଟାମଡ଼ା କାର୍ଯ୍ୟାଳୟରେ ପହଞ୍ଚି ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଦାୟିତ୍ୱ ଗ୍ରହଣ ସମୟରେ ବିଜୁ…
Read More...

ଅନୁଗୁଳ ଲକ୍ଷ୍ମୀପୂଜାରେ ଟ୍ରାଫିକ ବ୍ୟବସ୍ଥା ଯଦି ଠିକ୍ ଲାଗୁନାହିଁ ତେବେ ଘରେ ଛୁଟି ମନାନ୍ତୁ

ଚଳିତ ବର୍ଷ ଅନୁଗୁଳ ସହରରେ ଲକ୍ଷ୍ମୀପୂଜା ଶେଷ ପର୍ଯ୍ୟାୟରେ ପହଁଚିଛି। କିନ୍ତୁ ସଠିକ୍ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହୋଇ ପାରିଲା ନାହିଁ। ଏହା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସାମ୍ବାଦିକଙ୍କ ପକ୍ଷରୁ ଲିଖିତ ଅନୁରୋଧ ମଧ୍ୟ କରା ଯାଇଥିଲା। ପୋଲିସ ବାବୁମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ…
Read More...

ଉଚ୍ଚଶିକ୍ଷା ଦିଆଯାଉଛି ଏମିତି: ବିଶ୍ଵବିଦ୍ୟାଳୟ ର ୨୩ରୁ ୨୦ ବିଭାଗରେ ନାହାନ୍ତି ପ୍ରଫେସର; ଖାଲି ପଡ଼ିଛି ୭୫ ଅଧ୍ୟାପକ…

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ (ଜିଏମ୍‌ୟୁ)ରେ ଏବେ ଶିକ୍ଷକ ମରୁଡ଼ି। ପ୍ରଫେସର, ଅଧ୍ୟାପକ ସବୁ ପଦ ଖାଲି ପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ ଗତ କିଛି ବର୍ଷ ହେଲା ଅତିଥି ଅଧ୍ୟାପକଙ୍କ ଭରସାରେ ଶିକ୍ଷାଦାନ ଚାଲିଛି। ତେବେ, କେତେକ କାରଣରୁ…
Read More...

ଅନୁଗୁଳ ପୌରପାଳିକା କର୍ମଚାରୀଙ୍କ ନିଆରା ଢଙ୍ଗରେ ଅମୃତ ମହୋତ୍ସବ ପାଳନ

ସାରା ଦେଶ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି।ଅନୁଗୁଳ ପୌରପାଳିକା ଏଥିରୁ ବାଦ ଯାଆନ୍ତା କେମିତି। ସଫେଇ ବା ଅଳିଆ ଉଠାଇବାକୁ ମାସିକ ଫିସ ସହର ବାସୀଙ୍କ ପାଖରୁ ଆଦାୟ କରାଯାଉଛି।ଅଳିଆ ଠିକ ଭାବେ ଉଠୁଛି କି ନା ଏହା ତ ସ୍ଥାନୀୟ ବାସିନ୍ଦା ଭଲ ଭାବେ ଜାଣିଛନ୍ତି।ଏହା ଉପରେ ଏକ…
Read More...

ବିକଟ ପରିସ୍ଥିତି: ରାଜ୍ୟରେ ଗତ ୫ ବର୍ଷରେ ୧୪ ହଜାର ୭୫୩ ଶିଶୁ ନିଖୋଜ

ରାଜ୍ୟରେ ଶିଶୁ ନିଖୋଜର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୧୪ ହଜାର ୭୫୩ ଶିଶୁ ନିଖୋଜ ହୋଇଛନ୍ତି। ଓଡ଼ିଶା ପୁଲିସର ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ରିପୋର୍ଟ ଅନୁସାରେ ୨୦୨୧ ବର୍ଷରେ ଶିଶୁ ଗାଏବ ମାମଲା ବିଗତ ବର୍ଷ ମାନଙ୍କ…
Read More...

ଗୃହ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗରେ ବିଜେପି ନେତ୍ରୀ ଗିରଫ

ନିଜ ଘରେ ରଖିଥିବା ଜଣେ ଆଦିବାସୀ ଗୃହ ସହାୟିକ‌ାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ବିଜେପି ନେତ୍ରୀ ସୀମା ପାତ୍ର ଗିରଫ ହୋଇଛନ୍ତି। ପୂର୍ବତନ ଆଇଏଏସ୍‌ ଅଫିସରଙ୍କ ପତ୍ନୀ ସୀମାଙ୍କୁ ବୁଧବାର ଭୋରୁ ରାଞ୍ଚି ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ…
Read More...

ମଧ୍ୟରାତ୍ରୀରେ କୋର୍ଟରେ ହେଲା ଶୁଣାଣି: ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜାକୁ ମିଳିଲା ଅନୁମତି

ପୂର୍ବ ପ୍ରସ୍ତୁତି ଅନୁସାରେ କର୍ଣ୍ଣାଟକର ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜା ସମାରୋହକୁ ଅନୁମତି ମିଳିଛି। ରାତି ଅଧିଆ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଦେଇଥିବା ଆଦେଶକୁ କାଏମ ରଖି ଅଦାଲତ ଗତକାଲି ମଧ୍ୟରାତ୍ରରେ ଭୂମିରେ ବିଘ୍ନନାଶକଙ୍କ…
Read More...

ବହୁଚର୍ଚ୍ଚିତ ପୁର୍ବତନ ସୋଭିଏତ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ଦେହାନ୍ତ

ସୋଭିଏତ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ଭାଚୋଭଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ରୁଷିଆର ସେଣ୍ଟ୍ରାଲ କ୍ଲିନକାଲ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବାବେଳେ ସେଠାରେ ତାଙ୍କର…
Read More...

ଏନ୍‌ସିଆର୍‌ବିର ଭୟଙ୍କର ତଥ୍ୟ: ଓଡ଼ିଶାରେ ଦିନକୁ ୪ ହତ୍ୟା ଓ ସର୍ବାଧିକ ଚୋରି

ବର୍ଷକରେ ରାଜ୍ୟରେ ୧୩୯୪ଜଣଙ୍କୁ ହତ୍ୟା କରାଯାଇଛି। ହାରାହାରି ହିସାବ କଲେ, ପ୍ରତି ୬ ଘଣ୍ଟାରେ ଜଣେ ଓ ଦିନରେ ୪ଜଣଙ୍କୁ ହତ୍ୟା କରାଯାଉଛି। ଜାତୀୟ ଅପରାଧ ନଥିସଂସ୍ଥା (ଏନ୍‌ସିଆର୍‌ସି) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଓଡ଼ିଶାରେ ଅପରାଧର ଏଭଳି ଭୟଙ୍କର ଚିତ୍ର ସମସ୍ତଙ୍କୁ ସ୍ତବ୍ଧ…
Read More...